Anupambharat News Bureau | ଶିଳ୍ପ ବାଣିଜ୍ୟ | | 849 | Read...
ନୂଆଦିଲ୍ଲୀ:ଇ-କର୍ମସ କମ୍ପାନୀ ଆମାଜନ୍ ଦେଶରେ ଚଳଚ୍ଚିତ୍ର ଟିକଟ୍ ବିକି୍ର ବୋଲି ଜଣାପଡିଛି । ଦେଶରେ ନୂତନ ଭାବରେ ଆମାଜନ୍ ବ୍ୟବସାୟ କରିବ । ଅନ୍ଲାଇନ୍ ଜରିଆରେ ଚଳଚ୍ଚିତ୍ର ଟିକଟ୍ ବିକି୍ର ହେବ । ଇ-କର୍ମସ୍
Anupambharat News Bureau | ଶିଳ୍ପ ବାଣିଜ୍ୟ | | 838 | Read...
ନୂଆଦିଲ୍ଲୀ: ଦେଶରେ ବେ ରୋଜଗାର ଅକେଫାବର ମାସରେ ୮.୫ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଗତ ତିନିବର୍ଷ ମଧ୍ୟରେ ସର୍ବାଧିକ ରହିଥିବା ଜଣାପଡିଛି । ଫ୍ରେସ୍ ଡାଟା ଜାରି ହୋଇଥିବା କେନ୍ଦ୍ର ଅନୁସାରେ ମନିଟେରିଂ ଦେଶର ଅର୍ଥନୀତି
Anupambharat News Bureau | ଶିଳ୍ପ ବାଣିଜ୍ୟ | | 837 | Read...
ନୂଆଦିଲ୍ଲୀ: ଭାରତରେ ସେବା ନେଇ ଗୁଜବକୁ ଭୋଡାଫୋନ୍ ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି । ଏଜିଆର୍ ପ୍ରସଙ୍ଗ ନେଇ ସରକାରଙ୍କ ବୁଝାମଣା କରାଯିବ ବୋଲି କୁହାଯାଇଛି । ତେବେ ଭୋଡାଫୋନ୍ ଦେଶରେ ଟେଲିକମ୍ ସେବା ବନ୍ଦ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 821 | Read...
ମୁମ୍ବାଇ: ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୬ ପଇସା ହ୍ରାସ ହୋଇ ୭୦.୯୦ ସହ କାରବାର କରିଥିଲା । ପ୍ରତିଯୋଗିତା ମୂଳକ ଭାବରେ ସତର୍କତା ସ୍ୱରୁପ ଫେଡେରାଲ୍ ରିଜଭ ମୁଦ୍ରାନୀତି ନିଷ୍ପତ୍ତି ହୋଇଛି । ଟଙ୍କା ମୂଲ୍ୟରେ ହ୍ର
Anupambharat News Bureau | ଶିଳ୍ପ ବାଣିଜ୍ୟ | | 768 | Read...
ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର ଏବଂ ହରିୟାଣାରେ ବ୍ୟାଙ୍କ ୩ ଦିନ କାମ କରିବ । ମଙ୍ଗଳବାର ବ୍ୟାଙ୍କ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 767 | Read...
ନୂଆଦିଲ୍ଲୀ : ଆଜି ସୁନାଦର ମାତ୍ର ୩୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୦ ଟଙ୍କା ହ୍ରାସ ପାଇ ୩୮,୯୫୫ ଟଙ୍କାରେ ପହଞ୍ଚିଛି । ଗତ କିଛି ସପ୍ତାହ ଧରି ସୁନା କ୍ରମାଗତ ଭାବେ ବଢି ଚାଲିଥି
Anupambharat News Bureau | ଶିଳ୍ପ ବାଣିଜ୍ୟ | | 766 | Read...
ନୂଆଦିଲ୍ଲୀ : ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି । ଅନ୍ୟ ନେଟୱର୍କକୁ କଲ୍ କରିବା ପାଇଁ ଆଇୟୁସି
Anupambharat News Bureau | ଶିଳ୍ପ ବାଣିଜ୍ୟ | | 743 | Read...
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଟ୍ଲାଭ ୪୫ % ବୃଦ୍ଧି ହୋଇଛି । ସେପେଫମ୍ବର ତ୍ରୈମାସିକରେ ଏହା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ନିଟ୍ଲାଭ ୯୯୦ କୋଟି ହେବା ସହ ସମୀକ୍ଷାରେ ୬୮୧ କୋଟ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 716 | Read...
ନୂଆଦିଲ୍ଲୀ : ଯଦି ଆପଣ ଘର କିଣିବା ପାଇଁ ଲୋନ ନେବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ କିଛି ସରକାରୀ ବ୍ୟାଙ୍କ୍ ଲୋନ ଦେବା ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ବ୍ୟାଙ୍କ୍ ଏବ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 715 | Read...
ନୂଆଦିଲ୍ଲୀ : ବଜାଜ ଏବେ ଏହାର ନୂଆ ସ୍କୁଟରକୁ ନେଇ ଚର୍ଚ୍ଚାରେ ରହିଛି । ଆସନ୍ତା ୧୬ ତାରିଖରେ ବଜାଜ ପକ୍ଷରୁ ଏହି ସ୍କୁଟରକୁ ଲଞ୍ଚ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସମେତ ନୀ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 613 | Read...
ୱାସିଂଟନ: ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଓ ବାଣିଜ୍ୟ ପ୍ରତିନିଧି ରୋବର୍ଟ ଲାଇଟ୍ହାଇଜେର୍ ନିରାଶ ହୋଇଛି । ଭାରତ ସହ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 612 | Read...
ନୂଆଦିଲ୍ଲୀ: ଟିଭିଏସ୍ ମୋଟର ଦେଶର ପ୍ରଥମ ଇଥେନୋଲ୍ ପାୱାରଡ୍ ମୋଟର ସାଇକେଲ୍ ବଜାର ପ୍ରବେଶ କରାଇଛି । ଦା ଗ୍ରିନ୍ ଆପାଚି ଆର୍ଟିଆର୍ ୨୦୦ ୪ଭିର ମୂଲ୍ୟ ୧.୨୦ ଲକ୍ଷ ର ହିଛି । ଇଥେନୋଲ୍ ପାୱାରଡ୍ ଆପାଚି ୨୦