Latest Photo News (ଫଟୋନ୍ୟୁଜ୍)

ଆମେରିକା ଓ ଇରାନ୍‌ ମଧ୍ୟରେ ଦେଖାଦେଇଥିବା ସମସ୍ୟାକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶିତ ହୋଇଛି, ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡୋ ପକ୍ଷରୁ ଇରାନ୍‌ ଅଞ୍ଚଳରେ ଆମେରିକାର ବାୟୁସେନାର ଅବସ୍ଥିତିକୁ ସେମାନେ ଖଣ୍ଡନ କରିଛନ୍ତି, ତେବେ ଇରାନ୍‌ ଓ ଆମେରିକା ବିବାଦକୁ ସେମାନେ ନୂଆରୂପ ଦେଉଥିବା ଜଣାପଡ଼ିଛି ।

Posted by Anupambharat News Bureau, on June 21, 2019

Uploaded Photos News

ଆମେରିକା ଓ ଇରାନ୍‌ ମଧ୍ୟରେ ଦେଖାଦେଇଥିବା ସମସ୍ୟାକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶିତ ହୋଇଛି, ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡୋ ପକ୍ଷରୁ ଇରାନ୍‌ ଅଞ୍ଚଳରେ ଆମେରିକାର ବାୟୁସେନାର ଅବସ୍ଥିତିକୁ ସେମାନେ ଖଣ୍ଡନ କରିଛନ୍ତି, ତେବେ ଇରାନ୍‌ ଓ ଆମେରିକା ବିବାଦକୁ ସେମାନେ ନୂଆରୂପ ଦେଉଥିବା ଜଣାପଡ଼ିଛି ।

June 21, 2019 View Details

ବିହାରରେ ଏନ୍‌ସେଫାଲାଇଟ୍‌ସ୍‌ ସିନ୍‌ଡ଼୍ରୋମ୍‌ ଆକ୍ରାନ୍ତରେ ମୃତୁ୍ୟ ସଂଖ୍ୟା ୮୩କୁ ଛୁଇଁଛି, ବିହାରର ମୁଜାଫରପୁର ଜିଲ୍ଲାରେ ଆଉ ଛଅଜଣ ଶିଶୁଙ୍କ ସମତେ ବହୁ ଲୋକ ପ୍ରାଣ ହରାଇଥିବା ସୂଚନାରୁ ମିଳିଛି ।

June 15, 2019 View Details

ତାଇୱାନ ପ୍ରଥମ ଏସୀୟ ରାଷ୍ଟ୍ର ଭାବରେ ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ ସ୍ୱୀକୃତୀ ପ୍ରଦାନ କରିଛି, ତାଇୱାନର ପାର୍ଲ୍ୟାମେଣ୍ଟ ସମ୍ମୁଖରେ ହଜାର ହଜାର ବିକ୍ଷୋଭକାରୀ ପ୍ଲାକ୍‌କାର୍ଡ଼ ଧରି ବିବାହର ସମାନତାକୁ ବିଭାଜିତ କରାଯାଉଛି ବୋଲି ସେମାନେ କହିଥିଲେ ।

May 17, 2019 View Details

ଅନୁପମ ଭାରତ ଇ-ପେପର୍

ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :

Type the above number:

ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page