Anupambharat News Bureau : News


- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

Anupambharat News Bureau | ଦେଶ | | 1835 | Read...

- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

ନୂଆଦିଲ୍ଲୀ - ଦିଲ୍ଲୀ ଲାଲ୍‌ କିଲ୍ଲାରେ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ସୁଖଦେବ ସିଂହ ଗିରଫ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଚଣ୍ଡିଗଡ଼ରୁ ଗିରଫ କରିଛି। ସୁଖଦେବଙ୍କ ନାଁରେ ଥିଲା ୫



ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

Anupambharat News Bureau | ଓଡ଼ିଶା | | 1834 | Read...

ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

ଭୁବନେଶ୍ୱର, ୭ା୨(ଅନୁପମ ମିଡ଼ିଆ): ଆସନ୍ତାକାଲି (ସୋମବାର)ଠାରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ । କୋଭିଡ୍‌ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ । ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ଏପ୍ରିଲ୍&



ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

Anupambharat News Bureau | ଦେଶ | | 1833 | Read...

ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

ନୂଆଦିଲ୍ଲୀ,୭ା୨: ଉତ୍ତରାଖଣ୍ଡରେ ରବିବାର ସକାଳେ ଭୟଙ୍କର ହିମÕଳନ ଯୋଗୁ ୧୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୭୦ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ଜଣାପଡ଼ିଛି । ଘଟଣାରେ ନିଖୋଜକଙ୍କ ପତ୍ତା ମିଳିପାରୁ ନଥିବାରୁ ମୃତୁ୍ୟ ସଂଖ୍ୟ୍ରା ୧



ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା

Anupambharat News Bureau | ଓଡ଼ିଶା | | 1832 | Read...

ଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କରୋନା ଟିକା

ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ­ ଆଗ ଧାଡ଼ିର ପ୍ରମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ଆଜିଠାରୁ ଆରମ୍ଭ ହୋଇଛି । ଏହି କ୍ରମରେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ କରୋନା ଟିକା ନେଇଛନ୍ତି । କଟକର ଇଣ୍ଡୋର ଷ୍ଟାଡିୟମ ଠାରେ ସେ ଏହି ଟ



ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

Anupambharat News Bureau | ଓଡ଼ିଶା | | 1831 | Read...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପ୍ରଥମରୁ ଅଷ୍ଟମ ଖୋଲିବାକୁ ଏସଆରସି ମାର୍ଗଦର୍ଶିକା ଜ



ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

Anupambharat News Bureau | ଦେଶ | | 1830 | Read...

ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

ନୂଆଦିଲ୍ଲୀ,୬ା୨: କୋଭିଡ଼-୧୯ କରୋନା ରୋଗରୁ ମୁକ୍ତ ହେବା ପାଇଁ ବିଶ୍ୱରେ ପ୍ରଥମ ଥର ପାଇଁ ବହୁମାତ୍ରାରେ ଭାରତରେ ହିିଁ ଟିକାକରଣ ଆରମ୍ଭ ହୋଇଛି । ଏପରିକି ୫୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରଥମ ପର୍ଯ୍ୟାୟରେ ଟିକା ପାଇଛନ୍ତି । ତ



ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !

Anupambharat News Bureau | ଓଡ଼ିଶା | | 1829 | Read...

ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !

ଯାଜପୁର,୬ା୨(ଅନୁପମ ମିଡିଆ): ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକର ହତ୍ୟାକାଣ୍ଡ ଗୁମାର ଧୀରେ ଧୀରେ ଖୋଲିବାରେ ଲାଗିଛି । ଅଭିଯୁକ୍ତ ରାକେଶ ଝରାଫୁଲକୁ ଖାଦ୍ୟପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେବା



ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ

Anupambharat News Bureau | ଓଡ଼ିଶା | | 1828 | Read...

 ଚକାଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ : ରାସ୍ତାରେ ଅଟକିଲା ଶହ ଶହ ଯାନ

ଭୁବନେଶ୍ୱର, ୬ା୨(ଅନୁପମ ମିଡ଼ିଆ):­ ସର୍ବ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଘଣ୍ଟିଆ ଚକାଜାମ୍‌ କରାଯାଇଛି । କୃଷି ଆଇନ୍‌ ବାତିଲ ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର



ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

Anupambharat News Bureau | ଦେଶ | | 1827 | Read...

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର । ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ୱତନ୍ତ୍ର ହେବାକୁ ଯାଉଛି । ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍



ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

Anupambharat News Bureau | ଦେଶ | | 1826 | Read...

ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ଅସ;ୁଷ୍ଟ ଟିଏମସି ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ଏହା ସହିତ କେନ୍ଦ୍ରୀୟ ନେତାମାନଙ୍କ ଘନଘନ ବେଙ୍ଗଲ ଗସ୍ତ ମଧ୍ୟ ଟି



ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ: ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ

Anupambharat News Bureau | ଓଡ଼ିଶା | | 1825 | Read...

ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ:  ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ

ଜୟପୁର/କୋରାପୁଟ,୩୧ା୧(ଅନୁପମ ମିଡ଼ିଆ): କୋଟପାଡ ଥାନା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଏଖ ପିକଅପ୍‌ ଭ୍ୟାନ୍‌ ଓଲଟି ପଡିବାରୁ ୧୦ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶି



ବିଜେଡିର ନୂଆ ରଣନୀତି : ଖେଳରେ କରିବ‘ଖେଳ’

Anupambharat News Bureau | ଓଡ଼ିଶା | | 1824 | Read...

ବିଜେଡିର ନୂଆ ରଣନୀତି :  ଖେଳରେ କରିବ‘ଖେଳ’

ଭୁବନେଶ୍ୱର, ୩୧ା୧ (ସ୍ୱତନ୍ତ୍ର ପ୍ରତିନିଧି): ବୃଦ୍ଧବୃଦ୍ଧାଙ୍କୁ ମାସିକ ପେନସନ୍‌ରୁ ଆରମ୍ଭ କରି ଛତା, କମ୍ବଳ, ମଶାରୀ ପାଇଁ ଆର୍ଥିକ ସହାୟତା ପ୍ରଦାନ, ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣ, ହବିଷ୍ୟାଳିଙ୍କୁ ପୁରୀରେ ମାଗଣା ରହଣୀ ଓ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page