Anupambharat News Bureau : News


ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%: ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ

Anupambharat News Bureau | ଦେଶ | | 2358 | Read...

ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%:  ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ

ନୂଆଦିଲ୍ଲୀ,୩ା୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସିବିଏସ୍‌ଇର ଏହି ଦଶମ ଶ୍ରେଣୀ ପରୀକ୍ଷାରେ ସମଗ୍ର ଦେଶରେ ୯୯ ପ୍ରତିଶତରୁ ଉର୍ଦ୍ଧ୍ୱ



ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2357 | Read...

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୮(ଅନୁପମ ମିଡ଼ିଆ): ଟୋକିଓ ଅଲିମ୍ପିକ୍ସ୍‌ର ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭା



ଭାରତୀୟ ହକିର ପୁନରୁ‹ାନରେ ଓଡ଼ିଶାର ହାତ

Anupambharat News Bureau | ଓଡ଼ିଶା | | 2356 | Read...

ଭାରତୀୟ ହକିର ପୁନରୁ‹ାନରେ ଓଡ଼ିଶାର ହାତ

ଭୁବନେଶ୍ୱର, ୨ା୮ (ସ୍ୱତନ୍ତ୍ର ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକିର ଅବିଶ୍ୱସନୀୟ ପ୍ରଦର୍ଶନ । ଉଭୟ ପୁରୁଷ ଓ ମହିଳା ହକି ଟିମ୍‌ ସେମିଫାଇନାଲ୍‌ରେ ପ୍ରବେଶ କରି ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଅପ୍ରତ୍



ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

Anupambharat News Bureau | ଦେଶ | | 2355 | Read...

ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ଼-୧୯ କରୋନା ମହାମାରୀ ସମଗ୍ର ବିଶ୍ୱରେ ଅତ୍ୟନ୍ତ ମାରାତ୍ମକ ହୋଇପଡିଛି । ଏହାର ପ୍ରତିକାର ପାଇଁ ବିଭିନ୍ନ ଦେଶରେ ଟିକାକରଣ ବ୍ୟବସ୍ଥା ଜାରି ରହିଛି । ତେବେ କେଉଁ ଟିକା କେତେ କାର୍ଯ୍ୟକ୍ରମ ଏହାକୁ ନେଇ ବିଭି



ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

Anupambharat News Bureau | ଓଡ଼ିଶା | | 2354 | Read...

ରାଜନୀତିରୁ ସନ୍ନ୍ୟାସ ନେଲେ  ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ବିଭିନ୍ନ ସମୟରେ ପୃଥକ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରରେ ଥିବା ଜଣେ ରାଜନେତା ବାବୁଲ ସୁପ୍ରିୟୋ ରାଜନୀତି ପ୍ରତି ସମ୍ପୂର୍ଣ୍ଣ ବିତୃଷ୍ଣା ହୋଇ ରାଜନୀତିରୁ ଓହରି ଯିବା ପାଇଁ ନିଷ୍ପ



ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%

Anupambharat News Bureau | ଓଡ଼ିଶା | | 2353 | Read...

ପାସ୍‌ହାର ବିଜ୍ଞାନରେ ୯୫.୧୫% ,ବାଣିଜ୍ୟରେ ୯୪.୯୬%

ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲଫ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶନିବାର ସନ୍ଧ୍ୟାରେ ରେଜଲଫ ପୁସ୍ତିକା ଉନ୍ମୋଚନ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ



ଅଗଷ୍ଟ ଗାଇଡ଼ଲାଇନ : ସିନେମା ହଲ୍‌, ପାର୍କ ଖୋଲିବ

Anupambharat News Bureau | ଓଡ଼ିଶା | | 2352 | Read...

 ଅଗଷ୍ଟ ଗାଇଡ଼ଲାଇନ : ସିନେମା ହଲ୍‌, ପାର୍କ ଖୋଲିବ

ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ତଳମୁହାଁ ହେଉଥିବା ବେଳେ କୋଭିଡ୍‌ କଟକଣା ମଧ୍ୟ କୋହଳ ହେଉଛି । ଏହା ମଧ୍ୟରେ ଶନିବାର ଅଗଷ୍ଟ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନ



୩୧ରେ ଯୁକ୍ତ ୩ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

Anupambharat News Bureau | ଓଡ଼ିଶା | | 2351 | Read...

୩୧ରେ ଯୁକ୍ତ ୩  ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ୨୦୨୧ ମସିହା ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷାର ବିଜ୍ଞାନ ଓ ବାଣିଜ୍ୟ ଶିକ୍ଷା ପାଠ୍ୟକ୍ରମର ଫଳ ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକ



ପ୍ରେମିକା ଅର୍ଦ୍ଧଦU ଅବସ୍ଥାରେ ଉଦ୍ଧାର ମାମଲା: ଆଖିବୁଜିଲା ପୀଡ଼ିତା, ପ୍ରେମିକ ଅଟକ

Anupambharat News Bureau | ଓଡ଼ିଶା | | 2350 | Read...

ପ୍ରେମିକା ଅର୍ଦ୍ଧଦU ଅବସ୍ଥାରେ ଉଦ୍ଧାର ମାମଲା: ଆଖିବୁଜିଲା ପୀଡ଼ିତା, ପ୍ରେମିକ ଅଟକ

ପୁରୁଷୋତ୍ତମପୁର,୨୭ା୭(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ସ୍ଥିତ ପ୍ରତାପୁର ଅଞ୍ଚଳରୁ ଏକ ପରିତ୍ୟକ୍ତ ଘରୁ ଅର୍ଦ୍ଧ ଦU ଅବସ୍ଥାରେ ଉଦ୍ଧାର ହୋଇଥିବା ବୁଗୁଡା ବାଲିପଦର ଫାଣ୍ଡି ନିକଟ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା (



ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Anupambharat News Bureau | ଓଡ଼ିଶା | | 2349 | Read...

ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଥିବା ୪୦୦୦ ପଡ଼ା ବା ବସତିକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବାପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ୫-‘ଟି’ ସୂତ୍ର ଅଧୀନରେ ସମାଧାନ କରିଛନ୍ତି । ଏହା ଦ୍ୱାରା ଏହି ପଡ଼ାଗୁଡ଼



ଖୋଲିବ ମେଡିକାଲ କଲେଜ

Anupambharat News Bureau | ଓଡ଼ିଶା | | 2348 | Read...

ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହାର ହ ୍ରାସ ପାଉଥିବା ବେଳେ ବନ୍ଦ ଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିନେଇ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ



ନୂଆ ଶିକ୍ଷା ନୀତିରେ ଗବେଷଣା : ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି

Anupambharat News Bureau | ଓଡ଼ିଶା | | 2347 | Read...

ନୂଆ ଶିକ୍ଷା ନୀତିରେ ଗବେଷଣା :  ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି

ନୂଆଦିଲ୍ଲୀ, ୨୬ା୭: ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନଆରଏଫ) ଗଠନ କରିବା ସହ ଆଗାମୀ ୫




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page