ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

February 20, 2020, ଓଡ଼ିଶା, , Anupambharat News Bureau


ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି
Anupambharat News Bureau
February 20, 2020

ଭୁବନେଶ୍ୱର,୨୦ ।୨ (ଅନୁପମ ମିଡିଆ): ଭୁବନେଶ୍ୱର ପଟିଆ ସ୍ଥିତ ବିଗ ବଜାର ମଲକୁ ସିଲ୍‌ ହୋଇଛି । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପିଙ୍ଗ ମଲକୁ ସିଲ୍‌ କରାଯାଇଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ଏହି ମଲ୍‌ଟିକୁ ବନ୍ଦ କରାଯାଇଥିବା ଭୁବନେଶ୍ୱର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମୁଖ୍ୟତଃ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମସି ଏବେ ଅଣ୍ଟା ଭିଡ଼ିଛି ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଭୀଷଣ ଟ୍ରାଫିକ ଜାମ ଲାଗିରହେ । ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ ଯାଞ୍ଚ କରିବାକୁ ସ୍କ୍ୱାର୍ଡ ଗଠନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ନିର୍ଦ୍ଦେଶ ଦେଇ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମହାଶିବରାତ୍ରୀ,   ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

ଆଜି ମହାଶିବରାତ୍ରୀ, ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

Read More...

ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page