ରୋଗୀଙ୍କୁ ଘୃଣା କର;ୁ ନାହିଁ

April 01, 2020, ଓଡ଼ିଶା, , Anupambharat News Bureau


  ରୋଗୀଙ୍କୁ ଘୃଣା କର;ୁ ନାହିଁ
Anupambharat News Bureau
April 01, 2020

କରୋନାରେ ଆକ୍ରାନ୍ତ ରୋଗୀ ନୁହେଁ ରୋଗର ମୁକାବିଲା କରିବା । ରୋଗୀକୁ ଘୃଣା ବା ଲାଞ୍ଛନା ପ୍ରଦର୍ଶନ କରିବା ନାହିଁ କିମ୍ବା ସେମାନଙ୍କ ପରିବାର ପ୍ରତି ନିନ୍ଦା ଅପବାଦ ଦେବା ନାହିଁ । ଏପରି କଲେ ସନ୍ଦିଗ› ମାନେ ସେମାନଙ୍କ ରୋଗ ଲୁଚାଇବେ ଏବଂ ପରବର୍ତୀ ସମୟରେ ସେମାନେ ସୁପର ସ୍ପ୍ରେଡର ହୋଇ ରୋଗକୁ ବଢାଇବେ । ଯେଉଁମାନେ ନିନ୍ଦା ଅପବାଦ ଦେଉଥିବେ ସେମାନେ ପ୍ରଥମେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ସେମାନଙ୍କୁ ସାହାଯ୍ୟ ଓ ସମବେଦନା ଜଣାଇବାକୁ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।
ସେ କହିଛନ୍ତି ଯେ କରୋନା ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରେ । ରୋଗ ଦେଶ , ଜାତି ଧର୍ମ ବା ବର୍ଣ୍ଣ ଦେଖେନାହିଁ । ବ୍ରିଟେନ୍‌ ର ରାଜକୁମାର ପ୍ରିନ୍ସ ଚାର୍ଲସ୍‌ , ସ୍ପେନ୍‌ର ରାଜକୁମାରୀ ମାରିଆ ତେରେଶା , ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ,କାନାଡା ପ୍ରଧାନମନ୍ତ୍ରୀଙ୍କ ଜଷ୍ଟିନ୍‌ ଟ୍ରୁଡୁଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

Read More...

ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page