ଓଡ଼ିିଶାରେ ମୃତୁ୍ୟହାର ସର୍ବନିମ୍ନ

May 18, 2020, ଓଡ଼ିଶା, , Anupambharat News Bureau


ଓଡ଼ିିଶାରେ ମୃତୁ୍ୟହାର ସର୍ବନିମ୍ନ
Anupambharat News Bureau
May 18, 2020

ଭୁବନେଶ୍ୱର, ୧୮ା୫(ଅନୁପମମିଡ଼ିଆ): କରୋନା ମୁକାବିଲାରେ ଓଡ଼ିଶାର ପ୍ରଦର୍ଶନ ଉତ୍ସାହଜନକ । କରୋନା ଜନିତ ମୃତୁ୍ୟହାରରେ ଓଡ଼ିଶା ସର୍ବନିମ୍ନ । ଭାରତରେ କରୋନା ଜନିତ ମୃତୁ୍ୟ ହାର ୩.୧୫% ରହିଥିବା ବେଳେ ଓଡ଼ିଶାରେ ଏହି ହାର ମାତ୍ର ୦.୪୬% ରହିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ୮୭୬ ପଜିଟିଭରୁ ୨୭୭ ଜଣ ସୁସ୍ଥ ହେଲେଣି । ମୋଟ ୮୭୬ ମାମଲା ମଧ୍ୟରୁ ୭୫୪ ପଜିଟିଭ୍‌ କ ୍ୱାରେଣ୍ଟାଇନ ସେଣ୍ଟରରୁ ମିଳିଛନ୍ତି । ଭୁବନେଶ୍ୱର ଆଜି କରୋନା ମୁକ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଏଯାବତ ଓଡ଼ିଶାକୁ ୧ ଲକ୍ଷ ୭୬ ହଜାର ୩୦୧ ଜଣ ପ୍ରବାସୀ ଆସିଲେଣି । ଟ୍ରେନରେ ୮୦ ହଜାର ଓ ବସରେ ୭୨ ହଜାର ଲୋକ ଆସିଲେଣି ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍‌ ଡାଉନ୍‌ ୪.୦ରେ କୋହଳ ହେବ କଟକଣା ଜୋନ୍‌ ଚିହ୍ନଟ କରିବେ ସ୍ଥାନୀୟ ଅଧିକାରୀ

ଲକ୍‌ ଡାଉନ୍‌ ୪.୦ରେ କୋହଳ ହେବ କଟକଣା ଜୋନ୍‌ ଚିହ୍ନଟ କରିବେ ସ୍ଥାନୀୟ ଅଧିକାରୀ

Read More...

ପୁଣି ୬୮ ପଜିଟିଭ୍‌ ଚିହ୍ନଟ

ପୁଣି ୬୮ ପଜିଟିଭ୍‌ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page