ଆସନ୍ତା ବିତ୍ତୀୟରେ ଅର୍ଥନୈତିକ ଅଭିବୃଦ୍ଧି ୬% ରହିବ :ନୀତି ଆୟୋଗ

July 25, 2020, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଆସନ୍ତା ବିତ୍ତୀୟରେ ଅର୍ଥନୈତିକ ଅଭିବୃଦ୍ଧି ୬% ରହିବ :ନୀତି ଆୟୋଗ
Anupambharat News Bureau
July 25, 2020

ନୂଆଦିଲ୍ଲୀ:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଆସନ୍ତା ବିତ୍ତୀୟରେ ୬% ରହିବ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରକାଶ କରିଛନ୍ତି । ଦେଶର ଅର୍ଥନୀତି ଯେଭଳି ଭାବେ ହ୍ରାସ ହୋଇଛି,ସେଥିରେ ସୁଧାର ଆସିବ ବୋଲି କହିଛନ୍ତି । ବହୁରାଷ୍ଟ୍ରୀୟ ଉଦ୍ୟୋଗରେ ଏହାର ସ୍ଥିତିରେ ଉନ୍ନତି ହେବ । ୧୫-୧୬ଟି ଉଦ୍ୟୋଗରେ ବ୍ୟବସାୟ କୋଭିଡ୍‌ ସ୍ଥିତିରେ ଅଧିକ ପ୍ରଭାବ ପକାଇଛି । କୁମାର ଆହୁରୀ କହିଛନ୍ତି ଯେ, କୋଭିଡ୍‌-୧୯ରେ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ସହ ସ୍ୱାଭାବିକ ସ୍ଥିତିରେ ତ୍ରେୟମାସିକ ରହିବ ।
ଚତୁର୍ଥ ତ୍ରେୟମାସିକ ବେଳକ ଅର୍ଥନୈତିକ ସମ୍ପୂର୍ଣ୍ଣ ଭାବରେ ସକରାତ୍ମକ ସ୍ଥିତିରେ ରହିବ ବୋଲି ଜଣାଯାଇଛି । ଆସନ୍ତା ବିତ୍ତୀୟରେ ୬% ରହିବ ବୋଲି ଟ୍ୱିଟ୍‌ ଯୋଗ କହିଛନ୍ତି । କେତେକ ଅର୍ଥନୈତି, ବ୍ରେକେରେଜ୍‌ ଏବଂ ମଲ୍‌ଟିଲେଟରାଲ୍‌ ଏଜେନ୍ସି ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି । କୋଭିଡ୍‌-୧୯ ଯୋଗୁଁ ଏହାର ସ୍ଥିତି ଦେଖାଦେଇଛି । ନୀତି ଆୟୋଗ ଉପାଧ୍ୟକ୍ଷ ବହୁରାଷ୍ଟ୍ରୀୟ ଉଦ୍ୟୋଗରେ ଉନ୍ନତି ଆସିବ ବୋଲି କୁହାଯାଇଛି । କୁମାର ଦେଶର କୋଭିଡ୍‌-୧୯ ଯୋଗୁଁ ଅର୍ଥନୈତିକ ସ୍ଥିତିରେ ଅସ୍ଥିରତା ଦେଖାଦେଇଛି, ସେଥିରେ ଗତ ବିତ୍ତୀୟ ୨୦୧୯-୨୦ ରହିଥିବା ଜଣାଯାଇଛି । ଅର୍ଥନୀତି ଚତୁର୍ଥ ତ୍ରେୟମାସିକ ୨୦୧୯-୨୦ ସର୍ବନିମ୍ନ ୪.୫ ପ୍ରତିଶତ ବୃଦ୍ଧି ହେବା ସହ କୋଭିଡ୍‌-୧୯ ଗୁରୁତ୍ୱପୂର୍ଣ୍ଣ ଭାବରେ ନକରାତ୍ମକ ପ୍ରଭାବ ପ୍ରଥମ ତ୍ରେୟମାସିକ ରହିଛି । ଅର୍ଥମନ୍ତ୍ରୀ କୁମାର କହିବାନୁ ସାରେ ସରକାର ଚାହିଦା ବୃଦ୍ଧି ଦୃଷ୍ଟି ଦେଉଛନ୍ତି । ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସରକାର ପୁଣି ଗୋଟିଏ ଥର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସରକାର ନିବେଶକ ସମୀକ୍ଷା କରିବା ଏହାର ବୃଦ୍ଧି ଦିଗରେ ଦୃଷ୍ଟି ଦେବା କୁହାଯାଇଛି । କୁମାର କହିଛନ୍ତି ଯେ, ବିମୁଦ୍ରୀକର ଅଫ୍‌ ପବ୍ଳିକ୍‌ ଉଦ୍ୟୋଗ ଆଣ୍ଡରଟେଡିଂ ସର୍ବାଧିକ ପରିମାଣ ବ୍ୟବହାର ହୋଇଛି । ସରକାର ବିଶେଷ କରି ଇକୁ୍ୟଟି ଓ ବେସରକାରୀ ପ୍ଳେୟାର୍‌ ପ୍ରକଳ୍ପ ପବ୍ଳିକ୍‌ ପ୍ରାଇଭେଟ୍‌ ପାର୍ଟନରସିପ୍‌ ମୋଡ୍‌ ରହିଛି । କୁମାର କହିବାନୁସାରେ ମୋବିଲାଇଜ୍‌ ଅର୍ନ୍ତଜାତୀୟ ଏଜେନ୍ସି ଇଣ୍ଟରନାଲ୍‌ ସ୍ଥିତି ଟିକସ୍‌ ଆଦାୟ ପ୍ରଭାବ ପଡିଛି । ସେ କହିଛନ୍ତି ଯେ, ଆର୍‌ବିଆଇ ଲିକୁ୍ୟଡିଟି ଓ ନିୟାମକ ସହାୟକ ବ୍ୟାଙ୍କ୍‌ ଓ ଅନ୍ୟ ଆର୍ଥିକ ଇନ୍‌ଷ୍ଟିଚୁ୍ୟନ୍ସ ରହିଛି । ବେସରକାରୀ ଉଦ୍ୟୋଗରେ କେବଳ ସମସ୍ୟା ଚାହିଦା କେବଳ । ଏହାର ସଂପ୍ରସାରଣ କ୍ଷମତା ଉପରେ କୁମାର ଗୁରୁତ୍ୱଦେବା ଉପରେ ଧ୍ୟାନ ଦେଇଛନ୍ତି । କୋଭିଡ୍‌-୧୯ରେ ଦେଶରେ ଯେଉଁ ଚାଲେଞ୍ଜ ଦେଖାଦେଇଛି, ସେଥିରେ କୁମାର ଦେଶରେ ଡିଜାଇନ୍‌ ଓ କାର୍ଯ୍ୟକାରୀ ଆବଶ୍ୟକ ଢ଼ାଞ୍ଚାରେ ସଂସ୍କାରମୂଳକ ପଦକ୍ଷେପ ସାଫ୍‌ ରହିଛି । ଅଥବା ଦେଶରେ ଯେଉଁ ସ୍ତରରେ ବିଶ୍ୱରେ ପୁଣିଥରେ ଡିଜାଇନ୍‌ ଗ୍ଳୋବାଲ୍‌ ଇନ୍‌ଷ୍ଟିଚୁ୍ୟନ୍ସ ଏବଂ ନିୟାମକ ରହିଥିବା ଜଣାଯାଇଛି । କୁମାର ଆହୁରୀ କହିଛନ୍ତି ଯେ, ପେର୍ଟବୁଲ୍‌ ସ୍ୱାସ୍ଥ୍ୟକାର୍ଡ ଅଧିକ ଗୁରୁତ୍ୱ ଦିଆଯିବା ସହ ନୀତି ଆୟୋଗ ଏଥିରେ କାର୍ଯ୍ୟ କରୁଛି । ୧୫ବର୍ଷ ସକାଶେ ଭିଜନ୍‌ ଡକୁ୍ୟମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଟା ଲୋକଙ୍କୁ କରୋନା ବିପଦ ବେଶୀ

ମୋଟା ଲୋକଙ୍କୁ କରୋନା ବିପଦ ବେଶୀ

Read More...

ଚେଙ୍କରୁ ଦେଢ ବର୍ଷର ଶିଶୁ ମୃତ

ଚେଙ୍କରୁ ଦେଢ ବର୍ଷର ଶିଶୁ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page