ଆର୍‌ବିଆଇ ମୁଦ୍ରାନୀତି : ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିର୍ତ

August 06, 2020, ଦେଶ, , Anupambharat News Bureau


ଆର୍‌ବିଆଇ ମୁଦ୍ରାନୀତି : ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିର୍ତ
Anupambharat News Bureau
August 06, 2020

ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିତ ରଖିଛନ୍ତି । ନିକଟରେ ଗ୍ରାହକ ମୁଦ୍ରାସ୍ପୀତି ଷ୍ଟକ୍‌ ଉତ୍ସାହଜନକ ବୃଦ୍ଧି ହୋଇଛି । ଖୁଚୁରା ମୂଲ୍ୟ ମଧ୍ୟମଧରଣ ଟାର୍ଗେଟ୍‌ ଅଗ୍ରଗତି ହୋଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିବାନୁସାରେ ଆର୍‌ବିଆଇ ମୁଦ୍ରାନୀତି କମିଟି ସର୍ବସମତି କ୍ରମେ ପ୍ରମୁଖ ସୁଧହାର ଅପରିବର୍ତ୍ତିତ ହେବା ସହ ପରିଚାଳନା ଦୀର୍ଘମିଆଦୀ ଆବଶ୍ୟକତା ଅଭିବୃଦ୍ଧି ଓ କୋଭିଡ୍‌-୧୯ ପ୍ରଭାବ ପଡିଛି । ମୁଦ୍ରାସ୍ପୀତି ଟାର୍ଗେଟ୍‌ ମୁତାବକ ଅଗ୍ରଗତି ହୋଇଛି ।
ଆର୍‌ବିଆଇ ମୁଦ୍ରାନୀତିର ୧୦ଟି ପ୍ରମୁଖ ସ୍ଥିତି ଉପରେ ନିମ୍ନରେ ଉଲ୍ଲେଖ ହୋଇଛି । ପ୍ରଥମତଃ ପ୍ରମୁଖ ସୁଧହାର ମୂଲ୍ୟ ମଧ୍ୟରେ ରେପୋ ରେଟ୍‌ ମଧ୍ୟରେ ଆର୍‌ବିଆଇ ଋଣ ସ୍ୱଳ୍ପ ମିଆଦୀ ପାଣ୍ଠି ରୁ ବ୍ୟବସାୟୀକରଣ ବ୍ୟାଙ୍କ୍‌ ରହିଛି । ୪.୦ପ୍ରତିଶତ ଓ ରିଜର୍ଭ ରେପୋ ରେଟ୍‌ ରହିଛି । ଆର୍‌ବିଆଇ ମୂଲ୍ୟରେ ୩.୩୫ ପ୍ରତିଶତ ରହିଥିବା ଜଣାପଡିଛି । ଦ୍ୱିତୀୟତଃ ସୁଧହାରରେ ମିଶି୍ରତ ଆକଳନ ଦୁଇ-ତୃତୀୟାଅଂଶ ବିଶ୍ଲେଷଣରେ ଆକଳନ ୨୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ ହୋଇଛି । ତୃତୀୟତଃ ଆର୍‌ବିଆଇ ଗଭର୍ଣ୍ଣର କହିବାନୁସାରେ କୋଭିଡ୍‌-୧୯ ମୁକାବିଲାରେ ବର୍ତ୍ତମାନ ସାରା ବିଶ୍ୱ ଊଦ୍ୟମ କରିଛି । ଦ୍ୱିତୀୟ େୱଭ୍‌ ସ୍ୱରୁପ ସତର୍କତାମୂଳକ ହୋଇଛି । ନିୟନ୍ତ୍ରଣ କର୍ତ୍ତୁପକ୍ଷ ପ୍ରତିକି୍ରୟା ସ୍ୱରୁପ ଡାଏନୋମିକ୍‌,ପ୍ରୋ-ଏକଫିଭ୍‌ ଓ ବାଲାନ୍ସ ଏବଂ ଆର୍‌ବିଆଇ ସତର୍କତା ଅବଲମ୍ବନ କରିବା ସହ ଆବଶ୍ୟକୀୟ ଅର୍ଥନୈତିକ ସମୀକ୍ଷା ତଥା ଆର୍ଥିକ ସ୍ଥିରତା ପରିଚାଳନା ଦିଗରେ କାର୍ଯ୍ୟ କରିଥାଏ । ଚତୁର୍ଥତଃ ଦେଶରେ ଜିଡିପି ଆକଳନ ଅନୁସାରେ ସ୍ଥିରତା ରହିନାହିଁ । ଉଭୟ ପ୍ରଥମାର୍ଦ୍ଧ ଓ ଆର୍ଥିକ ବର୍ଷ ୨୦୨୦-୨୧ରେ ଆର୍‌ବିଆଇ ଗଭର୍ଣ୍ଣର ଅନ୍‌ଲାଇନ୍‌ ମାଧ୍ୟମରେ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ । ପଞ୍ଚମତଃ ଅର୍ଥନୈତିକ ସ୍ଥିତି ଦେଶର ସୁଧାର ଆଣିବା ଦିଗରେ ଏପି୍ରଲ୍‌-ମଇରେ ବିଶେଷ ହ୍ରାସ ହୋଇଛି । କିନ୍ତୁ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ରୋକିବା ଦିଗରେ ଲକ୍‌ଡାଉନ୍‌ ଦେଶର ବିଭିନ୍ନ ସିଟି ଓ ରାଜ୍ୟ ଗୁଡିକରେ ଲାଗୁ କରାଯାଇଛି । ବିଶ୍ୱ ଅର୍ଥନୀତି ସ୍ଥିତି ଉତ୍ସାହଜନକ ରହିନାହିଁ ଆର୍‌ବିଆଇ ମୁଖ୍ୟ ପ୍ରକାଶ କରିଥିଲେ । ଷଷ୍ଠତଃ ଉତ୍ପାଦନ କମ୍ପାନୀ ଗୁଡିକ ଆକଳନ ଅନୁସାରେ ଦେଶର ଉନ୍ନତି ଦିଗରେ ସେପେଫମ୍ବର ତ୍ରେୟମାସିକ ରେ ଉନ୍ନତି ପ୍ରଥମ ତ୍ରେୟମାସିକରେ ଆସନ୍ତା ଆର୍ଥିକ ବର୍ଷରେ ଅତିରିକ୍ତ ଚାହିଦା ଆକଳନ ରହିଛି । ସପ୍ତମତ ଃ ଆର୍‌ବିଆଇ ଗଭର୍ଣ୍ଣର ଘୋଷଣାରେ ଅତିରିକ୍ତ ସ୍ୱତନ୍ତ୍ର ସୁବିଧା ୧୦ହଜାର କୋଟି ମଧ୍ୟରେ ୫୦୦୦ କୋଟି କେବଳ ନ୍ୟାଶନାଲ୍‌ ହାଉସିଂ ବ୍ୟାଙ୍କ୍‌ ସହାୟକ ହାଉସିଂ ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗରେ ଲିକୁ୍ୟଡିଟି ରହିଛି । ଅଷ୍ଟମତଃ ଫ୍ରେମ୍‌ୱାର୍କ ଯେଉଁ ସ୍ୱାସ୍ଥ୍ୟକ୍ଷେତ୍ରରେ ସମସ୍ୟା କ୍ଷୁଦ୍ର ବ୍ୟବସାୟରେ ହୋଇଛି । ସେଗୁଡିକକୁ ଅଧିକ ସହାୟତା ସର୍ବାଧିକ ପରିମାଣରେ ସଂସ୍ଥା ଗୁଡିକ ଆଗେଇ ଆସିବା ଉଚିତ ବୋଲି ଦାସ କହିବା ସହ ଆର୍‌ବିଆଇ ଏମ୍‌ଏସ୍‌ଏମ୍‌ଇ ଯୋଗ୍ୟତା ହୋଇଥିବା ଋଣଗ୍ରହଣ କରିଥିବା ଆକାଉଣ୍ଟରେ ପର୍ଯ୍ୟାୟ କ୍ରମେ ‘ଷ୍ଟାଣ୍ଡାଡ୍‌’ ମାର୍ଚ୍ଚ ୧,୨୦୨୦ ହୋଇଛି । ଏହାର ପର୍ଯ୍ୟାୟ କ୍ରମେ ଷ୍ଟାଣ୍ଡାଡ୍‌ ମାର୍ଚ୍ଚ ୩୧,୨୦୨୦ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ । ନବମତଃ ଦାସ୍‌ ଆହୁରୀ କହିଥିଲେ ଯେ, ମୁଦ୍ରାନୀତି କମିଟି ଆକଳନ ମୁଦ୍ରାସ୍ପୀତି ପରିବର୍ତ୍ତନରେ ସ୍ତରରେ ଜୁଲାଇ-ସେପେଫମ୍ବର ପର୍ଯ୍ୟାୟର ଦ୍ୱିତୀୟାର୍ଦ୍ଧ ଚଳିତ ଆର୍ଥିକ ବର୍ଷ ସୁହାଇଲା ଭଳ ପ୍ରଭାବ ରହିଛି । ମୁଦ୍ରାନୀତି କମିଟିରେ କୋଭିଡ୍‌-୧୯ ସମ୍ପର୍କିତ ମଧ୍ୟରେ କୋଭିଡ୍‌-୧୯ ସହିତ କାର୍ଯ୍ୟକାରୀ ଉଭୟ ଖାଦ୍ୟ ଓ ଅଣ ଖାଦ୍ୟ ମୁଲ୍ୟ ରହିଛି । ଦଶମତ ଃ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ସମ୍ପୂର୍ଣ୍ଣ ଭାବେ ରେପୋ ରେଟ୍‌ ହ୍ରାସ ସମୁଦାୟ ୧୧୫ ବେସିସ୍‌ ପଏଣ୍ଟ ଫେବୃୟାରୀ ହୋଇଛି । ୧୩୫ ବେସିସ୍‌ ପଏଣ୍ଟ ସହଜ ସାଇକେଲ୍‌ ଗତବର୍ଷ ୬.୫୦ ପ୍ରତିଶତ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ୍‌ ଆପ୍‌ ପ୍ରତିବନ୍ଧକ ମଧ୍ୟରେ ଜିଓମି ଓ ବାଇଡୁ ସାମିଲ୍‌

ଚୀନ୍‌ ଆପ୍‌ ପ୍ରତିବନ୍ଧକ ମଧ୍ୟରେ ଜିଓମି ଓ ବାଇଡୁ ସାମିଲ୍‌

Read More...

ଖୋର୍ଦ୍ଧା ଏସପିଙ୍କୁ କରୋନା

ଖୋର୍ଦ୍ଧା ଏସପିଙ୍କୁ କରୋନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page