ସୁନା ଓ ରୁପା ମୂଲ୍ୟରେ ହ୍ରାସ

August 22, 2020, ଶିଳ୍ପ ବାଣିଜ୍ୟ, , Anupambharat News Bureau


ସୁନା ଓ ରୁପା ମୂଲ୍ୟରେ ହ୍ରାସ
Anupambharat News Bureau
August 22, 2020

ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି । ସୁନା ମୂଲ୍ୟରେ ୧୦ଗ୍ରାମ ପିଛା ୪ହଜାର ହ୍ରାସ ଚଳିତ ମାସରେ ହୋଇଛି । ସୁନା ଓ ରୁପା ମୂଲ୍ୟ ଭାରତୀୟ ବଜାରରେ ସପ୍ତାହିକରେ ହ୍ରାସ ଘଟିଛି । ଏମ୍‌ସିଏକ୍ସ ଅକେଫାବର ସୁନା ୦.୩% ହ୍ରାସ ହୋଇ ୧୦ଗ୍ରାମ ପିଛା ୫୨,୦୦୧ ଟଙ୍କା ରହିଛି ।
ସେପେଫମ୍ବରରେ ରୁପା ୧% ହ୍ରାସ ହୋଇ ୬୬,୯୫୪ କେଜି ପିଛା ରହିଥିବା ଜଣାଯାଇଛି । ସପ୍ତାହିକ ତୁଳନାରେ ସୁନା ଓ ରୁପା ମୂଲ୍ୟ ମଧ୍ୟମଧରଣ ରହିଛି । ଅଗଷ୍ଟ ୭ରେ ସୁନା ୫୬,୨୦୦ ଟଙ୍କା ରହିବାସହ କେବଳ ୪ ହଜାର ଟଙ୍କା ୧୦ଗ୍ରାମ ପିଛା କମ୍‌ ରହିଛି । ସପ୍ତାହିକ ମଧ୍ୟମଧରଣ ଏମ୍‌ସିଏକ୍ସ ସୁନା ପ୍ରମୁଖ କୌଣସି ପରିବର୍ତ୍ତନ ହୋଇନଥିଲା । ଆମେରିକା ବିତ୍ତୀୟ ଷ୍ଟିମୁଲସ୍‌ ପ୍ୟାକେଜ୍‌ ବିଶ୍ୱ ଅର୍ଥନୀତି ଆଉଟ୍‌ଲୁକ୍‌ ସୁଧାର ହେବା ସହ ୫୦ ହଜାର ରହିଥିବା ଇମ୍‌କାୟ ଗ୍ଳୋବାଲ୍‌ ଆର୍ଥିକ ସେବାର ମୁଖ୍ୟ ଗବେଷକ ରାହୁଲ ଗୁପ୍ତା କହିଥିଲେ । ବିଶ୍ୱ ବଜାରରେ ଉତ୍ସାହଜନକ ରହିବା ସହ ଆମେରିକା ବ୍ୟବସାୟ ପ୍ରକି୍ରୟାରେ ସୁନା ବିଶ୍ଲେଷଣ ଦୀର୍ଘମିଆଦୀ ସୁନା ମୂଲ୍ୟ ବୃଦ୍ଧି ହୋଇଛି । ସୁନା ୧,୯୪୨ ଡଲାର ଆୟୁ୍ୟନ୍ସ ହ୍ରାସ ହୋଇଛି । ଚଳିତ ସପ୍ତାହିକରେ ୨ ହଜାର ଡଲାର ରହିବା ସହ ବିଳମ୍ବରେ ପ୍ୟାକେଜ୍‌ ଚୁକ୍ତି ଆମେରିକା ଡଲାର ଓ ପ୍ରକୃତ ମୂଲ୍ୟ ରହିଥିଲା । ଶୁକ୍ରବାର ନାସ୍‌ଡାକ୍‌ ଓ ଏସ୍‌ଆଣ୍ଡ୍‌ପି ୫୦୦ ରେକର୍ଡ ମୂଲ୍ୟ ବୃଦ୍ଧି ହେବା ସହ ଡଲଶର ଆଠସପ୍ତାହରେ କମ୍‌ ହୋଇଛି । ଆମେରିକା ଡଲାର ତୁଳନାରେ ସୁନା ଅଧିକ ମହଙ୍ଗା ହୋଇଥିବା ଜଣାଯାଇଛି । ଇକୁ୍ୟଟି ବଜାରରେ ଉତ୍ସାହଜନକ ଓ ସକରାତ୍ମକ ତଥା କୋଭିଡ୍‌ ଟିକା ଉଚ୍ଚସ୍ତରୀୟ ଲାଭ ବୁକିଂ ସୁନାରେ ହୋଇଛି । ବିଶ୍ୱ ଅର୍ଥନୈତିକ ସୁଧାର ରେ ଷ୍ଟିମୁଲସ୍‌ ପ୍ରମୁଖ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଆମେରିକା ଡଲାର ରହିଥିବା ହାରିସ୍‌ ଭି ଜିଓଜିତ୍‌ ମୁଖ୍ୟ କୋମୋଡିଟି ଗବେଷକ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟୟେଟା ଆର୍ବାନ୍‌ କ୍ର୍ୟସେର୍‌ ବୁକିଂ ଆରମ୍ଭ

ଟୟେଟା ଆର୍ବାନ୍‌ କ୍ର୍ୟସେର୍‌ ବୁକିଂ ଆରମ୍ଭ

Read More...

କିଏ ଯାଣିଛି ଭାଇରସ୍‌ କେବେ ଯିବ ?

କିଏ ଯାଣିଛି ଭାଇରସ୍‌ କେବେ ଯିବ ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page