ଏକ୍ସପ୍ରେସେୱରେ ୨୫ଟି ଗାଡି ଦୁର୍ଘଟଣା, ଜଣଙ୍କର ମୃତୁ୍ୟ

January 16, 2021, ଦେଶ, , Anupambharat News Bureau


ଏକ୍ସପ୍ରେସେୱରେ ୨୫ଟି ଗାଡି ଦୁର୍ଘଟଣା, ଜଣଙ୍କର ମୃତୁ୍ୟ
Anupambharat News Bureau
January 16, 2021


ଦିଲ୍ଲୀ ଏନସିଆରରେ ଆଜି ସକାଳେ ଘନ କୁହୁଡି କାରଣରୁ ବଡ ଧରଣର ଦୁର୍ଘଟଣା ଘଟିଛି । କୁହୁଡି ପାଇଁ ଗାଜିଆବାଦରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସେୱରେ ୨୫ଟି ଗାଡି ପରସ୍ପର ସହିତ ମାଡ ହୋଇଯାଇଛି । ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ଭିତରେ ଛୋଟ ଏବଂ ବଡ ଗାଡି ରହିଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଯେ, ଆଜି ସକାଳେ ଦିଲ୍ଲୀ-ଏନସିଆରରେ ଘନ କୁହୁଡି ଦେଖିବାକୁ ମିଳିଛି । ଏହି କାରଣରୁ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସେୱରେ ଥିବା ଛୋଟ ଗାଡି ଗୁଡିକ ପରସ୍ପର ସହିତ ମାଡ ହୋଇଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ଓଡ଼ିଆ:  ଚଣ୍ଡି ପ୍ରସାଦ ସେନା ଉପମୁଖ୍ୟ

ପ୍ରଥମ ଓଡ଼ିଆ: ଚଣ୍ଡି ପ୍ରସାଦ ସେନା ଉପମୁଖ୍ୟ

Read More...

ନବୀନଙ୍କ ଲୋକପ୍ରିୟତା ବଢ଼ୁଛି

ନବୀନଙ୍କ ଲୋକପ୍ରିୟତା ବଢ଼ୁଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page