- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

February 08, 2021, ଦେଶ, , Anupambharat News Bureau


- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ
Anupambharat News Bureau
February 08, 2021

ନୂଆଦିଲ୍ଲୀ - ଦିଲ୍ଲୀ ଲାଲ୍‌ କିଲ୍ଲାରେ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ସୁଖଦେବ ସିଂହ ଗିରଫ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଚଣ୍ଡିଗଡ଼ରୁ ଗିରଫ କରିଛି। ସୁଖଦେବଙ୍କ ନାଁରେ ଥିଲା ୫୦ ହଜାର ଟଙ୍କା ପୁରସ୍କାର ଥିଲା ।


ରିପୋର୍ଟ ମୁତାବକ , ଲାଲ କିଲ୍ଲା ହିଂସାକାଣ୍ଡ ଘଟଣାରେ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଗତ ୧୦ ଦିନ ଧରି ଅଭିଯୁକ୍ତ ସୁଖଦେବ ସିଂହଙ୍କୁ ଟ୍ରେସିଂ କରିବା ଆରମ୍ଭ କରିଦେଇଥିଲେ । ଯେବେ ଚଣ୍ଡିଗଡ଼ରେ ଥିବାର ଖବର ପାଇଲେ ତୁରନ୍ତ ସେଠାରେ ପହଞ୍ଚି ପୁଲିସ୍ ଗିରଫ କରିଥିଲା ।


ସୁଖଦେବ ହରିଆଣାର କର୍ଣ୍ଣାଲରେ ରୁହନ୍ତି । ତାଙ୍କୁ ପୁଲିସ୍ ଚଣ୍ଡିଗଡ଼ର ସେନ୍ତେରା ମଲ୍‌ ନିକଟରେ ଥିବା ଇଣ୍ଡଷ୍ଟ୍ରିଆଲ ଏରିଆରୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ସାଧାରଣତନ୍ତ୍ର ହିଂସାକାଣ୍ଡ ଘଟଣାରେ ମୋଟ୍‌ ଗିରଫ ସଂଖ୍ୟା ୧୨୭ରେ ପହଞ୍ଚିଛି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ

ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ

Read More...

ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

ଆଜିଠୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page