ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ

May 21, 2019, ଓଡ଼ିଶା, , Anupambharat News Bureau


ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ
Anupambharat News Bureau
May 21, 2019

ଭାପୁର,୨୧ା୫(ଅନୁପମ ମିଡିଆ): ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଜଣେ ମାତ୍ର ଛାତ୍ରୀ ଓମ୍‌ ପ୍ରିୟା ସାହୁ ଏବର୍ଷମାଟ୍ରିକ୍‌ ପରିକ୍ଷାରେ ଏ-ଗ୍ରେଡରେ ପାସ୍‌ କରି ବ୍ଲକ୍‌ ପାଇଁ ସମ୍ମାନ ଆଣିଛନ୍ତି । ଭାପୁର ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠରଏହି ମେଧାବୀ ଛାତ୍ରୀ ଜଣଙ୍କ୫୪୭ ନମ୍ବର ରଖିଛନ୍ତି । ଯାହା ୯୧ % ମାର୍କ ଅଟେ । ଭାପୁର ଗ୍ରାମର ବିଶିଷ୍ଠ ବ୍ୟବସାୟୀ ସ୍ୱର୍ଗତ ବାଙ୍କ ସାହୁଙ୍କ ବଡ ପୁଅ, ପଦ୍ମନାଭ ସାହୁଙ୍କ ବଡ ଝିଅ ଓମ୍‌ ପ୍ରିୟା ଭବିଷ୍ୟତରେ ଡାକ୍ତର ହୋଇ ଜନ ସାଧାରଣଙ୍କ ସେବା କରିବା ଲକ୍ଷ ରଖିଛନ୍ତି । ଓମ୍‌ ପ୍ରିୟା ନିଜର ଏହି ସଫଳତା ପାଇଁ ମାତା ରୋଜାଲିନ୍‌ ସାହୁ ଓ ପିତା ପଦ୍ମନାଭଙ୍କ ସହ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଶିକ୍ଷକମାନଙ୍କ ଆଶିର୍ବାଦ ଯୋଗୁସମ୍ଭବ ହୋଇଛି ବୋଲି କହିଛନ୍ତି । ।ପୂର୍ବରୁ ସେ ପ୍ରାଥମିକ ଏମ୍‌.ଇ ସ୍କୁଲ ପରୀକ୍ଷା ଓ ବିଭିନ୍ନ ପ୍ରତିଯୋଗିତାରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଆସିଛନ୍ତି । ସେ ଦିନକୁ ୧୨ ରୁ ୧୫ ଘଂଟା ପରିଶ୍ରମ କରୁଥିଲେ ବୋଲି ସାକ୍ଷାତକାରରେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଦୂତିଙ୍କ ସମଲିଙ୍ଗୀ ବିବାହକୁ ନେଇ ସରସ୍ୱତୀଙ୍କ ଆଖିରେ ଆଖିଏ ଲୁହ

ଦୂତିଙ୍କ ସମଲିଙ୍ଗୀ ବିବାହକୁ ନେଇ ସରସ୍ୱତୀଙ୍କ ଆଖିରେ ଆଖିଏ ଲୁହ

Read More...

ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page