ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

February 19, 2021, ଓଡ଼ିଶା, , Anupambharat News Bureau


ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ
Anupambharat News Bureau
February 19, 2021


ଭୁବନେଶ୍ୱର, ୧୯ା୨(ଅନୁପମ ମିଡ଼ିଆ): ଚଳିତ ବର୍ଷ ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି । ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନଲାଇନରେ ମିଳିବ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଶିଷ ସିଂହ ଅବକାରୀ କମିଶନର

ଆଶିଷ ସିଂହ ଅବକାରୀ କମିଶନର

Read More...

କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା :  ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ  ଶିବରାନୀ

କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା : ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ ଶିବରାନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page