ନକଲି କରୋନା ଟୀକା ପ୍ରତି ସାବଧାନ

May 08, 2021, ଦେଶ, , Anupambharat News Bureau


ନକଲି କରୋନା ଟୀକା ପ୍ରତି ସାବଧାନ
Anupambharat News Bureau
May 08, 2021


ନୂଆଦିଲ୍ଲୀ: କରୋନା ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ରୋଗୀଙ୍କ ପାଇଁ ରେମେïସିର୍ଭି ଇଞ୍ଜେକ୍ସନ୍‌ ଅନଲାଇନ୍‌ ମାଧ୍ୟମରେ ଅର୍ଡର କରୁଛନ୍ତି ସଂପର୍କୀୟ । ଯଦି ଆପଣ କରୋନା ରୋଗୀଙ୍କ ପାଇଁ ଏହି ଇଞ୍ଜେକ୍ସନ୍‌ ଅର୍ଡର କରୁଛନ୍ତି ତେବେ ସାବଧାନର ସହିତ ଏହାକୁ ଅର୍ଡର ଦିଅ;ୁ ।
ବର୍ତ୍ତମାନ ସମୟରେ ବିକ୍ରି କରାଯାଉଥିବା ଏହି ଇଞ୍ଜେକ୍ସନ ନକଲି ମଧ୍ୟ ହୋଇପାରେ । ଏହାର କାରଣ ରେମେïସିଭିର ଇଞ୍ଜେକସନ୍‌ ସପ୍ଲାଇ କାମ ସମ୍ପୂର୍ଣ୍ଣ ରୁପେ ସରକାରଙ୍କ ହାତରେ ରହିଛି । ତେଣୁ ଅନ୍ଲାଇନ୍‌ରେ ମିଳୁଥିବା ଏବଂ ନିକଟ ବଜାରରେ ମିଳୁଥିବା ଏହି ଇଞ୍ଜେକ୍ସନ୍‌ ନକଲି ହେବାର ସମ୍ଭାବନା ରହିଛି ।
ସାଇବର ଏକ୍ସପର୍ଟଙ୍କ ମୁତାବକ, ସାରା ଦେଶରେ ରେମେïସିର୍ଭି ଇଞ୍ଜେକ୍ସନ, ଅକ୍ସିଜେନ୍‌ ସିଲିଣ୍ଡର, ଅକ୍ସିଜେନ୍‌ ଫ୍ଲୋମିଟର, ଅକ୍ସିମିଟର ଭଳି କରୋନା ରୋଗୀଙ୍କ ପାଇଁ ଜରୁରୀ ଉପକରଣ ଏବଂ ଫେଭି ଫ୍ଲୁ ଭଳି ଔଷଧ ନାମରେ ପ୍ରତ୍ୟେକ ଦିନ ୧୦ ହଜାର ଲୋକ ଠକାମିର ଶିକାର ହେଉଛନ୍ତି । ତେଣୁ ଏଥି ପ୍ରତି ସଜାଗ ରହି ଔଷଧ କିଣିବାକୁ ଲୋକଙ୍କୁ ସଚେତନ କରାଯାଉଛି । ତେବେ କରୋନା ଟୀକାର ନକଲି ନେଇ ଏବେ ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

Read More...

ମୁକ୍ତ ହେବେ କଏଦୀ

ମୁକ୍ତ ହେବେ କଏଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page