ପୋଖରୀରେ ବୁଡ଼ି ଛାତ୍ରୀର ମୃତୁ୍ୟ

May 24, 2019, ଓଡ଼ିଶା, , Anupambharat News Bureau


ପୋଖରୀରେ ବୁଡ଼ି  ଛାତ୍ରୀର ମୃତୁ୍ୟ
Anupambharat News Bureau
May 24, 2019

ନାଦାହାଣ୍ଡି, ୨୩ ।୫ ( ଅନୁପମ ମିଡ଼ିଆ): ଦହଣା ଗ୍ରାମର ଅସୁର ଜାନୀଙ୍କ ନାତୁଣୀ ସୂନ୍ଦର୍ଣ୍ଣ ଜାନି (୧୦) (ତାଙ୍କ ନାଁ ବୁଲି)ର ସକାଳ ପ୍ରାୟ ୧୧.୩୦ ମିନିଟ୍‌ ସମୟରେ ପୋଖରୀରେ ବୁଡ଼ି ମୃତୁ୍ୟ ଘଟିଛି । ବୁଲି ନିଜ ଆଇ ସହ ଦହଣା “ପୂର୍ଣ୍ଣବନ୍ଧ” ପୋଖରୀକୁ ଗାଧୋଇବାକୁ ଯାଇଥିଲା, ଗାଧୋଇବା ସମୟରେ ତା’ ପାଦ ଖସି ଯିବାରୁ ପୋଖରୀ ଭିତରକୁ ଚାଲିଯାଇଥିଲା । ପାଖରେ ଥିବା ଦମକଳ ବାହୀନୀ ଓ ନିକଟସ୍ଥ ଲୋକ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଜିଲ୍ଲା ଡ଼ାକ୍ତରଖାନା ନେବା ପରେ ଡ଼ାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିବା ସହ ଶବ ବ୍ୟବଛେଦ କରାଇବା ପରେ ତାଙ୍କ ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତ ବୁଲି ନିକଟରେ ଆଦର୍ଶ ବିଦ୍ୟାଳୟ ସରୁନୁତା ଠାରେ ନିଜର ନାମ ଲେଖାଇଥିଲୋ । ସେ ଷଷ୍ଠ ଶ୍ରେଣୀର ଛାତ୍ରୀ ଥିଲା । ତା’ର ମୃତୁ୍ୟ ଖବର ପ୍ରକାଶ ହେବା ପରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

Read More...

 କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page