JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

August 09, 2022, ଓଡ଼ିଶା, , Anupambharat News Bureau


JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି
Anupambharat News Bureau
August 09, 2022


ଭୁବନେଶ୍ବର: ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ । ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି । ଚଳିତବର୍ଷ ୪୪୦ ସହରର ୬୨୨ ସେଣ୍ଟରରେ ପରୀକ୍ଷା ହୋଇଥିଲା । ୧୩ଟି ଭାଷାରେ ୫ ଲକ୍ଷ ୪୦ ହଜାର ୨୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦେଶରେ ୧୭ ଟି ସହରରେ ପରୀକ୍ଷା ହୋଇଥିଲା ।
ଚଳିତବର୍ଷ ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି । ଆନ୍ଧ୍ର ପ୍ରଦେଶରୁ ୫, ତେଲେଙ୍ଗାନାର ୫, ରାଜସ୍ଥାନର ୪, ଉତ୍ତର ପ୍ରଦେଶର ୨, ଆସାମ, ବିହାର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଝାଡଖଣ୍ଡ, ହରିୟାଣା ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି ।
ରାଜ୍ୟଭିତ୍ତିକ ଟପ୍ପର ତାଲିକାରେ ଓଡ଼ିଶାର ସ୍ଥିତି ପାଢ଼ୀ ୨୭ ନମ୍ବରରେ ରହିଛନ୍ତି । ସ୍ଥିତି ୯୯.୯ ପ୍ରତିଶତ ସ୍କୋର କରିଛନ୍ତି । ସେପଟେ ଆଜି ଅପରାହ୍ନ ୪ଟାରୁ ଜେଇଇ ଆଡଭାନ୍ସ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ

ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ

Read More...

ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌

ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page