ଆରପାରିରେ ଭିରୁ ଦେବଗନ

May 28, 2019, ଦେଶ, , Anupambharat News Bureau


ଆରପାରିରେ ଭିରୁ ଦେବଗନ
Anupambharat News Bureau
May 28, 2019

ମୁମ୍ବାଇ: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି । ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା କୁହାଯାଉଛି । ବଲିଉଡ୍‌ ନାୟକ ଅଜୟ ଦେଗନଙ୍କ ପିତା ହେଉଛନ୍ତି ଭିରୁ ଦେବଗନଛ ବଲିଉଡର ପାଖାପାଖି ୮୦ ଟି ଫିଲ୍ମରେ ସେ ଆକ୍ସନ୍‌ କୋରିଓଗ୍ରାଫି କରିଛନ୍ତି । ଏହା ବ୍ୟତୀତ ୧୯୯୯ରେ ସେ ‘ହିନ୍ଦୁସ୍ତାନ କି କସମ’ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ସେ ‘ଆଜPା ଅର୍ଜୁନ’, ‘ବିଜୟ ପଥ’, ‘ଦିଲଜଲେ’, ‘ଏକ ହି ରାସ୍ତା’, ’ପ୍ରେମ ରୋଗ’ ଭଳି ଫିଲ୍ମରେ ଷ୍ଟଣ୍ଟ ସିନ୍‌ରେ କୋରିଓଗ୍ରାଫି କରିଥିଲେ । କୋରିଓଗ୍ରାଫି ବ୍ୟତିତ ସେ ଅଭିନୟ, ପ୍ରଯୋଜନା ଓ ସହ ନିର୍ଦ୍ଦେଶକ ଭାବେ ବି ବଲିଉଡେରେ କାମ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

Read More...

ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page