ଓଆରଏଚଡିସି ଦୁର୍ନୀତି : ବିନୋଦ କୁମାରଙ୍କୁ ତିନି ବର୍ଷ ଜେଲ୍‌

November 30, 2022, ଓଡ଼ିଶା, , Anupambharat News Bureau


 ଓଆରଏଚଡିସି ଦୁର୍ନୀତି  : ବିନୋଦ କୁମାରଙ୍କୁ ତିନି ବର୍ଷ ଜେଲ୍‌
Anupambharat News Bureau
November 30, 2022


ଭୁବନେଶ୍ୱର, ୩୦ ।୧୧ (ଅନୁପମ ମିଡିଆ): ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଋଣ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ପୁଣି ସଜା ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ଭିଜିଲାନ୍ସ କୋର୍ଟ ।
ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲଦଣ୍ଡ ମିଳିବ ।ଏହି ମାମଲାର ଶୁଣାଣି କରି ବୁଧବାର ଦିନ ଭିଜିଲାନ୍ସ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ, ପୂର୍ବତନ ଆଇଏଏସ୍‌ ତଥା ଓଆରଏଚ୍‌ ଡିସିର ତକିାଳୀନ ଏମ୍‌ଡି ବିନୋଦ କୁମାର, କଂପାନି ସଚିବ ସ୍ୱସ୍ତିରଂଜନ ମହାପାତ୍ର, ଜୁନିଅର ଲୋନ୍‌ ଅଫିସର ସତ୍ୟପ୍ରକାଶ ବେହେରା, ଆସିଷ୍ଟାଂଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ, ପରିଚାଳନା ନିର୍ଦ୍ଦେଶକ ଦେବଦତ ରାୟ ଓ ଭୂମିକା ବିଲïରସ୍‌ ପ୍ରାଇଭେଟ ଲିମିଟେଡର ଅଂଶୀଦାର ବିଭୂତି ଭୂଷଣ ସ୍ୱାଇଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶେଷ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌: ମିଶନ ଶକ୍ତି ପାଇଁ ଏକ କୋଟିର ରିଭଲ୍‌ଭିଂ ପାଣ୍ଠି  :ସବୁ ଜିଲ୍ଲାରେ ହେବ କ୍ଷୁଦ୍ର  ଶିଳ୍ପ ପାର୍କ

ଶେଷ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌: ମିଶନ ଶକ୍ତି ପାଇଁ ଏକ କୋଟିର ରିଭଲ୍‌ଭିଂ ପାଣ୍ଠି :ସବୁ ଜିଲ୍ଲାରେ ହେବ କ୍ଷୁଦ୍ର ଶିଳ୍ପ ପାର୍କ

Read More...

ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ବଢିଲା

ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ବଢିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page