ନିଆରା ଜନ୍ମଦିନ ପାଳନ

May 14, 2019, ଓଡ଼ିଶା, , Anupambharat News Bureau


 ନିଆରା ଜନ୍ମଦିନ ପାଳନ
Anupambharat News Bureau
May 14, 2019

ଉମରକୋଟ,୧୪ ।୫ (ଅନୁପମ ମିଡ଼ିଆ): ନିଆରା ଢ଼ଙ୍ଗରେ ପାଳନ କଲେ ଯୁବକ ଅନୁରାଗ ପଟ୍ଟନାୟକ । ଆଜି କାଲିର ଯୁବଗୋଷ୍ଠୀ ଜନ୍ମଦିନରେ ଭୋଜି ଭାତ ଆୟୋଜନ କରି କେକ୍‌ କାଟୁଥିବା ବେଳେ କିନ୍ତୁ ଅନୁରାଗ ପଟ୍ଟନାୟକ ତାଙ୍କ ଜନ୍ମଦିନରେ ଏକ ରକ୍ତଦାନ ଶିବିରର ଆୟୋଜନ କରି ନିଜେ ରକ୍ତଦାନ କରିବା ସହ ଲୋକଙ୍କୁ ରକ୍ତଦାନ ସମ୍ପର୍କରେ ବୁଝାଇବା ସହ ୫୪ ରକ୍ତ ୟୁନିଟ୍‌ ସଂଗ୍ରହ କରିବାରେ ସଫଳ ହେଲେ । ଏହି କାର୍ଯ୍ୟକ୍ରମରେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।
ନବରଙ୍ଗପୁର ରକ୍ତ ଭଣ୍ଡାରରେ ଚକିସିକ, କର୍ମଚାରୀ ଓ ଅନୁରାଗ ପଟ୍ଟନାୟକ ବନ୍ଧୁମାନେ ଆଦି ଉମରକୋଟର କୋଣ୍ଡାଗଁ ରୋଡ଼ସ୍ଥିତ କଲ୍ୟାଣ ମଣ୍‌ଡପରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଏଥରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଧର୍ମରାଜ ମାଝୀ ସମ୍ମାନିତ ଅତିଥିଭାବେ ଏସ୍‌ଡ଼ିପିଓ ହେମନ୍ତ କୁମାର ପାଢ଼ୀ, ସ୍ତ୍ରୀ ଓ ପ୍ରସ୍ତìତି ରୋଗ ବିଶେଷଜ୍ଞ ଡ଼ଃ ସୁନନ୍ତ ରାଉଳ, ଡ଼ଃ ସବ୍ୟସଚୀ ଦାସ, ଡ଼ଃ ଦେବବ୍ରତ ଡ଼ାକୁଆ ଭାବେ ଯୋଗ ଦେଇଥିଲେ । ଯୁବକଙ୍କ ଜନ୍ମଦିନରେ ରକ୍ତଦାନ ଶିବିା ଆୟୋଜନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅମିତ୍‌ ଶାହାଙ୍କୁ ଟାର୍ଗେଟ୍‌,  କୋଲକାତା ରୋଡ଼ସୋରେ ବିଜେପି-ଟିଏମ୍‌ସି ସଂଘର୍ଷ

ଅମିତ୍‌ ଶାହାଙ୍କୁ ଟାର୍ଗେଟ୍‌, କୋଲକାତା ରୋଡ଼ସୋରେ ବିଜେପି-ଟିଏମ୍‌ସି ସଂଘର୍ଷ

Read More...

ଶବ ନେବାକୁ ଆସିଲେନି ସମ୍ପର୍କୀୟ, ସତ୍କାର କଲା ପୋଲିସ

ଶବ ନେବାକୁ ଆସିଲେନି ସମ୍ପର୍କୀୟ, ସତ୍କାର କଲା ପୋଲିସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page