: District News


ସେପେଫମ୍ବର ପହିଲାରୁ ବିଧାନସଭା ମୌସୁମୀ ଅଧିବେଶନ

Anupambharat News Bureau | ଓଡ଼ିଶା | | 2406 | Read...

ସେପେଫମ୍ବର ପହିଲାରୁ  ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ଆସନ୍ତା ସେପେଫମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।



ସାଢ଼େ ତିନି କୋଟିଙ୍କୁ ମିଳିବ ସ୍ମାର୍ଟ ହେଲଥ୍‌ କାର୍ଡ: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2405 | Read...

ସାଢ଼େ ତିନି କୋଟିଙ୍କୁ ମିଳିବ ସ୍ମାର୍ଟ ହେଲଥ୍‌ କାର୍ଡ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୧୬ (ଅନୁପମ ମିଡ଼ିଆ): ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ପାଳିତ ହୋଇଯାଇଛି । କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ଅନୁଯାୟୀ ଅନୁ



ରାସ୍ତାରୁ ହଟିବ ପୁରୁଣା ଗାଡ଼ି

Anupambharat News Bureau | ଓଡ଼ିଶା | | 2404 | Read...

ରାସ୍ତାରୁ ହଟିବ ପୁରୁଣା ଗାଡ଼ି

ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ରାସ୍ତାରୁ ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ି ହଟିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ ଓଡ଼ିଶାରେ ପୁରୁଣା ଗାଡ଼ିର ଚିହ୍ନଟ ସରିଛି । ପରିବହନ ବ



ଆଫ୍‌ଗାନିସ୍ତାନକୁ ଫେରିଲା ତାଲିବାନ ଶାସନ

Anupambharat News Bureau | ବିଦେଶ | | 2403 | Read...

ଆଫ୍‌ଗାନିସ୍ତାନକୁ ଫେରିଲା ତାଲିବାନ ଶାସନ

ନୂଆଦିଲ୍ଲୀ,୧୬ା୮: ଅପ୍ରତ୍ୟାଶିତ ଭାବେ ଆଫଗାନିସ୍ତାନକୁ ତାଲିବାନ ଆତଙ୍କବାଦୀମାନେ ନିଜ ଦଖଲକୁ ନେଇଛନ୍ତି । ଫଳରେ ଦୀର୍ଘ ଦୁଇ ଦଶନ୍ଧୀ ପରେ ପୁଣି ଥରେ ଆଫଗାନିସ୍ତାନକୁ ତାଲିବାନ ଶାସନ ଫେରିଛି । ଅନ୍ୟପକ୍ଷେ ଜୀବନ ବଞ୍ଚାଇବ



ସାତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 2402 | Read...

ସାତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୪ା୮(ଅନୁପମ ମିଡ଼ିଆ): ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୂଚନା ଅନୁଯାୟୀ ଆସ



ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ: ଦ୍ୱିତୀୟ ଲହର ଯନ୍ତ୍ରଣାଦାୟକ

Anupambharat News Bureau | ଦେଶ | | 2401 | Read...

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ:  ଦ୍ୱିତୀୟ ଲହର ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ,୧୪ା୮: ସମଗ୍ର ଦେଶରେ କୋଭିଡ଼-୧୯ କରୋନା ଭୂତାଣୁ ଜନିତ ଯେଉଁ ମହାମାରୀ ଆତଙ୍କ ଖେଳାଇ ଚାଲିଛି ଏହାର ଦ୍ୱିତୀୟ ଲହର ବେଳେ ବହୁ ଲୋକଙ୍କ ଜୀବନ ଯାଇଥିବା ଯୋଗୁଁ ଏହି ପର୍ଯ୍ୟାୟଟି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ବୋଲି



କଳାରେ ପାସ୍‌ ହାର ୯୮.୫୮ %

Anupambharat News Bureau | ଓଡ଼ିଶା | | 2400 | Read...

କଳାରେ ପାସ୍‌ ହାର ୯୮.୫୮ %

ଭୁବନେଶ୍ୱର, ୧୪ା୮(ଅନୁପମ ମିଡ଼ିଆ): ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲଫ । ଶନିବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟ ଓ ଗ