ଅନୁପମ ଭାରତ ସମ୍ବାଦପତ୍ରର ନୂତନ ୱେବ୍ ପୋର୍ଟାଲ୍

January 17, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ଅନୁପମ ଭାରତ ସମ୍ବାଦପତ୍ରର ନୂତନ ୱେବ୍ ପୋର୍ଟାଲ୍
Anupambharat News Bureau
January 17, 2019

ଅନୁପମ ଭାରତର ନୂତନ ୱେବ୍ ପୋର୍ଟାଲ୍‌କୁ ଆପଣଙ୍କୁ ସ୍ବାଗତ ଜଣାଉଛୁ୤ ଆଗାମୀ ଦିନରେ ଆମର ଏହି ୟୁନିକୋଡ଼୍ ବ୍ୟବହାର କରାଯାଇ ନିର୍ମିତ ୱେବସାଇଟରେ ଆପଣ ଆମର ଦୈନିକ ଖବର ସମେତ ବିଭିନ୍ନ ବିଭାଗର ସମ୍ବାଦ ଏବଂ ଆଲେଖ୍ୟ ପଢ଼ିବାର ସୁଯୋଗ ପାଇବେ୤
ନୂତନ ଜ୍ଞାନ କୌଶଳରେ ନିର୍ମିତ ଏହି ୱେବ୍ ପୋର୍ଟାଲ ଆପଣଙ୍କ କମ୍ପ୍ୟୁଟର ଏବଂ ମୋବାଇଲ ଉପଯୋଗୀ କରାଯାଉଛି୤ ଏବଂ ଏହାର ଏକ ଆଣ୍ଡ୍ରଏଡ୍ ଆପ୍ ଖୁବ୍ ଶୀଘ୍ର ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଯିବାର ଯୋଜନା କରାଯାଉଛି୤
ଆପଣଙ୍କ ଦିନଟି ଶୁଭ ଓ ମଙ୍ଗଳମୟ ହେଉ୤
ଧନ୍ୟବାଦ


ସମ୍ପାଦକ,
ଅନୁପମ ଭାରତ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମହିଳାଙ୍କୁ ହତ୍ୟା, ଟଙ୍କା-ସୁନା ନେଇ ଚମ୍ପଟ୍‌

ମହିଳାଙ୍କୁ ହତ୍ୟା, ଟଙ୍କା-ସୁନା ନେଇ ଚମ୍ପଟ୍‌

Read More...

ଆପଣ ଶେଷ ପୋଷ୍ଟ ଦେଖୁଛନ୍ତି ୤
ଏହା ପରେ ଆଉ କୌଣସି ପୋଷ୍ଟ ନାହିଁ୤!

ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page