ମୁମ୍ବାଇରୁ ଆସିଲା ଟେଷ୍ଟ କିଟ୍‌

April 10, 2020, ଓଡ଼ିଶା, , Anupambharat News Bureau


ମୁମ୍ବାଇରୁ  ଆସିଲା ଟେଷ୍ଟ କିଟ୍‌
Anupambharat News Bureau
April 10, 2020

ଭୁବନେଶ୍ୱର, ୧୦ ।୪(ଅନୁପମମିଡ଼ିଆ): କୋବିଡ-୧୯ର ମୁକାବିଲା ପାଇଁ ୪୦୦୦ ଟେଷ୍ଟ ପାଇଁ ଟେଷ୍ଟ କିଟ ଓ ଅନ୍ୟାନ୍ୟ ସାମଗ୍ରୀ ମୁମ୍ବାଇରୁ ଅଣା ଯାଇଛି । ମୁମ୍ବାଇରୁ ସ୍ପେଶାଲ ଏୟାର କାର୍ଗୋ ଜରିଆରେ ଏହା ଅଣା ଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଏହା ଦ୍ୱାରା କରୋନା ବିରୋଧୀ ଲଢେଇକୁ ସହାୟତା ମିଳିବ ବୋଲି ଏହି ଟ୍ୱିଟରେ ଉଲ୍ଲେଖ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଟିଏ ଦିନରେ ସୁସ୍ଥ ହେଲେ ୧୦

ଗୋଟିଏ ଦିନରେ ସୁସ୍ଥ ହେଲେ ୧୦

Read More...

ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ

ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page