ସୁସ୍ଥ ହୋଇ ଫେରିଲେ ଆଉ ତିନି

April 18, 2020, ଓଡ଼ିଶା, , Anupambharat News Bureau


 ସୁସ୍ଥ ହୋଇ  ଫେରିଲେ ଆଉ ତିନି
Anupambharat News Bureau
April 18, 2020

ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି । ଏଥିସହିତ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ର ସୁଦ୍ଧା ୮ ହଜାର ୬୧୯ ନମୁନା ପରୀକ୍ଷାର ରିପୋର୍ଟ ହସ୍ତଗତ ହୋଇଛି । ଏଥିରୁ ୬୧ଟି ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ହାର ୦.୭ ରହିଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଡାକ୍ତରଖାନାରୁ ଘରୁକୁ ଫେରିଛନ୍ତି ୨୪ ଜଣ । ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ବାକି ସକ୍ରିୟ ଥିବା ୩୬ ଜଣ କରୋନା ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲମାନଙ୍କରେ ଚିକିତ୍ସାଧୀନ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

Read More...

ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page