ଆଜିଠୁ ଚାଲିବ ମୋ ବସ୍‌

August 03, 2020, ଓଡ଼ିଶା, , Anupambharat News Bureau


ଆଜିଠୁ ଚାଲିବ ମୋ ବସ୍‌
Anupambharat News Bureau
August 03, 2020

ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ):ମଙ୍ଗଳବାରଠାରୁ ମୋ ବସ୍‌ ଚଳାଚଳ ଆରମ୍ଭ ହେବ । ମୋଟ ୮ ଟି ରୁଟ୍‌ ରେ ନନ୍‌ ଏସି ବସ୍‌ ଚାଲିବ । ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍‌ ସେବା ଚାଲୁ ରହିବ । ରୁଟ୍‌ ନଂ ୧୧, ୧୬ , ୧୮, ୨୦, ୨୩, ୨୫ ,୨୭ ଓ ୩୩ରେ ମୋ ବସ୍‌ ଚାଲିବ । ତେବେ ଅଗଷ୍ଟ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ମୋ ବସ୍‌ ଚାଲିବନାହିଁ । କ୍ୟାପିଟାଲ ରିଜନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୭ଠାରୁ ମୋ ବସ୍‌ ଚଳାଚଳ ବନ୍ଦ ରହିଥିଲା । ତେବେ କରୋନା ସଂକ୍ରମଣ ଭୟ ରହିଥିବାରୁ ବସ୍‌ ଚାଲିଲେ ମଧ୍ୟ ଯାତ୍ରୀ ଯାଉନଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ

ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ

Read More...

ରାଜ୍ୟରେ କରୋନା ମୃତ ଦୁଇ ଶହ ପାର

ରାଜ୍ୟରେ କରୋନା ମୃତ ଦୁଇ ଶହ ପାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page