କରୋନାରେ ସାଂସଦଙ୍କ ମୃତୁ୍ୟ

August 28, 2020, ଦେଶ, , Anupambharat News Bureau


କରୋନାରେ ସାଂସଦଙ୍କ ମୃତୁ୍ୟ
Anupambharat News Bureau
August 28, 2020

ତାମିଲନାଡ଼ୁର କନ୍ୟାକୁମାରୀ ସ୍ଥିତ ସଂସଦୀୟ ନିର୍ବାଚନ ମଣ୍ଡଳିର ଜଣେ କଂଗ୍ରେସ ସାଂସଦ ଏଚ୍‌ ବସନ୍ତ କୁମାର ଆଜି କରୋନା ରୋଗରେ ପ୍ରାଣ ହରାଇଥିବା ଘଟଣା ସମଗ୍ର ଦେଶରେ ଶୋକ ପରିବେଶ ସୃଷ୍ଟି କରିଛି । ସୂଚନା ଯେ, ୭୦ ବର୍ଷ ବୟସ୍କ ବସନ୍ତ କୁମାର ଚେନ୍ନାଇ ସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ । ତାହାଙ୍କ ନିମୋନିଆ ଗୁରୁତର ହେବାରୁ ଭେଣ୍ଟିଲେଟର୍‌ ମଧ୍ୟରେ ରଖାଯାଇଥିବା ବୋଲି ଡାକ୍ତରମାନେ କହିଛନ୍ତି । କରୋନା ରୋଗରେ ତାମିଲନାଡ଼ୁରୁ ସାଂସଦ ଭାବେ ପ୍ରଥମେ ସେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

Read More...

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ :  ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ : ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page