ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ

January 24, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ
Anupambharat News Bureau
January 24, 2021


ନୂଆଦିଲ୍ଲୀ: ସେଭିଂ ଆକାଉଣ୍ଟ ରଖିବାରେ ଅନେକଙ୍କୁ ବହୁ ଅସୁବିଧା ହୋଇଥାଏ । ବ୍ୟାଙ୍କରେ ସେଭିଂ ଖାତାକୁ ଆକଫିଭ ରଖିବା ପାଇଁ ହାରାହାରି ତ୍ରୈମାସିକ ସ;ୁଳନ ବଜାୟ ରଖିବାକୁ ପଡିବ । ଏହାଛଡା ଆୟକର ରିଟର୍ଣ୍ଣରେ ମଧ୍ୟ ସମସ୍ତଙ୍କର ସୂଚନା ଦେବାକୁ ପଡିଥାଏ । ଏଭଳି ଯଦି ଆପଣ ନିଜର କୌଣସି ବ୍ୟାଙ୍କ ଖାତାର ବ୍ୟବହାର କରନ୍ତି ନାହିଁ ତେବେ ତାକୁ ବନ୍ଦ କରିଦେବା ଖୁବ୍‌ ଭଲ ବିକଳ୍ପ ହେବ । ତେବେ ବ୍ୟାଙ୍କ ଖାତା ବନ୍ଦ କରିବା ପାଇଁ ଟ୍ୟାକ୍ସ ବି ଆଦାୟ କରନ୍ତି । ସରକାରୀ ଓ ଘରୋଇ ବ୍ୟାଙ୍କରେ ଏହାର ଅଲଗା ଅଲଗା ଟ୍ୟାକ୍ସ ରହିଛି । କିଛି ମାମଲାରେ ଖାତା ବନ୍ଦ କରିବା ନେଇ ଟ୍ୟାକ୍ସ ଦେବାରୁ ମଧ୍ୟ ବଞ୍ଚି ହେବ । କି;ୁ କାହାକୁ ବି ଖାତାକୁ ବନ୍ଦ କରିବା ପୂର୍ବରୁ କିଛି କଥାର ଧ୍ୟାନ ନିହାତି ରଖ;ୁ ।
ସେଭଳି ସେଭିଂ ଆକାଉଣ୍ଟ ବନ୍ଦ କରିବା ପୂର୍ବରୁ ଆପଣଙ୍କୁ ଏହା ଦେଖିବା ଜରୁରୀ ଅଟେ ଯେ, ଏହି ଖାତାରୁ କୌଣସି ନିବେଶ କିମ୍ବା ଟ୍ରେଡିଂ ଆକାଉଣ୍ଟର ଲିଙ୍କ ନାହିଁ । ସାଧାରଣ ଭାବରେ ବ୍ୟାଙ୍କ ଆକାଉଣ୍ଟରୁ ନିବେଶ ଇଏମଆଇ, କ୍ରେଡିଟ୍‌ କାର୍ଡ ଦେୟ ଏବଂ ବୀମା ସହିତ ଜଡିତ ଏକ ଦେୟ ଲିଙ୍କ ରହିଥାଏ । ଯଦି ଆପଣଙ୍କୁ ଏହି ବ୍ୟାଙ୍କ ଖାତାରୁ ଏଭଳି କୌଣସି ଦ୍ୱିତୀୟ ଆକାଉଣ୍ଟକୁ ଏଭଳି ପେମେଣ୍ଟ ସହିତ କରିଦିଅ;ୁ । ଖାତା ବନ୍ଦ କରିବା ସମୟରେ ଆପଣଙ୍କୁ ଡି-ଲିଙ୍କିଙ୍ଗ ଆକାଉଣ୍ଟ ଫର୍ମ ଭରିବାକୁ ହେବ ।
ବ୍ୟାଙ୍କ ଶାଖାରେ ଆକାଉଣ୍ଟ କ୍ଲୋଜର ଫର୍ମ ଉପଲବ୍ଧ ରହିଥାଏ । ଆପଣଙ୍କୁ ଏହି ଫର୍ମରେ ଆକାଉଣ୍ଟ ବନ୍ଦ କରିବାର କାରଣ କହିବାକୁ ହେବଛ ଯଦି ଆପଣଙ୍କ ଆକାଉଣ୍ଟ ଜଏଣ୍ଟ ଆକାଉଣ୍ଟ ତେବେ ଫର୍ମ ଉପରେ ସମସ୍ତ ଖାତାଧାରକଙ୍କ ହସ୍ତାକ୍ଷର ଜରୁରୀ ଥାଏ । ଆପଣଙ୍କୁ ଏକ ଦ୍ୱିତୀୟ ଫର୍ମରୁ ମଧ୍ୟ ଭରିବାକୁ ହେବ । ଏଥିରେ ଆପଣଙ୍କୁ ସେହି ଆକାଉଣ୍ଟ ବିଷୟରେ ସୂଚନା ଦେବାକୁ ହେବ, ଯେଉଁଥିରେ ଆପଣ ବନ୍ଦ ହେଉଥିବା ଆକାଉଣ୍ଟରେ ଥିବା ଟଙ୍କା ଟ୍ରାନ୍ସଫର କରିବାକୁ ଚାହାନ୍ତି । ଆକାଉଣ୍ଟ ବନ୍ଦ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର ଶାଖାରେ ନିଜକୁ ଯିବାକୁ ପଡିବ ।
ବ୍ୟାଙ୍କର ଶାଖାରେ ଆକାଉଣ୍ଟ କ୍ଲୋଜର ଫର୍ମ ଉପଲବ୍ଧ ରହିଥାଏ । ଆପଣଙ୍କୁ ଏହି ଫର୍ମରେ ଆକାଉଣ୍ଟ ବନ୍ଦ କରିବାର କାରଣ କହିବାକୁ ହେବ । ଆପଣଙ୍କୁ ଏହି ଫର୍ମରେ ଆକାଉଣ୍ଟ ବନ୍ଦ କରିବାର କାରଣ କହିବାକୁ ହେବ । ଯଦି ଆପଣଙ୍କ ଆକାଉଣ୍ଟ ଜଏଣ୍ଟ ଆକାଉଣ୍ଟ ତେବେ ଫର୍ମରେ ସମସ୍ତ ଖାତାଧାରକଙ୍କ ହସ୍ତାକ୍ଷର ଜରୁରୀ ରହିଛି । ଆପଣଙ୍କୁ ଏକ ଦ୍ୱିତୀୟ ଫର୍ମ ବି ଭରିବାକୁ ହେବ । ଏଥିରେ ଆପଣଙ୍କୁ ସେହି ଆକାଉଣ୍ଟର ସୂଚନା ଦେବାକୁ ହେବ । ଯେଉଁଥିରେ ଆପଣଙ୍କୁ ସେହି ଆକାଉଣ୍ଟର ସୂଚନା ଦେବାକୁ ହେବ, ଯେଉଁଥିରେ ଆପଣ ବନ୍ଦ ହେବାକୁ ଥିବା ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିବାକୁ ଚାହାନ୍ତି । ଆକାଉଣ୍ଟ ବନ୍ଦ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର ଶାଖା ସହିତ ନିଜ
ବ୍ୟାଙ୍କ ଆପଣଙ୍କୁ ବ୍ୟବହାର କରାଯାଇନଥିବା ଚେକବୁକ୍‌ ଓ ଡେବିଟ୍‌ କାର୍ଡ ବ୍ୟାଙ୍କ କ୍ଲୋଜର ଫର୍ମ ସହିତ ଜମା କରିବା ପାଇଁ କହିବ । ଆକାଉଣ୍ଟରେ ଟଙ୍କା ପଡିଛି ଯଦି କେବେ ଏହାର ଦେୟ ନଗଦ ( କେବଳ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ)ରେ ହୋଇପାରିବ । ଆପଣଙ୍କୁ ଏହି ଟଙ୍କାକୁ ନିଜର ଦ୍ୱିତୀୟ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରିବାର ବିକଳ୍ପ ରହିଛି । ଏହି କଥାକୁ ମଧ୍ୟ ଧ୍ୟାନ ରଖ;ୁ, କି;ୁ ଆପଣଙ୍କ ଖାତାରେ ଅଧିକ ଟଙ୍କା ରହିଛି ତେବେ କ୍ଳୋଜର ପ୍ରୋସେଜ୍‌ ଆରମ୍ଭ କରିବା ପୂର୍ବରୁ ତାକୁ ଅନ୍ୟ ଆକାଉଣ୍ଟରେ ଟ୍ରାନ୍ସଫର କରିଦିଅ;ୁ । ଆକାଉଣ୍ଟର ଅନ୍ତିମ ଷ୍ଟେଟମେଣ୍ଟ ଆପଣ ପାଖରେ ରଖ;ୁ ଯେଉଁଥିରେ ଆକାଉଣ୍ଟ କ୍ଲୋଜର ସମ୍ପର୍କରେ ଉଲ୍ଲେଖ ରହିଛି ।
ଆକାଉଣ୍ଟ ବନ୍ଦ ଉପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍‌ ବ୍ୟାଙ୍କକୁ ଦିଆଯାଇଛି । ଏଭଳି ଅଲଗା ଅଲଗା ବ୍ୟାଙ୍କ ଏହାର ଅଲଗା ଟ୍ୟାକ୍ସ ଆଦାୟ କରିଥାନ୍ତି । ସାଧାରଣତଃ ଖାତା ଖୋଲିବାର ୧୪ ଦିନ ମଧ୍ୟରେ ଖାତା ବନ୍ଦ କରିବା ପାଇଁ କୌଣସି ଚାର୍ଜ ଦେବାକୁ ପଡିନଥାଏ । ସେଭଳି ଏକ ବର୍ଷ ପରେ ମଧ୍ୟ ଖାତା ବନ୍ଦ କରିବା ପାଇଁ କୌଣସି ଟ୍ୟାକ୍ସ ଲାଗେନି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏପ୍ରିଲ ସୁଦ୍ଧା ପ୍ରତ୍ୟାହାର ହୋଇପାରେ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌

ଏପ୍ରିଲ ସୁଦ୍ଧା ପ୍ରତ୍ୟାହାର ହୋଇପାରେ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌

Read More...

ଭାରତ-ଚୀନ୍‌ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା

ଭାରତ-ଚୀନ୍‌ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page