ଜୁନ ୨୮ରୁ ଅମରନାଥ ଯାତ୍ରା

March 13, 2021, ଦେଶ, , Anupambharat News Bureau


ଜୁନ ୨୮ରୁ ଅମରନାଥ ଯାତ୍ରା
Anupambharat News Bureau
March 13, 2021


ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣଶ କରାଯାଇଛି । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ଉପରେ କଟକଣା ଲାଗିଥିଲା । ହେଲେ ଚଳିତ ବର୍ଷ ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବକୁ ଯାଉଛି । ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଏହି ଅମରନାଥ ଯାତ୍ରା ଚାଲିବ । ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି) ୨୦୨୦ମସିହାରେ ଅମରନାଥ ଯାତ୍ରାକୁ ବାତିଲ କରିଥିଲେ । ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୩ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଥମେ କୁହାଯାଇଥିବା ବେଳେ ସଂକ୍ରମର ବୃଦ୍ଧି ହେତୁ ଯାତ୍ରାକୁ ବାତିଲ କରିଦିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶତାବ୍ଦୀ ଏକ୍ସପ୍ରେସ୍‌ରେ ଭୟଙ୍କର ନିଆଁ

ଶତାବ୍ଦୀ ଏକ୍ସପ୍ରେସ୍‌ରେ ଭୟଙ୍କର ନିଆଁ

Read More...

କରୋନା ଟିକା ନେଲେ ରତନ ଟାଟା

କରୋନା ଟିକା ନେଲେ ରତନ ଟାଟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page