ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି

May 10, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି
Anupambharat News Bureau
May 10, 2019

ବ୍ରହ୍ମପୁର,୧୦ ।୫(ଅନୁପମ ମିଡ଼ିଆ) : କୋଏମ୍ବାଟୁରରେ ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ବାସ୍କେଟବଲ୍‌ ପ୍ରତିଯୋଗିତାରେ ଯୋଗଦେବାପାଇଁ ବ୍ରହ୍ମପୁରର ଦୁଇ ଖେଳାଳି ମନୋନୀତ ହୋଇଛନ୍ତି ।
ସେମାନେ ହେଲେ ବୋନିତା ଚାର୍ଲସ ଓ ବଳରାମ ଓରାମ । ଏହି ଦୁଇ ଜଣଙ୍କୁ ବାସ୍କେଟ୍‌ବଲ କୋଚ୍‌ କାଜଲ ସାହୁ ତାଲିମ ପ୍ରଦାନ କରୁଛନ୍ତି । ବରିଷ୍ଠ କ୍ରୀଡାବିତ୍‌ ଅଶୋକ ସାହୁ, ଉପେନ୍ଦ୍ର ପଟ୍ଟନାୟକ, ଅଜୟ ତିଆଡ଼ିଙ୍କ ସମେତ ଗଞ୍ଜାମ ଜିିଲ୍ଲା କ୍ରୀଡା ସଂଘର ସମସ୍ତ ସଦସ୍ୟ ଉଭୟଙ୍କୁ ଏଥିପାଇଁ ଶୁଭକାମନା ଜଣାଇଥିବା ବାସ୍କେଟବଲ ସଂଘ ସମ୍ପାଦକ ଶରତ ମହାପାତ୍ର ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

Read More...

ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ

ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page