ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

November 02, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ
Anupambharat News Bureau
November 02, 2019

ନୂଆଦିଲ୍ଲୀ:ଇ-କର୍ମସ କମ୍ପାନୀ ଆମାଜନ୍‌ ଦେଶରେ ଚଳଚ୍ଚିତ୍ର ଟିକଟ୍‌ ବିକି୍ର ବୋଲି ଜଣାପଡିଛି । ଦେଶରେ ନୂତନ ଭାବରେ ଆମାଜନ୍‌ ବ୍ୟବସାୟ କରିବ । ଅନ୍‌ଲାଇନ୍‌ ଜରିଆରେ ଚଳଚ୍ଚିତ୍ର ଟିକଟ୍‌ ବିକି୍ର ହେବ । ଇ-କର୍ମସ୍‌ କମ୍ପାନୀ ଆମାଜନ୍‌ ସ୍ଥାନୀୟ ଅନ୍‌ଲାଇନ୍‌ ଚଳଚ୍ଚିତ୍ର ଟିକଟ୍‌ କମ୍ପାନୀ ବୁକ୍‌ ମାଇସୋ ସହ ପାର୍ଟନର୍‌ ହୋଇ ବୁକିଂ କରିବ । ଆମାଜନ୍‌ ଇଣ୍ଡିଆ ସପିଂ ସାଇଟ୍‌ ଏବଂ ଆପ୍‌ ର ହିଛି । ଇ-କର୍ମସ୍‌ କମ୍ପାନୀ ଅଫର୍‌ ଅନୁସାରେ ବିମାନ ଟିକଟ୍‌ ବିକି୍ର ହେବ । ଇ-କର୍ମସ୍‌ କମ୍ପାନୀରେ ବିମାନ ଟିକଟ୍‌ ବୁକିଂ ହେବ । ଆମାଜନ୍‌ ପେ ରହିବା ସହ ସୁପର ଆପ୍‌ ଜରିଆରେ ଜମା କରିପାରିବେ । ଯୋଜନା ଅନୁସାରେ କର୍ମଚାରୀ ପ୍ଳେୟାର୍‌ ଏମାର୍ର୍ଜିଂ ବଜାର ଦେଶରେ ହୋଇଛି । ଆମାଜନ୍‌ ୟୁଜର୍‌ ଇଣ୍ଡିଆ ଅନୁସାରେ ଚଳଚ୍ଚିତ୍ର ଟିକଟ୍‌ ବୁକିଂ କରିପାରିବେ । ଚଳଚ୍ଚିତ୍ର ଟିକଟ୍‌ ରହିବା ସହ ସପ୍‌ ବାୟ ବର୍ଗରେ ରହିବ ସପିଂ ସାଇଟ୍‌ ଆମାଜନ୍‌ ପେ ଇ-କର୍ମସ୍‌ କମ୍ପାନୀ ରହିଛି । ବୁକ୍‌ ମାଇସୋ ଅନ୍‌ଲାଇନ୍‌ ଚଳଚ୍ଚିତ୍ର ଟିକଟ୍‌ ବଜାର ଉତ୍ସାହଜନକ ପାର୍ଟନର୍‌ ରହିବା ସହ ନୂତନ ଅପର ଅନୁସାରେ ରହିଛି । ଆମାଜନ୍‌ କହିବାନୁସାରେ କେଡିଟ୍‌ କାର୍ଡ ୟୁଜର୍‌ ଇଣ୍ଡିଆ ଅନୁସାରେ ୨ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ ପ୍ରତ୍ୟେକ ଚଳଚ୍ଚିତ୍ର ଟିକଟ୍‌ କ୍ରୟ କରିପାରିବେ । ନଭେମ୍ବର ୧୪ରେ ଅଫର୍‌ ଅନୁସାରେ କ୍ୟାସ୍‌ବ୍ୟାକ୍‌ ପ୍ରାୟତଃ ୨୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଟିକଟ୍‌ କ୍ରୟ କଲେ ପାଇପାରିବେ । ବୁକ୍‌ ମାଇସୋ ଆମାଜନ୍‌ ମାଗଣା ଫର୍‌ ଟାପିଂ ମିଲିୟନ୍‌ ଅଫ୍‌ ଗ୍ରାହକ ଇ-କର୍ମସ୍‌ କମ୍ପାନୀ ଦେଶରେ ରହିଛି । ବିମାନ ଟିକଟ୍‌ ସେବା, ଆମାଜନ୍‌ ଇଣ୍ଡିଆ ପାର୍ଟନର୍‌ ସହିତ କ୍ଳିୟର୍‌ଟିପ୍‌ ରହିଥିବା ଜଣାଯାଇଛି । ବାଲୁ ରାମଚନ୍ଦ୍ରନ୍‌, ଏସ୍‌ଭିପି ଏବଂ କ୍ଳିୟର୍‌ଟିପ୍‌ ଟେକ୍‌ କମ୍ପାନୀ ସାକ୍ଷାତରେ ପ୍ରକାଶ କରିଥିଲେ ।
ଆମାଜନ୍‌ ଇଣ୍ଡିଆ ମୁଖପାତ୍ର ପକ୍ଷରୁ ଯେଉଁ ପ୍ରତିକି୍ରୟା ଆର୍ଥିକ ସ୍ଥିତିରେ ପାଞ୍ଚବର୍ଷରେ ସହଭାଗିତା ହୋଇପାରିବ । ବୁକ୍‌ମାଇସୋ କର୍ମଚାରୀ ୧,୪୦୦ କର୍ମଚାରୀରେ ପ୍ରାୟତଃ ୧୫ ମିଲିୟନ୍‌ ଟିକଟ୍‌ ପ୍ରତ୍ୟେକ ମାସରେ ରହିବ । ୬୫୦ଟି ସହର ଓ ସିଟି ରହିବ । ଯେଉଁଥିରେ ପେଟିଏମ୍‌ ସବୁଠାରୁ ପ୍ରମୁଖ ପ୍ରତିଦ୍ୱନ୍ଦୀ ରହିଛି । ପେଟିଏମ୍‌ ଚଳଚ୍ଚିତ୍ର ଟିକସ୍‌ ବ୍ୟବସାୟରେ ତିନିବର୍ଷ ଧରି ରହିଛି । ବଜାର ସେୟାର୍‌ରେ ପ୍ରତ୍ୟେକ କ୍ୟାସ୍‌ବ୍ୟାକ୍‌ ପ୍ରତ୍ୟେକ ଟିକଟ୍‌ କ୍ରୟ କଲେ ପାଇପାରିବେ । ମିଡିଆ-ଏଣ୍ଟରଟ୍ରେନ୍‌ମେଣ୍ଟ ବ୍ୟବସାୟରେ ଭାରତ ୨୩.୯ ବିଲିୟନ୍‌ ଡଲାର ରିପୋର୍ଟରେ ଇୱାଇ-ଏଫ୍‌ଆଇ ସିସିଆଇ ମାର୍ଚ୍ଚ ବର୍ଷରେ ରହିଛି । ଗ୍ରାହକ େୱବ୍‌ ଅଭିବୃଦ୍ଧି ହୋଇଛି । ପ୍ରାୟତଃ ୫୦ % ସମସ୍ତ ଟିକସ୍‌ ବିକି୍ର ଶ୍ରେଷ୍ଠ ଚାରେ ।ଟି ମଲ୍‌ଟିପୁଲ୍‌ ଚେନ୍‌ରେ ଦେଶରେ ରହିବ । ବୁକ୍‌ ମାଇସୋ ପ୍ରତିଷ୍ଠାତା ଓ ସିିଇଓ ଆଶିଷ ହେମାର୍‌ଜାନି ପାର୍ଟନର୍‌ସିପ୍‌ କମ୍ପାନୀର ଆସେସ୍‌ ଆମାଜନ୍‌ ଇଣ୍ଡିଆ ଟାୟର୍‌ ୨ ଓ ଟାୟର୍‌ ୩ ସିଟି ରହିଛି । ଆମାଜନ ପେ, ଡାଇରେକଫର ମହେନ୍ଦ୍ର ନେରୁକର୍‌ କହିବାନୁସାରେ ପାର୍ଟନର ସୋ ଆମାଜନ୍‌ ପ୍ରତିଶ୍ରୁତିବଦ୍ଧ ସ୍ୱରୁପ ଗ୍ରାହକଙ୍କୁ ସହଜ ପ୍ରଣାଳୀ, ସପ୍‌ ଓ ପେ ବିଲ୍‌ ଏବଂ ସେବା ଯୋଗା ଦିଆଯାଇ ପାରିବ । ଗତ ମାସରେ ଆମାଜନ୍‌ ନୂତନ ଫିଚର୍‌ ଅନୁସାରେ ଆମାଜନ୍‌ ପେ ୟୁଜର୍‌ ମୋବାଇଲ୍‌,ଇଣ୍ଟରନେଟ୍‌ ଓ ୟୁଟିଲିଟି ବିଲ୍‌ ରହିଛି । ଆମାଜନ୍‌ ଭାରତରେ ବ୍ୟବସାୟ ପାଇଁ ୬୩୪ ମିଲିୟନ୍‌ ଡଲାର ପୁଞ୍ଜି ବିନିଯୋଗ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶାଖା ଏକ୍ସପ୍ରେସ୍‌ ଦୁଇ ଭାଗ  ଏସି ବଗି ସହ ୨ କିମି ଗଡ଼ିଲା ଇଞ୍ଜିିନ୍‌

ବିଶାଖା ଏକ୍ସପ୍ରେସ୍‌ ଦୁଇ ଭାଗ ଏସି ବଗି ସହ ୨ କିମି ଗଡ଼ିଲା ଇଞ୍ଜିିନ୍‌

Read More...

ମା’ ସାମ୍ନାରେ ଜଳିଗଲା ଝିଅ

ମା’ ସାମ୍ନାରେ ଜଳିଗଲା ଝିଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page