ବିଦେଶ : Category News


ଆଖିବୁଜା ଗୁଳି ମାଡ, ୧୧ ମୃତ

Anupambharat News Bureau | ବିଦେଶ | | 2174 | Read...

ଆଖିବୁଜା ଗୁଳି ମାଡ, ୧୧ ମୃତ

ମସ୍କୋ: ରୁଷିଆର କାଜାନ ସହରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ କିମ୍ବା ଜଣଙ୍କଠାରୁ ଅଧିକ ବନ୍ଧୁକଧାରୀ ସ୍କୁଲରେ ଗୁଳି ଚଳାଇବା ଫଳରେ ଅତିକମରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ୧୧ ଜଣଙ୍କର ଜୀବନ ଯାଇଥିବା ବେ


ଆସ୍ଥାଭୋଟରେ ହାରିଲେ ଓଲି

Anupambharat News Bureau | ବିଦେଶ | | 2169 | Read...

ଆସ୍ଥାଭୋଟରେ ହାରିଲେ ଓଲି

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଜି ଆଉ ଏକ ଧMା ଲାଗିଛି । ନେପାଳ ସଂସଦର ପ୍ରତିନିଧିସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ସେ ପରାଜିତ ହୋଇଛନ୍ତି । ୨୭୫ ସଦସ୍ୟଭିତ୍ତିକ ପ୍ରତିନିଧିସଭାରେ ଆସ୍ଥାଭୋଟ ଜିତିବାକୁ ଅତି


ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

Anupambharat News Bureau | ବିଦେଶ | | 2155 | Read...

  ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ


ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

Anupambharat News Bureau | ବିଦେଶ | | 2151 | Read...

ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

କାବୁଲ: ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କ ରଚିଥିବା ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୪୧ଥର ଆକ୍ରମଣ କରିଥିବା ଏଥିରେ ସୂଚନା ଦିଆଯାଇଛି । ଆଫଗାନିସ୍ତାନର ଟୋଲୋ ନ୍ୟୁଜ


ଭାରତରୁ ସ୍ୱଦେଶ ଫେରିଲେ ଏହି ଦେଶର ନାଗରିକଙ୍କୁ ମିଳିବ ଜେଲଦଣ୍ଡ

Anupambharat News Bureau | ବିଦେଶ | | 2138 | Read...

ଭାରତରୁ ସ୍ୱଦେଶ ଫେରିଲେ ଏହି ଦେଶର ନାଗରିକଙ୍କୁ ମିଳିବ ଜେଲଦଣ୍ଡ

ମେଲବର୍ଣ୍ଣ: ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ନିୟମ ଆହୁରି କଡ଼ା କରି ଅଷ୍ଟ୍ରେଲିଆ। ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ସରକାର ନିଜ ଦେଶର ଲୋକଙ୍କ ଘର ବାହୁଡ଼ା ଉପରେ ରୋକ ଲଗାଇଛି। ଯଦି କୌଣସି ଅଷ୍ଟ୍ରେଲୀୟ ଭାରତରେ


ମିଆଁମାର ସ୍ଥିତି ଅସମ୍ଭାଳ

Anupambharat News Bureau | ବିଦେଶ | | 2114 | Read...

ମିଆଁମାର ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ସେନା ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ ମିଆଁମାରବାସୀ । ବିଜୁଳୀ ବିଲ୍‌, କୃଷି ଋଣ ଦେବେନି କି ପିଲାଙ୍କୁ ସ୍କୁଲ ଛାଡ଼ିବେ ନାହିଁ ବୋଲି ଆନ୍ଦୋଳନକାରୀ ଆହ୍ୱାନ ଦେଇଥିବା ଜଣାପଡ଼ିଛି । ମିଆଁମାରରେ ସ


ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

Anupambharat News Bureau | ବିଦେଶ | | 2107 | Read...

ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

ନୂଆଦିଲ୍ଲୀ: କରୋନା ବିସ୍ତାରକାରୀ ଦେଶ ଚୀନ ଭାରତ ପ୍ରତି ଆହୁରି କଠୋର ହେବାରେ ଲାଗିଛିା ସହଯୋଗ କରିବା ପାଇଁ ଉପର ଠାଉରିଆ ଭାବେ କହୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ଚୀନର ଦୋମୁହାଁ ନୀତି । ୧୫ ଦିନ ପାଇଁ ଭାରତକୁ ଆସିବାକୁ


ସାହାଯ୍ୟ କରିବାକୁ ଆମେରିକା ରାଜି

Anupambharat News Bureau | ବିଦେଶ | | 2103 | Read...

ସାହାଯ୍ୟ କରିବାକୁ ଆମେରିକା ରାଜି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ତାଣ୍ଡବ ରଚିଛି । ସଙ୍କଟ ସମୟରେ ପ୍ରଥମେ ରୋକ ଲଗାଇଥିବା ବେଳେ ଏବେ ଭ୍ୟାକସିନ୍‌ ଉତ୍ପାଦନ ପାଇଁ କଞ୍ଚାମାଲ୍‌ ଯୋଗାଇବାକୁ ରାଜି ହୋଇଛି ଆମେରିକା । ଆମେରିକା ଭାରତକୁ ସାହ


ଭାରତରୁ ଟଙ୍କା ନେଇ ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ ୫୯୩ କୋଟିରେ କିଣିଲେ ମୁକେଶ ଅମ୍ବାନୀ

Anupambharat News Bureau | ବିଦେଶ | | 2090 | Read...

ଭାରତରୁ ଟଙ୍କା ନେଇ ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ ୫୯୩ କୋଟିରେ କିଣିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ବିଦେଶରେ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି ଏସିଆର ଧନୀ ମୁକେଶ ଅମ୍ବାନୀ । ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଆଉ ଏକ ବ୍ରଟେନ୍‌ କମ୍ପାନୀ କିଣିଛନ୍


ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

Anupambharat News Bureau | ବିଦେଶ | | 2081 | Read...

ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

ସିରିୟା, ଋଷରଏୟାରଷ୍ଟ୍ରାଇକ୍‌ । ସିରିୟା ଉପରେ କରାଯାଇଥିବା ଏୟାରଷ୍ଟ୍ରାଇକ ବା ବିମାନ ଆକ୍ରମଣରେ ୨୦୦ ବିଦ୍ରୋହୀ ଓ ଆଇଏସ ଆତଙ୍କବାଦୀ ପ୍ରାଣ ହରାଇଥିବା ଦାବି କରାଯାଉଛି । ସୋମବାର ଏନେଇ ଋଷ୍‌ ସେନା ପକ୍ଷରୁ କୁହାଯାଇଛି


ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା

Anupambharat News Bureau | ବିଦେଶ | | 2076 | Read...

ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା

ନୂଆଦିଲ୍ଲୀ: ଲୋକସଂଖ୍ୟା ମାମଲାରେ ବିଶ୍ୱରେ ଚୀନ ଏକ ନମ୍ବର । ଚୀନରେ ଲୋକସଂଖ୍ୟା ୧୪୦ କୋଟି ପାର କରିଥିବା ବେଳେ ଏବେ ଡ୍ରାଗନର ଆଉ ଏକ ପ୍ଲାନ ସମସ୍ତଙ୍କୁ ଚକିତ କରିଛି । ଚୀନ ବିଶେଷଜ୍ଞଙ୍କ ମତରେ ଆଗାମୀ ୫ ବର୍ଷ ପରେ ଦେଶରେ ପ୍ର


ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

Anupambharat News Bureau | ବିଦେଶ | | 2051 | Read...

ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

ଶବ ପାଖରେ କାନ୍ଦୁଥିଲା ୪ ବର୍ଷର ଶିଶୁ କନ୍ୟା ନ୍ୟୁଜର୍ସି: ଘର ଭିତରେ ପଡ଼ିଥିଲା ବାପାମା’ଙ୍କ ମୃତ ଦେହ । ପାଖରେ ବସି କାନ୍ଦୁଥିଲା ଚାରି ବର୍ଷର ଝିଅ । ବହୁ ସମୟ ଧରି କୁନି ଝିଅଟିର କାନ୍ଦ ଶୁଣିବା ପରେ ସନ୍ଦେହରେ ଦୌଡ଼ି ଆସିଥିଲ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page