à¬àବନà‡à¬¶àà±à¬°, à¬à¬¾à«(ଅନàପମମିàœà¬¿à¬†): ରାଜààŸà¬° ସମସàତ ବିଶàౠବିଦààŸà¬¾à¬³àŸ ଅଧà€à¬¨à¬°à‡ ଥିବା ଯàକàତ ତିନି ମହା ବିଦààŸà¬¾à¬³àŸ à¬à¬¬à¬‚ ସàà±àŸà¬‚ ଶାସିତ ମହାବିଦààŸà¬¾à¬³àŸà¬° ଯàକàତ ତିନିର à¬à¬·àଠସà‡à¬®à¬¿à¬·àଟାରର (ଫାଇନାଲà) ପରà€à¬•àଷା ଜàନ à¨à¦ ତାରିଖ à¬ªà¬°à‡ à¬†à¬°à¬®àଠହà‹à¬‡ ଜàଲାଇ à¨àª ତାରିଖ ସàଦàଧା ଶà‡à¬· ହà‡à¬¬ à¬à¬¬à¬‚ ପରà€à¬•àଷା ଫଳ ଅଗଷàଟ ମାସ à©à§ ତାରିଖ ସàଦàଧା ପàରକାଶ ପାଇବ । ସà‡à¬¹à¬¿à¬ªà¬°à¬¿ ବିଶàà±à¬¬à¬¿à¬¦ààŸà¬¾à¬³àŸ à¬à¬¬à¬‚ ସàà±àŸà¬‚ ଶାସିତ ମହାବିଦààŸà¬¾à¬³àŸà¬° ସàନାତକà‹à¬¤à¬° ଶàରà‡à¬£à€à¬° ଚତàରàଥ ସà‡à¬®à¬¿à¬·àଟାର (ଫାଇନାଲà) ପରà€à¬•àଷା ଅଗଷàଟ à¨à¦ ତାରିଖ ସàଦàଧା ଶà‡à¬· ହà‡à¬¬ à¬à¬¬à¬‚ ପରà€à¬•àଷା ଫଳ ସà‡à¬ªà‡à¬«à¬®àବର à¨à¦ ତାରିଖ ସàଦàଧା ପàରକାଶ ପାଇବ ବà‹à¬²à¬¿ ରାଜààŸà¬° ସମସàତ ବିଶàౠବିଦààŸà¬¾à¬³àŸà¬—àଡିକର କàଳପତିଙàକ ସହିତ à¬à¬¿à¬¡à¬¿à¬“ କନàଫରà‡à¬¨àସିଂ ମାଧààŸà¬®à¬°à‡ ଅନàଷàଠିତ ବàˆðà¬ à¬•à¬°à‡ à¬¨à¬¿à¬·àପତàତି ହà‹à¬‡à¬¥à¬¿à¬¬à¬¾ ସମàପରàà¬•à¬°à‡ à¬°à¬¾à¬œààŸ à¬‰à¬šàଚ ଶିକàଷା ମନàତàà¬°à€ à¬¡à¬ƒ. ଅରàଣ କàମାର ସାହà କହିଛନàତି । à¬à¬¥à¬¿ ସହିତ à¬®à‡ à ତାରିଖଠାରà ରାଜààŸà¬° ସମସàତ ବିଶàà±à¬¬à¬¿à¬¦ààŸà¬¾à¬³àŸ, ସàà±àŸà¬‚ ଶାସିତ ମହାବିଦààŸà¬¾à¬³àŸ ପàରଶାସନିକ କାରàଯààŸ à¬¸à¬®àପାଦନ ନିମନàà¬¤à‡ à¬à¬• ତàƒà¬¤à€àŸà¬¾à¬‚ଶ କରàମଚାରà€à¬™àକà ନà‡à¬‡ ଖà‹à¬²à¬¾à¬¯à¬¿à¬¬à¬¾ ପାଇଠନିଷàପତàତି ନିଆଯାଇଛି । ଆଜି ଲà‹à¬•ସà‡à¬¬à¬¾ à¬à¬¬à¬¨à¬ à¬¾à¬°à‡ à¬•àƒà¬·à¬¿ ଓ କàƒà¬·à¬• ସଶକàତିକରଣ, ମସିààŸ à¬“ ପàà¬°à¬¾à¬£à€ à¬¸à¬®àପଦ ବିକାଶ, ଉଚàଚ ଶିକàଷା ମନàତàà¬°à€ à¬¡à¬ƒ. ଅରàଣ ସାହàଙàକ ଅଧààŸà¬•àà¬·à¬¤à¬¾à¬°à‡ à¬…à¬¨àଷàଠିତ à¬à¬¹à¬¿ ବàˆðà¬ à¬•à¬°à‡ à¬°à¬¾à¬œààŸà¬° ସମସàତ କàà¬³à¬ªà¬¤à¬¿à¬®à¬¾à¬¨à‡ à¬à¬¿à¬¡à¬¿à¬“ କନàଫରà‡à¬¨àସିଂ ଯà‹à¬—à‡ à¬•à‹à¬à¬¿à¬¡à-à§à¯ ସଂକàରମଣ ର ମàକାବିଲା ନିମନàà¬¤à‡ à¬¦à‡à¬¶ ସମà‡à¬¤ ରାଜààŸà¬°à‡ ଲକà ଡାଉନà ଜାରି କରାଯାଇଥିବା ପରିପàରà‡à¬•àଷà€à¬°à‡ ବିà¬à¬¿à¬¨àନ ପରà€à¬•àଷା ପରିଚାଳନା, ପରà€à¬•àଷା ଫଳ ପàରକାଶନ, ଛାତàରଛାତàରà€à¬™àକ ନାମଲà‡à¬–ା ଓ ଶିକàଷା ଦାନ ସମàପରàà¬•à¬°à‡ à¬¬à¬¿à¬¸àତàƒà¬¤ à¬à¬¾à¬¬à‡ ଆଲà‹à¬šà¬¨à¬¾ କରାଯାଇଥିଲା । ରାଜààŸà¬° ସମସàତ ବିଶàà±à¬¬à¬¿à¬¦ààŸà¬¾à¬³àŸ ଓ ସàà±àŸà¬‚ ଶାସିତ ମହାବିଦààŸà¬¾à¬³àŸà¬—àଡିକ ଯàକàତ ତିନି ଶàରà‡à¬£à€à¬° à¬à¬·àଠସà‡à¬®à¬¿à¬·àଟାର ପରà€à¬•àଷା ନିମନàà¬¤à‡ à¬ªà¬°à€à¬•àଷା ସà‚à¬šà€ à¬¸àଥିର କରି ଛାତàରଛାତàରà€à¬®à¬¾à¬¨à¬™àକà ଆଗàଆ ଜଣାଇବା ପାଇଠକàହାଯାଇଛି । ସà‡à¬¹à¬¿à¬ªà¬°à¬¿ ବିà¬à¬¿à¬¨àନ ବିଶàà±à¬¬à¬¿à¬¦ààŸà¬¾à¬³àŸ à¬à¬¬à¬‚ ସàà±àŸà¬‚ ଶାସିତ ମହାବିଦààŸà¬¾à¬³àŸ ସàନାତକà‹à¬¤à¬° ଶàରà‡à¬£à€à¬° ଚତàରàଥ ସà‡à¬®à¬¿à¬·àଟାର ପରà€à¬•àଷା ନିମନàà¬¤à‡ à¬¸à¬®àପàƒà¬•àତ ବିଶàà±à¬¬à¬¿à¬¦ààŸà¬¾à¬³àŸ à¬à¬¬à¬‚ ସàà±àŸà¬‚ଶାସିତ ମହାବିଦààŸà¬¾à¬³àŸ ବିସàତàƒà¬¤ ପରà€à¬•àଷା ସà‚à¬šà€ à¬ªàରକାଶ à¬•à¬°à¬¿à¬¬à‡ à¥¤ à¬à¬¥à¬¿ ସହିତ ଚଳିତ ବରàଷ ସàନାତକà‹à¬¤à¬° ଶàରà‡à¬£à€à¬° ନାମଲà‡à¬–ା ନିମନàà¬¤à‡ à¬à¬•କ ପàରବà‡à¬¶à¬¿à¬•ା ପରà€à¬•àଷା à¬à¬¬à¬‚ ନାମଲà‡à¬–ା କାରàଯààŸ à¬¸à‡à¬ªà‡à¬«à¬®àବରରà ଅକà‡à¬«à¬¾à¬¬à¬° ମାସ ମଧààŸà¬°à‡ ଶà‡à¬· କରାଯିବା ପାଇଠବàˆðà¬ à¬•à¬°à‡ à¬¨à¬¿à¬·àପତàତି ନିଆଯାଇଛି । ଅନଲାଇନà à¬à¬¬à¬‚ ଇ-ଲଣàଣିଂ ମାଧààŸà¬®à¬°à‡ ଶିକàଷାଦାନ ବààŸà¬¬à¬¸àଥାକà ସàଦàƒà¬¢ କରିବା ପାଇଠà¬à¬• ବàଲà ପàରିଣଫ ପàରସàତàତ କରାଯିବ ବà‹à¬²à¬¿ ବàˆðà¬ à¬•à¬°à‡ à¬†à¬²à‹à¬šà¬¨à¬¾ ହà‹à¬‡à¬¥à¬¿à¬²à¬¾ । à¬à¬¹à¬¾ ଦàà±à¬¾à¬°à¬¾ ଛାତàରଛାତàରà€à¬®à¬¾à¬¨à¬™àକà à¬¸à¬¹à¬œà¬°à‡ à¬‰à¬¨àନତମାନର ଷàଟଡି ମààŸà¬¾à¬Ÿà‡à¬°à¬¿à¬†à¬² ମିଳିପାରିବ ବà‹à¬²à¬¿ ବàˆðà¬ à¬•à¬°à‡ à¬®à¬¤ ପàରକାଶ ପାଇଥିଲା । à¬à¬¥à¬¿ ସହିତ ପàରତି à§à« à¬¦à¬¿à¬¨à¬°à‡ à¬¥à¬°à‡ à¬•àଳପତିଙàକ ସହିତ à¬à¬¿à¬¡à¬¿à¬“ କନàଫରà‡à¬¨àସିଂ à¬œà¬°à¬¿à¬†à¬°à‡ à¬¬àˆðଠକ କରି ସàଥିତି ସମàପରàà¬•à¬°à‡ à¬¤à¬°àଜମା କରି ନିଷàପତàତି ଗàରହଣ କରାଯିବ । à¬à¬¹à¬¿ ବàˆðà¬ à¬•à¬°à‡ à¬‰à¬šàଚ ଶିକàଷା ବିà¬à¬¾à¬—ର କମିଶନର ତଥା ଶାସନ ସଚିବ, ଶାଶàà±à¬¤ ମିଶàର, ଉଚàଚ ଶିକàଷା ପରିଷଦର ଉପାଧààŸà¬•àଷ ପàରଫà‡à¬¸à¬° ଅଶà‹à¬• ଦାସଙàକ ସମà‡à¬¤ ଉକିଳ ବିଶàà±à¬¬à¬¿à¬¦ààŸà¬¾à¬³àŸ, ରମାଦà‡à¬¬à€ ମହିଳା ବିଶàà±à¬¬à¬¿à¬¦ààŸà¬¾à¬³àŸ à¬à¬¬à¬‚ ଓଡିଶା ମàକàତ ବିଶàà±à¬¬à¬¿à¬¦ààŸà¬¾à¬¾àŸà¬° କàଳପତି ଲà‹à¬•ସà‡à¬¬à¬¾ à¬à¬¬à¬¨à¬°à‡ ଉପସàଥିତ ଥିବା ବà‡à¬³à‡ ଅନààŸ à¬¬à¬¿à¬¶àà±à¬¬à¬¿à¬¦ààŸà¬¾à¬³àŸà¬®à¬¾à¬¨à¬™àକର କàà¬³à¬ªà¬¤à¬¿à¬®à¬¾à¬¨à‡ à¬à¬¿à¬¡à¬¿à¬“ କନàଫରà‡à¬¨àସିଂ ମାଧààŸà¬®à¬°à‡ ଯà‹à¬—ଦà‡à¬‡à¬¥à¬¿à¬²à‡ ।

ପàରବାସà€à¬™àକ ପାଇଠହà‹à¬Ÿà‡à¬² à¬à¬³à¬¿ ବààŸà¬¬à¬¸àଥା
Read More...