Anupambharat News Bureau | ବିଦେଶ | | 2956 | Read...
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୬୮କୁ ବୃଦ୍ଧି ପାଇଛି। ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଅନେକ ସଂଖ୍ୟାରେ ଲୋକେ ଭଙ୍ଗା ଅଟ୍ଟାଳିକା ତଳେ ଦବ
Anupambharat News Bureau | ବିଦେଶ | | 2953 | Read...
ନୂଆଦିଲ୍ଲୀ: ଇସ୍ରାଏଲର ଗାଜାପଟ୍ଟିରେ ସହରର ଜନବସତି ଅଞ୍ଚଳରେ ଥିବା ଏକ ଶରଣାର୍ଥୀ ଶିବିରରେ ଗତ ବିଳମ୍ବିତ ରାତ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଘଟଣାସ୍ଥଳରେ ହିଁ ୨୧ ଜଣଙ୍କ ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡରର କିଛି କ୍
Anupambharat News Bureau | ବିଦେଶ | | 2945 | Read...
ଫ୍ଲୋରିଡା,୧୬ା୧୧:ଆଜି ‘ନାସା’ ‘ଆର୍ମେଟିସ୍-୧‘ ନାମକ ମହାକାଶଯାନକୁ ପ୍ରଥମ କରି ଚନ୍ଦ୍ରଯାତ୍ରାରେ ପ୍ରେରଣ କରିଛି । ମାନବରହିତ ଏହି ଯାନ ଚନ୍ଦ୍ର ପରିକ୍ରମା କରି ପୁଣି ଫେରିଆସିବ । ଫ୍ଲୋରିଡାସ୍ଥିତ କେପ୍ କାନାଭେରାଲୁର
Anupambharat News Bureau | ବିଦେଶ | | 2917 | Read...
ମସ୍କୋ ,୨୬ା୧୦:ଦୀର୍ଘ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଧିକ ଜଟିଳ ହୋଇପଡିଛି । ନାଟୋ ସଦସ୍ୟଙ୍କ ହସ୍ତକ୍ଷପ ଫଳରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତ୍ୟନ୍ତ ବିବ୍ରତ ହୋଇ ପରମାଣୁ ବୋମାର ଧମକ ଦେଇଛନ
Anupambharat News Bureau | ବିଦେଶ | | 2910 | Read...
ଢାକ,୨୫ା୧୦: ଓଡ଼ିଶା ଉପକୂଳରେ ଯେଉଁ ଘୂର୍ଣ୍ଣିବାତ୍ୟା ଓ ଲଘୁଚାପର ଆଶଙ୍କା ରହିଥିଲା ତାହା ଅବଶ୍ୟ ଅନ୍ୟ ଦିଗକୁ ମାର୍ଗ ପରିବର୍ତ୍ତନ କରିବା ପରେ ଓଡ଼ିଶା ରେ କୌଣସି ପ୍ରଭାବ ଦେଖାଇନାହିଁ । ତେବେ ପଡୋଶୀ ରାଜ୍ୟ ବାଂଲାଦେଶରେ ଏହି
Anupambharat News Bureau | ବିଦେଶ | | 2909 | Read...
ଲଣ୍ଡନ,୨୫ା୧୦: ଆର୍ଥିକ ସଙ୍କଟରେ ଗତି କରୁଥିବା ଗ୍ରେଟବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ନିଜ ପଦବିରୁ ଇସ୍ତଫା ଦେବା ପରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ନିଯୁକ୍ତ ହୋଇଛନ୍ତି । ସେ ଆଜି
Anupambharat News Bureau | ବିଦେଶ | | 2903 | Read...
ନୂଆଦିଲ୍ଲୀ,୨୦ା୧୦: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅତ୍ୟନ୍ତ ଚରମସୀମାରେ ପହଞ୍ଚିଯାଇଛି । ନାଟୋ ସଦସ୍ୟଙ୍କ ୟୁକ୍ରେନକୁ ସମର୍ଥନ ଘଟଣାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତ୍ୟନ୍ତ ବିବ୍ରତ ହେବା ସହିତ
Anupambharat News Bureau | ବିଦେଶ | | 2881 | Read...
ମସ୍କୋ ୧୩ା୧୦: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଅଧିକ ଉଦ୍ବେଗଜନକ କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପ
Anupambharat News Bureau | ବିଦେଶ | | 2874 | Read...
ନୂଆଦିଲ୍ଲୀ,୧୧ା୧୦: ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା କଳାଧନ ପ୍ରସଙ୍ଗ ପୁଣିଥରେ ଆଲୋଚନାର କେନ୍ଦ୍ରକୁ ଆସିଛି । ଯଦିଓ ସମ୍ପୂର୍ଣ୍ଣ କଳା ଟଙ୍କା ଭାରତକୁ ଫେରିବା ସ୍ରୋତର ସଙ୍କେତ ଦେଖାଯାଇନାହିଁ, ତେବେ ଯେଉଁ ଭାରତ
Anupambharat News Bureau | ବିଦେଶ | | 2859 | Read...
ଢାକା ୨୫ା୯: ବାଂଲାଦେଶରେ ଉତ୍ତରପଶ୍ଚିମ ଭାଗରେ ପ୍ରବାହିତ କୋରଟା ନଦୀରେ ଆଜି ଏକ ଡଙ୍ଗା ବୁଡ଼ିଯିବା ଫଳରେ ଅତିକମ୍ରେ ୨୪ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି । କୋରଟା ନଦୀ ଉପରେ ନୌକା
Anupambharat News Bureau | ବିଦେଶ | | 2855 | Read...
ଦମାସ୍କସ୍,୨୩ା୯: ସିରିଆ ଉପକୂଳରେ ଆଜି ଏକ ଡଙ୍ଗା ବୁଡିଯିବା ଫଳରେ ଅତିକମ୍ରେ ୭୩ ଜଣ ବ୍ୟକ୍ତି ମୃତୁ୍ୟବରଣ କରିଥିବା ଘଟଣା ସିରିଆରେ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଡଙ୍ଗାଟିରେ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଲେବାନନ୍ଠାରୁ
Anupambharat News Bureau | ବିଦେଶ | | 2830 | Read...
ବେଜିଂ: ଚୀନର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସିଚୁଆନ ପ୍ରଦେଶର ରାଜଧାନୀ ନଗରୀ ଚିଙ୍ଗୁଡୁ ଠାରେ ଆଜି ଭୟଙ୍କର ଭୂକମ୍ପ ସୃଷ୍ଟି ହୋଇଛି । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ମ