ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

July 22, 2020, ଦେଶ, , Anupambharat News Bureau


ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି
Anupambharat News Bureau
July 22, 2020

ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ମୂଲ୍ୟରେ ରେ କର୍ଡ ବୃଦ୍ଧି ହୋଇଛି । ପ୍ରଥମଥର ପାଇଁ ସୁନା ୫୦ ହଜାର ହୋଇଛି । ପ୍ରାରମ୍ଭିକ ବାଣିଜ୍ୟ ନିବେଶକଙ୍କ ଚାହିଦା ରହିବାସହ ଗୁରୁତ୍ୱପୂର୍ଣ୍ଣ ମେଟାଲ୍‌ରେ ଅସ୍ଥିରତା ଦେଖାଦେବା ସହ ବିଶ୍ୱ ଆମେରିକା-ଚୀନ୍‌ ବାଣିଜ୍ୟ ସଙ୍କଟ କୋଭିଡ୍‌-୧୯ ସମସ୍ୟା ଅଧିକ ଚିନ୍ତାଜନକ ହୋଇଛି । ଆମେରିକା ଫେଡେରାଲ୍‌ ରିଜର୍ଭ ପରିମାଣରେ ବିତ୍ତୀୟ ଷ୍ଟିମୁଲସ୍‌ ହ୍ରାସ ହୋଇଛି । ଭାରତରେ ସୁନା ଅର୍ନ୍ତଜାତୀୟ ମୂଲ୍ୟରେ ଆମଦାନୀ ହେବା ସହ ଏହାର ଆବଶ୍ୟକତା ଦୃଷ୍ଟିରେ ରଖି କରାଯାଇଛି ।
ଅନ୍ତର୍ଜାତୀୟ ବଜାରରେ ରେକର୍ଡ ବୃଦ୍ଧି ୧୯୧୧ ଡଲାର ଆୟୁ୍ୟନ୍ସ ଅଗଷ୍ଟ ୨୦୧୧ରେ ରହିବା ସହ ଟଙ୍କା ମୂଲ୍ୟରେ ଗୁରୁତ୍ୱîପୂର୍ଣ୍ଣ ମେଟାଲ୍‌ ରେକର୍ଡ ସ୍ତରରେ ବୃଦ୍ଧି ହୋଇଛି । ଚଳିତବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି । ଦେଶରେ ନିବେଶକ ସ୍ତରରେ ସୁନା ବଣ୍ଡ୍‌ ଚତୁର୍ଥ ୪ ଟନ୍‌ ସୁନା ସମାନପ୍ରକାର ରହିବା ସହ ସୁନା ଇଟିଏଫ୍‌ ମଚୁ୍ୟଆଲ୍‌ ପାଣ୍ଠି ନିଟ୍‌ ଇନ୍‌ପ୍ଳୋ ଅଧିକ ବର୍ଷରେ ରହିଛି । ଜୁନ୍‌ରେ ନିଟ୍‌ ଇନ୍‌ପ୍ଳୋ ୪୯୪.୨୩ କୋଟି ନିଟ୍‌ ଆସେଟ୍‌ ପରିଚାଳନା ଜୁନ୍‌ ୧୦,୮୫୭ କୋଟି ହୋଇଛି । ବିଶ୍ୱ ବଜାରରେ ରୁପା ମୂଲ୍ୟରେ ବୃଦ୍ଧି ହେବା ସାତବର୍ଷରେ ଉଦ୍ୟୋଗୀ ଚାହିଦା ରହିଛି । ରୁପା ଉତ୍ପାଦନ ରେଞ୍ଜିଂସେଲାର୍‌ ପ୍ୟାନେଲ୍‌ ଟୁ ଇଲେକଫନିକ୍ସ ବ୍ୟବହାର ହେଉଛି । ରୁପା ୭.୨% ପ୍ରତିଶତ ରୁ ୨୨.୮୩୬୬ ଆୟୁ୍ୟନ୍ସ ସର୍ବାଧିକ ୨୦୧୩ ରହିଥିବ । ଜଣାଯାଇଛି । ଟେକ୍‌ନିକାଲ୍‌ ସ୍ତରରେ ଅର୍ନ୍ତଜାତୀୟ ସୁନା ଜିଗେର୍‌ ତି୍ରବେଦୀ ଗବେଷଣା ବିଶ୍ଲେଷଣ,ଆନନ୍ଦ ରଥି ସେୟାର୍‌ ଓ ଷ୍ଟକ୍‌ ବୋକେର୍‌ ରହିଛି । ସୁନା ୨୦୧୧ରେ ଉତ୍ସାହଜନକ ବୃଦ୍ଧି ଆମେରିକା ଡଲାର ତୁଳନାରେ ଟଙ୍କା ହ୍ରାସ ହୋଇଛି । ସୁନା ଓ ରୁପା ଉନ୍ନତ ଚାହିଦା ରହିଥିବା ବ୍ଳମ୍‌ବର୍ଗ କୋମୋ ଡିଟି ଇଣ୍ଡକ୍ସ ଚଳିତବର୍ଷ ରହିବା ସହ ନିବେଶକ ଅର୍ଥନୀତି କୋଭିଡ୍‌-୧୯ ଯୋଗୁଁ ହ୍ରାସ ହୋଇଛି । କମ୍‌ ସୁଧହାରରେ ମୁଦ୍ରାନୀତି ଅଣ ସୁଧହାର ଆସେଟ୍‌ ରହିଛି । ଏକ୍ସଚେଞ୍ଜ ଟ୍ରେଡ୍‌ ପାଣ୍ଠି ମେଟାଲ୍‌ ସର୍ବକାଳୀନ ବୃଦ୍ଧି ହୋଇଛି । ରୁପା ମୂଲ୍ୟରେ ନିବେଶକ ହୋଇଛି । ରୁପା ହୋଲଡିଂ ସହିତ ଆଇସେୟାର୍‌ ଇଟିଏଫ୍‌ ୪୭୮ ଟନ୍‌ ବୃଦ୍ଧି ହେବା ସହ ୨.୯%ରେ ୧୬୮୫୭.୦୮ ଟନ୍‌ ରେକର୍ଡ ବୃଦ୍ଧି ହୋଇଛି । ସୁନା,ରୁପା ରେସିଓ ୮୩ ସ୍ତରରେ ରହିବା ସହ ସର୍ବନିମ୍ନ ଅକେଫାବର ୨୦୧୯ରେ ରହିଛି । ରୁପା ଉତ୍ସାହଜନକ ଭାବରେ ବର୍ଷରେ ରହିବା ସହ ଗତବର୍ଷରେ ଉତ୍ସାହଜନକ ନିବେଶକ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

Read More...

ବିଲୁଙ୍ଗ ଏଣିକି ‘ରଙ୍ଗବତୀ ବିଲୁଙ୍ଗ’

ବିଲୁଙ୍ଗ ଏଣିକି ‘ରଙ୍ଗବତୀ ବିଲୁଙ୍ଗ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page