ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ

January 03, 2021, ଓଡ଼ିଶା, , Anupambharat News Bureau


ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ
Anupambharat News Bureau
January 03, 2021


ଭୁବନେଶ୍ୱର, ୩ା୧(ଅନୁପମ ମିଡ଼ିଆ): କମିଶନରେଟ ପୋଲିସ୍‌ର କୁଇକ୍‌ ଆକ୍ସନ ଟିମ ରବିବାର ରାଜଧାନୀ ଭୁବନେଶ୍ୱରରୁ ୫୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଥିବା ଜଣାପଡିଛି । ଏହି ବ୍ରାଉନ ସୁଗାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଟିମ ଆଜି ସକାଳୁ ତମାଣ୍ଡୋ ଥାନା ଅନ୍ତର୍ଗତ ପାଟଶାଣୀ ଢାବା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ରାଉନ ସୁଗାର ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜସ୍ୱ କ୍ଷତି: ଲାଗିବ କରୋନା ସରଚାର୍ଜ

ରାଜସ୍ୱ କ୍ଷତି: ଲାଗିବ କରୋନା ସରଚାର୍ଜ

Read More...

କୁଳମଣି ହତ୍ୟା ଘଟଣା:  ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି: ଗୋଲକ

କୁଳମଣି ହତ୍ୟା ଘଟଣା: ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି: ଗୋଲକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page