ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ ­

March 10, 2021, ଓଡ଼ିଶା, , Anupambharat News Bureau


ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ ­
Anupambharat News Bureau
March 10, 2021


ଭୁବନେଶ୍ୱର,୧୦ା୩(ଅନୁପମ ମିଡ଼ିଆ): ଏପ୍ରିଲରୁ ସ୍କୁଲରେ ରିଭିଜନ କ୍ଲାସ୍‌ ଚାଲିବ, ହେଲେ ରବିବାର କ୍ଲାସ୍‌ ହେବନି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପିଲା ମାନଙ୍କର କୋର୍ସ ଶେଷ ହୋଇ ଆସିଲାଣି । ତେଣୁ ନିୟମିତ କ୍ଲାସ୍‌ର ଆବଶ୍ୟକତା ନାହିଁ । ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍‌ରେ ଧୀରେ ଧୀରେ କମିବାକୁ ଲାଗିଲାଣି । ଏବେ ସେଲ® ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି,ବର୍ତ୍ତମାନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଛି । ପରୀକ୍ଷା ପ୍ରସ୍ତୁତି ପାଇଁ କମ୍‌ ପିଲା ସ୍କୁଲ ଆସୁଛନ୍ତି । ପିଲାଙ୍କୁ ଯାହା ଟାର୍ଗେଟ ଦିଆଯାଇଥିଲା ସେମାନ ତାହା ପୂରଣ କରିସାରିଲେଣ ।
କୋର୍ସ ମଧ୍ୟ ଶେଷ ହେବାକୁ ଆସିଲାଣି । ପରୀକ୍ଷା ଦର୍ପଣ ପିଲାଙ୍କୁ ଅତ୍ୟନ୍ତ ସହାୟକ ହେଉଛି । ତେଣୁ ଏପ୍ରିଲ ବେଳକୁ ରମେଡିଆଲ କ୍ଲାସ ଆରମ୍ଭ ହେବ । ଆଉ ରବିବାର କ୍ଲାସ କରିବାର ଆବଶ୍ୟକ ପଡିବ ନାହିଁ ବୋଲି ଆମେ ଚିନ୍ତା କରୁଛୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌

ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌

Read More...

ଚାଷୀ ଆନ୍ଦୋଳନ :  ୨୬ରେ ପୁଣି ଭାରତ ବନ୍ଦ ଡାକରା

ଚାଷୀ ଆନ୍ଦୋଳନ : ୨୬ରେ ପୁଣି ଭାରତ ବନ୍ଦ ଡାକରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page