ବଢ଼ିଲା ଟିକା ନେବା ତାଲିକା

March 27, 2021, ଓଡ଼ିଶା, , Anupambharat News Bureau


ବଢ଼ିଲା ଟିକା ନେବା ତାଲିକା
Anupambharat News Bureau
March 27, 2021


ଭୁବନେଶ୍ୱର, ୨୭ା୩(ଅନୁପମ ମିଡ଼ିଆ):­ ରାଜ୍ୟରେ ବିଦୁ୍ୟତ୍‌ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ଆଗଧାଡ଼ିର ଯୋଦ୍ଧା ଭାବେ ଗ୍ରହଣ କରି କରୋନା ଟିକା ଦିଆଯିବ । ଏଥି ସହିତ ସଡ଼କ ପରିବହନ କର୍ମଚାରୀଙ୍କୁ ମଧ୍ୟ କରୋନା ଟିକା ଦିଆଯିବ । ବିଦୁ୍ୟତ୍‌ , ପାନୀୟ ଜଳଯୋଗାଣ ଓ ସଡ଼କ ପରିବହନ କର୍ମଚାରୀଙ୍କୁ ସ୍ପଟ ଭାକ୍ସିନେସନ୍‌ ବା ସ୍ଥାନୀୟ ଟିକାକରଣ କରାଯିବ । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍‌ ପରିଚାଳନା ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ

ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ

Read More...

ତିନି ଦିନ କାଳବୈଶାଖୀ

ତିନି ଦିନ କାଳବୈଶାଖୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page