ନୂଆଦିଲ୍ଲୀ, ସ।ର ଦୁର୍ନୀତି ମ।ମଲ।ରେ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ(ଇଡି) ସ।ୃସଦ ଅମରେନ୍ଦ୍ର ଧ।ରୀ ସିଂହଫୀ ଗିରଫ କରିଛି। ଆରଜେଡିର ଏମପି ଏଡି ସିଂହଙ୍କୁ ଇଡି ପକ୍ଷରୁ ବୁଧବ।ର ବିଳମ୍ବିତ ର।ତିରେ ତ।ଙ୍କୁ ଗିରଫ କର।ଯ।ଇଛି । ଡିଫେନ୍ସ କଲୋନୀସ୍ଥିତ ତ।ଙ୍କ ବ।ସଭବନରେ ଦୀର୍ଘ ସମୟ ଧରି ଚଢ଼ଉ ଓ ଯ।ଞ୍ଚ କର।ଯିବ। ପରେ ଇଡି ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ କ।ର୍ୟ୍ୟ ।ନୁଷ୍ଠ।ନ ନିଆଯ।ଇଛି । ସୂଚନ। ଅନୁସ।ରେ ଗତବର୍ଷ ମ।ର୍ଚ୍ଚ ମ।ସରେ ଆରଜେଡି ପକ୍ଷରୁ ଏଡି ସିଂହଙ୍କୁ ର।ଜ୍ୟସଭ। ପଠ।ଯ।ଇଥିଲ। । ସେହି ସମୟରେ ମଧ୍ୟ ଆରଜେଡିର ଅନେକ ନେତ। ତ।ଙ୍କ ବିରୋଧରେ ସ୍ୱର ଉଠ।ଇଥିଲେ ଏବଂ ର।ଜ୍ୟସଭ। ଭଳି ଉଚ୍ଚତମ ଗୃହକୁ ପଠ।ଇବ। ଦଳ ପ।ଇଁ ସମସ୍ୟ। ସୃଷ୍ଟି କରିପ।ରେ ବୋଲି ମତ ଦେଇଥିଲେ । ଖ।ଲି ସେତିକି ନୁହେଁ, ଏଡି ସିଂହଙ୍କୁ ର।ଜ୍ୟସଭ। ପଠ।ଇବ। ନେଇ ସମସ୍ୟ। ରହିଥିବ। ର।ଜନୀତିକ ବିଶ।ରଦମ।ନେ ମଧ୍ୟ ସୂଚ।ଇ ଦେଇଥିଲେ । ତଥ।ପି ଲ।ଲୁ ପ୍ରସ।ଦ ଯ।ଦବଙ୍କ ଦଳ ଆରଜେଡି ଏହ।କୁ ଅଣଦେଖ। କରିଥିଲ। ।ଆରଜେଡି ସୂତ୍ରରୁ ଜଣ।ପଡ଼ିଛି ଯେ ଏଡି ସିଂହଙ୍କୁ ଲ।ଲୁ ପ୍ରସ।ଦ ଯ।ଦବଙ୍କ ନିକଟତର ବ୍ୟକ୍ତି ଏବଂ ତ।ଙ୍କ ନିର୍ଦ୍ଦେଶରେ ହିଁ ର।ଜ୍ୟସଭ।କୁ ପଠ।ଯ।ଇଥିଲ। । ଏପରିକି ଏଡି ସିଂହଙ୍କୁ ସ।ଂସଦ ପଦ ଦେବ।ନେଇ ଅଭିଯୋଗ ପରେ ତେଜସ୍ୱୀ ଯ।ଦବ କହିଥିଲେ ଯେ କେବଳ ମୁସଲିମ୍ ଓ ଯ।ଦବଙ୍କ ଦଳ ଆରଜେଡି ନୁହେଁ । ସବୁ ବର୍ଗର ଓ ଧର୍ମର ବ୍ୟକ୍ତିଙ୍କୁ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବ।କୁ ସୁଯୋଗ ଦେଇଥ।ଏ ଆରଜେଡି । ସୂଚନ।ଯୋଗ୍ୟ ଯେ ପ।ଟନ।ର ବ।ସିନ୍ଦ। ଏଡି ସିଂହ ବିହ।ରର ବଡ଼ ବ୍ୟବସ।ୟୀଙ୍କ ମଧ୍ୟରେ ଅନ୍ୟତମ । ଦିଲ୍ଲୀ ୟୁନିର୍ଭସିଟିରୁ ଗ୍ର।ଜୁଏଟ କରିଥିବ। ଏଡି ସିଂହଙ୍କ ଫର୍ଟିଲ।ଇଜର୍ ଓ କେମିକ।ଲ ବ୍ୟବସ।ୟ ରହିଛି । ଏହ।ବ।ଦ୍ ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ମଧ୍ୟ ତ।ଙ୍କର କ।ରବ।ର ରହିଆସିଛି । ଏ ସମସ୍ତ ବ୍ୟବସ।ୟ ଦିଲ୍ଲୀରୁ ହିଁ ସେ ସଞ୍ଚ।ଳନ କରିଆସୁଥିଲେ ।