ସ।ର ର୍ଦୁନୀତି ମାମଲାରେ ଗିରଫ ହେଲେ ଆରଜେଡି ଏମପି ଅମରେନ୍ଦ୍ର ଧାରୀ ସିଂହ

June 03, 2021, ଦେଶ, , Anupambharat News Bureau


ସ।ର ର୍ଦୁନୀତି ମାମଲାରେ ଗିରଫ ହେଲେ ଆରଜେଡି ଏମପି ଅମରେନ୍ଦ୍ର ଧାରୀ ସିଂହ
Anupambharat News Bureau
June 03, 2021


ନୂଆଦିଲ୍ଲୀ, ସ।ର ଦୁର୍ନୀତି ମ।ମଲ।ରେ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ(ଇଡି) ସ।ୃସଦ ଅମରେନ୍ଦ୍ର ଧ।ରୀ ସିଂହଫୀ ଗିରଫ କରିଛି। ଆରଜେଡିର ଏମପି ଏଡି ସିଂହଙ୍କୁ ଇଡି ପକ୍ଷରୁ ବୁଧବ।ର ବିଳମ୍ବିତ ର।ତିରେ ତ।ଙ୍କୁ ଗିରଫ କର।ଯ।ଇଛି । ଡିଫେନ୍ସ କଲୋନୀସ୍ଥିତ ତ।ଙ୍କ ବ।ସଭବନରେ ଦୀର୍ଘ ସମୟ ଧରି ଚଢ଼ଉ ଓ ଯ।ଞ୍ଚ କର।ଯିବ। ପରେ ଇଡି ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ କ।ର୍ୟ୍ୟ ।ନୁଷ୍ଠ।ନ ନିଆଯ।ଇଛି । ସୂଚନ। ଅନୁସ।ରେ ଗତବର୍ଷ ମ।ର୍ଚ୍ଚ ମ।ସରେ ଆରଜେଡି ପକ୍ଷରୁ ଏଡି ସିଂହଙ୍କୁ ର।ଜ୍ୟସଭ। ପଠ।ଯ।ଇଥିଲ। । ସେହି ସମୟରେ ମଧ୍ୟ ଆରଜେଡିର ଅନେକ ନେତ। ତ।ଙ୍କ ବିରୋଧରେ ସ୍ୱର ଉଠ।ଇଥିଲେ ଏବଂ ର।ଜ୍ୟସଭ। ଭଳି ଉଚ୍ଚତମ ଗୃହକୁ ପଠ।ଇବ। ଦଳ ପ।ଇଁ ସମସ୍ୟ। ସୃଷ୍ଟି କରିପ।ରେ ବୋଲି ମତ ଦେଇଥିଲେ । ଖ।ଲି ସେତିକି ନୁହେଁ, ଏଡି ସିଂହଙ୍କୁ ର।ଜ୍ୟସଭ। ପଠ।ଇବ। ନେଇ ସମସ୍ୟ। ରହିଥିବ। ର।ଜନୀତିକ ବିଶ।ରଦମ।ନେ ମଧ୍ୟ ସୂଚ।ଇ ଦେଇଥିଲେ । ତଥ।ପି ଲ।ଲୁ ପ୍ରସ।ଦ ଯ।ଦବଙ୍କ ଦଳ ଆରଜେଡି ଏହ।କୁ ଅଣଦେଖ। କରିଥିଲ। ।ଆରଜେଡି ସୂତ୍ରରୁ ଜଣ।ପଡ଼ିଛି ଯେ ଏଡି ସିଂହଙ୍କୁ ଲ।ଲୁ ପ୍ରସ।ଦ ଯ।ଦବଙ୍କ ନିକଟତର ବ୍ୟକ୍ତି ଏବଂ ତ।ଙ୍କ ନିର୍ଦ୍ଦେଶରେ ହିଁ ର।ଜ୍ୟସଭ।କୁ ପଠ।ଯ।ଇଥିଲ। । ଏପରିକି ଏଡି ସିଂହଙ୍କୁ ସ।ଂସଦ ପଦ ଦେବ।ନେଇ ଅଭିଯୋଗ ପରେ ତେଜସ୍ୱୀ ଯ।ଦବ କହିଥିଲେ ଯେ କେବଳ ମୁସଲିମ୍ ଓ ଯ।ଦବଙ୍କ ଦଳ ଆରଜେଡି ନୁହେଁ । ସବୁ ବର୍ଗର ଓ ଧର୍ମର ବ୍ୟକ୍ତିଙ୍କୁ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବ।କୁ ସୁଯୋଗ ଦେଇଥ।ଏ ଆରଜେଡି । ସୂଚନ।ଯୋଗ୍ୟ ଯେ ପ।ଟନ।ର ବ।ସିନ୍ଦ। ଏଡି ସିଂହ ବିହ।ରର ବଡ଼ ବ୍ୟବସ।ୟୀଙ୍କ ମଧ୍ୟରେ ଅନ୍ୟତମ । ଦିଲ୍ଲୀ ୟୁନିର୍ଭସିଟିରୁ ଗ୍ର।ଜୁଏଟ କରିଥିବ। ଏଡି ସିଂହଙ୍କ ଫର୍ଟିଲ।ଇଜର୍ ଓ କେମିକ।ଲ ବ୍ୟବସ।ୟ ରହିଛି । ଏହ।ବ।ଦ୍ ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ମଧ୍ୟ ତ।ଙ୍କର କ।ରବ।ର ରହିଆସିଛି । ଏ ସମସ୍ତ ବ୍ୟବସ।ୟ ଦିଲ୍ଲୀରୁ ହିଁ ସେ ସଞ୍ଚ।ଳନ କରିଆସୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା

ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା

Read More...

ବିଜେପି କାଉନ୍ସିଲରକୁ ହତ୍ୟା କଲେ ଆତଙ୍କବାଦୀ

ବିଜେପି କାଉନ୍ସିଲରକୁ ହତ୍ୟା କଲେ ଆତଙ୍କବାଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page