ହାସ୍ୟ ଅଭିନେତା ମାଧବ ମୋଘେଙ୍କ ଦେହାନ୍ତ

July 11, 2021, ଦେଶ, , Anupambharat News Bureau


 ହାସ୍ୟ ଅଭିନେତା ମାଧବ ମୋଘେଙ୍କ ଦେହାନ୍ତ
Anupambharat News Bureau
July 11, 2021


ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ମାଧବ ମୋଘେଙ୍କ ପରଲୋକ ଘଟିଛି । ମୁମ୍ବାଇରେ ତାଙ୍କ ଦେହାନ୍ତ ହୋଇଛି । ସେ ଫୁସ୍‌ଫୁସ୍‌ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ମାଧବ ’ଦାମିନି’, ’ଘାତକ’, ’ବିନାଶକ’, ’ପାର୍ଟନର’, ’ମେନେ ପ୍ୟାର୍‌ କିୟୁଁ କିଆ’ ଭଳି ଫିଲ୍ମରେ ଅଭିନେତା ରୂପେ କାମ କରିସାରିଛନ୍ତିଛ କେବଳ ସେତିକି ନୁହେଁ ୮୦ ଦଶକ ସୁପରହିଟ୍‌ ଅଭିନେତା ସଞ୍ଜିବ କୁମାରଙ୍କ ଅବିକଳ ମିମିକ୍ରି କରିବାରେ ମଧ୍ୟ ସେ ବେଶ୍‌ ଜଣାଶୁଣାଛ ସେ ଅଭିନେତା ସହ ଜଣେ ଭଲ ହୋଷ୍ଟ ମଧ୍ୟ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତରାଖଣ୍ଡରେ ଆପ୍‌ କ୍ଷମତାକୁ ଆସିଲେ ମାଗଣା ତିିନଶହ ବିଦୁ୍ୟତ ୟୁନିଟ୍‌

ଉତ୍ତରାଖଣ୍ଡରେ ଆପ୍‌ କ୍ଷମତାକୁ ଆସିଲେ ମାଗଣା ତିିନଶହ ବିଦୁ୍ୟତ ୟୁନିଟ୍‌

Read More...

ମନରେଗା ଶ୍ରମିକଙ୍କୁ ୩୫୨ କୋଟିର ସହାୟତା

ମନରେଗା ଶ୍ରମିକଙ୍କୁ ୩୫୨ କୋଟିର ସହାୟତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page