à¬àବନà‡à¬¶àà±à¬°, à¨à®à¬¾à§à¦(ଅନàପମ ମିàœà¬¿à¬†): କମିଶନରà‡à¬Ÿà‌ ପà‹à¬²à¬¿à¬¸à¬° ପà‚ରàବତନ କନଷàଟà‡à¬¬à¬³ ପàରସନàନ କàମାର ବà‡à¬¹à‡à¬°à¬¾à¬™àକ କଳàପନା ଛକସàଥିତ à¬¸à¬°à¬•à¬¾à¬°à€ à¬•Â àà±à¬¾à¬°àଟସ ଓ ପàˆà¬¤àƒà¬• ବାସà¬à¬¬à¬¨ ସମà‡à¬¤ à«à¬Ÿà¬¿ ସàà¬¥à¬¾à¬¨à¬°à‡ à¬à¬¿à¬œà¬¿à¬²à¬¾à¬¨àସ ପକàଷରà ଚଢାଉ କରାଯାଇଛି । ଚଢାଉ ବà‡à¬³à‡ ପàରସନàନଙàକ ନାà¬à¬°à‡ ଆଖି ତରାଟିଲା à¬à¬³à¬¿ ସମàପତàତି ରହିଥିବା ସାମàନାକà ଆସିଛି । ଡàମଡàà¬®à¬¾à¬°à‡ à¬ªàରସନàନଙàକ ଫରàଣàଣିଚର ଶà‹â€™ ରàମର ମà‚ଲààŸ à¬•à‹à¬Ÿà¬¿ କà‹à¬Ÿà¬¿ ଟଙàକା ହà‡à¬¬ । ଶà‹â€™ ରàମàâ€Œà¬°à‡ à¬°à¬¹à¬¿à¬›à¬¿ ଲକàଷାଧିକ ଟଙàକାର ବହàମà‚ଲààŸ à¬¸à¬¾à¬®à¬—àà¬°à€ à¥¤
à¨à¦à§à¯ à¬®à¬¸à¬¿à¬¹à¬¾à¬°à‡ à¦.à¨à«à¦ à¬à¬•ର ଜମିକà ৠକà‹à¬Ÿà¬¿ àªà ଲକàଷ à¬à¦ ହଜାର କà‹à¬Ÿà¬¿à¬°à‡ ପàରସନàନ à¬•à¬¿à¬£à¬¿à¬¥à¬¿à¬²à‡ à¥¤ ହà‡à¬²à‡ ସà‡à¬¹à¬¿ ଜମି ବଜାର ଦାମରà ଢà‡à¬° ଅଧିକ ବà‹à¬²à¬¿ ଆକଳନ କରàଛି à¬à¬¿à¬œà¬¿à¬²à¬¾à¬¨àସ । à§à®à¦à¦ ବରàଗ ଫàଟà‌ ଅଞàà¬šà¬³à¬°à‡ à¬¨à¬¿à¬°àମାଣ ହà‹à¬‡à¬¥à¬¿à¬¬à¬¾ à¬à¬¹à¬¿ ବିଲïିଂ ର ଦାମà‌ ଦàଇ କà‹à¬Ÿà¬¿ ହà‡à¬¬ ବà‹à¬²à¬¿ ଆକଳନ କରାଯାଇଛି । à¬à¬¿à¬œà¬¿à¬²à¬¾à¬¨àସ ପକàଷରà କàହା ଯାଇଛି à¬¯à‡ à¬¸àà±à¬¤à¬¨àତàର ଜଜà‌ଙàକ ଆଦà‡à¬¶à¬•àà¬°à¬®à‡ à¬¸à¬¦à¬¾à¬¨à¬¨àଦ ବà‡à¬¹à‡à¬°à¬¾à¬™àକ ପàଅ ପàରସନàନ କàମାର ବà‡à¬¹à‡à¬°à¬¾à¬™àକ à¬˜à¬°à‡ à¬šàାଉ କରାଯାଉଛି । ପàରସନàନଙàକ କଳàପନା à¬›à¬•à¬°à‡ à¬¥à¬¿à¬¬à¬¾ ନିଜ à¬¸à¬°à¬•à¬¾à¬°à€ à¬•Â àà±à¬¾à¬°àଟରàସର à¬à¬¬à¬‚ à¬à¬¹à¬¾ ସମàପàରସାରଣ ବିଲଡିଂ, ଡàମଡàà¬®à¬¾à¬ à¬¾à¬°à‡ à¬¥à¬¿à¬¬à¬¾ ସàପାରàକ ଫରàନିଚର ପàରାଇà¬à‡à¬Ÿà‌ ଲିମିଟà‡à¬¡à‌, ରାଜଧାନà€à¬° ଲିଙàଗପàରର ସନàà¬¥à¬¬à¬¿à¬¹à¬¾à¬°à¬°à‡ à¬¥à¬¿à¬¬à¬¾ ଫରàନିଚର à±à¬¾à¬°àକସପà‌, ପାତàରପàœà¬¾à¬ à¬¾à¬°à‡ à¬¥à¬¿à¬¬à¬¾ ସାଉଥà‌ ସିଟି ବାରà‌ à¬à¬¬à¬‚ ତାଙàକର ଖà‹à¬°àଦàଧା ଜିଲàଲାର ନà‚ଆପàœà¬¾à¬°à‡ ଥିବା ଦàଇମହଲା ବିଶିଷàଟ ପàˆà¬¤àƒà¬• à¬˜à¬°à‡ à¬à¬¹à¬¿ ଚàାଉ ହà‹à¬‡à¬¥à¬¿à¬²à¬¾ । ଦàଇ ଜଣ ଡିà¬à¬¸à¬ªà¬¿, ପାଞàଚ ଜଣ ଇନàସପà‡à¬•ଫର à¬à¬¬à¬‚ ଅନààŸ à¬…à¬§à¬¿à¬•à¬¾à¬°à€à¬™àକ ନà‡à¬¤àƒà¬¤àà±à¬°à‡ à«à¬Ÿà¬¿ ଟିମà‌ à¬à¬¹à¬¿ à¬à¬¿à¬œà¬¿à¬²à¬¾à¬¨àସ ଚàାଉ କରାଯାଇଛି । ବହàଚରàଚàଚିତ ମନà€à¬· ଅନàରାଗ ଦାସ ହତààŸà¬¾ ମାମଲାର ଖିଅ ଖà‹à¬œà ଖà‹à¬œà ସାଉଥସିଟି ହà‹à¬Ÿà‡à¬²à¬°à‡ ପହଞàଚିଥିଲା କମିଶନରà‡à¬Ÿà‌ ପà‹à¬²à¬¿à¬¸à‌ । ବà‡à¬†à¬‡à¬¨à‌ à¬à¬¾à¬¬à‡ ଚାଲàଥିବା ସାଉଥà‌ସିଟି ବାର ର ନାଠସାମàନାକà ଆସିଥିଲା । ପàରସନàନ ତାଙàକ à¬à¬¾à¬‡à¬™àକ ନାà¬à¬°à‡ କà‹à¬à¬¿à¬¡à‌ ନିàŸà¬®à¬•à ଉଲàଲଙàଘନ କରି ବିନା ଲାଇସà‡à¬¨àà¬¸à¬°à‡ à¬¡ààŸà¬¾à¬¨àସ ବାରà‌ à¬šà¬¾à¬²à¬¾à¬‰à¬¥à¬¿à¬²à‡ à¥¤ ଠସମàପରàà¬•à¬°à‡ à¬œà¬£à¬¾à¬ªàœà¬¿à¬¬à¬¾ à¬ªà¬°à‡ à¬ªà‹à¬²à¬¿à¬¸ ହà‹à¬Ÿà‡à¬²à‌କà ସିଲà‌ କରିବା ସହିତ ପàରସନàନଙàକà ଚାକିରିରà ବହିଷàକାର କରିବା ସହ ଗିରଫ କରିଛି ।

ମମିତା ହତààŸà¬¾à¬•ାଣàଡ ଘଟଣା : ବିରà‹à¬§à€à¬™àକ ହାଲàଲାବà‹à¬² ଜାରି
Read More...