à¬àବନà‡à¬¶àà±à¬° ,à¨à¦à¬¾à§à¦(ଅନàପମ ମିàœà¬¿à¬†): ଗତକାଲିର ଘà‚ରàଣàà¬£à¬¿à¬¬à¬³àŸ à¬ªàରà¬à¬¾à¬¬à¬°à‡ ଆଜି (ଗàରàବାର) ଉତàତର-ଆଣàଡାମାନ ସାଗର ତତ-ସଂଲଗàନ ଦକàଷିଣ ଆଣàଡାମାନ ସାଗର à¬à¬¬à¬‚ ପାରàଶàà±à¬¬à¬°àତàà¬¤à€ à¬¦à¬•àଷିଣପà‚ରàବ ସାଗର ଅଞàà¬šà¬³à¬°à‡ à¬à¬• ଲଘàଚାପ କàଷà‡à¬¤àର ସàƒà¬·àଟି ରହିଛି । ଲଘàଚାପ କàଷà‡à¬¤àର ପàରà¬à¬¾à¬¬à¬°à‡ ବାତààŸà¬¾ ସàƒà¬·àଟି ହà‡à¬¬à¬¾ ସàପଷàଟ ହà‹à¬‡à¬›à¬¿ । ଯାହାର ନାଠରଖାଯାଇଛି ସିତàରାଙàଗ । ହà‡à¬²à‡ ଓàœà¬¿à¬¶à¬¾ à¬‰à¬ªà¬°à‡ à¬à¬¹à¬¿ ବାତààŸà¬¾à¬° ସà‡à¬ªà¬°à¬¿ କିଛି ପàରà¬à¬¾à¬¬ ପàœà¬¿à¬¬ ନାହିଠ। à¬à¬¹à¬¾ ଓàœà¬¿à¬¶à¬¾ ଉପକà‚ଳ ସàପରàଶ କରିବାର ସମàà¬à¬¾à¬¬à¬¨à¬¾ ନାହିଠ। ଓàœà¬¿à¬¶à¬¾ ଉପକà‚ଳ ପାଖାପାଖି ଗତି କରି ପଶàଚିମବଙàଗ ଓ ବାଙàଗଲାଦà‡à¬¶ ଉପକà‚ଳ ଆàœà¬•à ମàହାà¬à¬‡à¬¬ ବà‹à¬²à¬¿ à¬à¬¾à¬°à¬¤à€àŸ ପାଣିପାଗ ବିà¬à¬¾à¬— (ଆଇà¬à¬®à¬¡à¬¿) ମହାନିରàଦàଦà‡à¬¶à¬• ମàƒà¬¤àààŸà¬žàà¬œàŸ à¬®à¬¹à¬¾à¬ªà¬¾à¬¤àର ସà‚ଚନା ଦà‡à¬‡à¬›à¬¨àତି ।
ଆଇà¬à¬®à‌ଡି ଡିଜି କହିଛନàତି, ଉତàତର ଆଣàଡାମାନ ସାଗର ଓ ନିକଟବରàତàà¬¤à€ à¬…à¬žàà¬šà¬³à¬°à‡ à¬˜à‚ରàଣàà¬£à¬¿à¬¬à¬³àŸ à¬ªàରà¬à¬¾à¬¬à¬°à‡ à¬à¬• ଲଘàଚାପ କàଷà‡à¬¤àର ସàƒà¬·àଟି ହà‹à¬‡à¬›à¬¿ । à¬à¬¹à¬¾ ଧà€à¬°à‡ ଧà€à¬°à‡ ପଶàଚିମ-ଉତàତର ପଶàଚିମ à¬¦à¬¿à¬—à¬°à‡ à¬—à¬¤à¬¿ କରି à¨à¨ ତାରିଖ ବà‡à¬³à¬•à à¬…à¬¬à¬ªà¬¾à¬¤à¬°à‡ à¬ªà¬°à¬¿à¬£à¬¤ ହà‡à¬¬à¬¾à¬° ସମàà¬à¬¾à¬¬à¬¨à¬¾ ରହିଛି । ପà‚ରàବ କà‡à¬¨àଦàରà€àŸ ବଙàଗà‹à¬ªà¬¸à¬¾à¬—ର ନିକଟସàଥ ଦକàଷିଣ ପà‚ରàବ ବଙàଗà‹à¬ªà¬¸à¬¾à¬—ର à¬‰à¬ªà¬°à‡ à¬à¬¹à¬¿ ଅବପାତ ସàƒà¬·àଟି ହà‡à¬¬ । ତାହା ପଶàଚିମ-ଉତàତର ପଶàଚିମ à¬¦à¬¿à¬—à¬°à‡ à¬—à¬¤à¬¿ ଜାରି ରଖିବ । à¬à¬¹à¬¾ à¨à© ତାରିଖ ବà‡à¬³à¬•à ଗà¬à€à¬° à¬…à¬¬à¬ªà¬¾à¬¤à¬°à‡ à¬ªà¬°à¬¿à¬£à¬¤ ହà‡à¬¬ । à¨àª à¬¤à¬¾à¬°à¬¿à¬–à¬°à‡ à¬à¬¹à¬¾ ଦିଗ ପରିବରàତàତନ କରି ଉତàତର ଆàœà¬•à ମà‹àœ ବଦଳାଇବ à¬à¬¬à¬‚ à¬à¬• ଘà‚ରàଣàଣିବାତààŸà¬¾à¬°à‡ ପରିଣତ ହà‡à¬¬ । à¬à¬¹à¬¾ à¬ªà¬°à‡ à¬‰à¬¤àତର-ଉତàତର ପà‚ରàବ ଦିଗ ଆàœà¬•à ଗତି କରିବ । à¬à¬¬à‡à¬ à à¬à¬¹à¬¾à¬° ତà€à¬¬àରତା ଜଣାପàœà¬¿à¬¨à¬¿ । ଡିପàରà‡à¬¸à¬¨à¬°à‡ ପରିଣତ ହà‡à¬²à‡ à¬à¬¹à¬¾à¬° ରà‚ପରà‡à¬– ଅଧିକ ସàପଷàଟ ହà‡à¬¬ । à¬à¬¹à¬¾ ପàରà¬à¬¾à¬¬à¬°à‡
ଓàœà¬¿à¬¶à¬¾à¬° ଉପକà‚ଳବରàତàà¬¤à€ à¬œà¬¿à¬²àà¬²à¬¾à¬°à‡ à¨àª ଓ à¨à«à¬°à‡ ବରàଷା ହà‡à¬¬ ।
ବାତààŸà¬¾ ପàରà¬à¬¾à¬¬à¬°à‡ à¨à§ ପାଖରà ଦକàଷିଣ ଓ କà‡à¬¨àଦàରà€àŸ ବଙàଗà‹à¬ªà¬¸à¬¾à¬—ର ଅଶାନàତ ରହିବ । ତà‡à¬£à à¬à¬¹à¬¿ ସମàŸà¬°à‡ ମତàସààŸà¬œà€à¬¬à€ ସମàଦàରକà ଯିବା ଉଚିତ ନàହà‡à¬ । ଯà‡à¬‰à¬à¬®à¬¾à¬¨à‡ ଯାଇଛନàତି କà‚ଳକà ଫà‡à¬°à¬¿ ଆସିବା ଉଚିତ । ଓàœà¬¿à¬¶à¬¾ ଉପକà‚ଳ à¬¨à¬¿à¬•à¬Ÿà¬°à‡ à¨à© ବà‡à¬³à¬•à ସମàଦàରàର ଅଶାନàତ ରହିବ । ପବନର ବà‡à¬— ବàି ଧà€à¬°à‡ ଧà€à¬°à‡ àªà¦-à«à¦ କିମି ବà‡à¬—à¬°à‡ à¬ªà¬¬à¬¨ ବହିବ ବà‹à¬²à¬¿ କହିଛନàତି ଆଇà¬à¬®à¬¡à¬¿ ଡିଜି ।

ଅବିଶàà±à¬¸à¬¨à€àŸ ‘ବିରାଟ’ à¬¬à¬¿à¬œàŸ à¬¹à¬¾à¬°à¬¿à¬²à¬¾ ପାକିସàତାନ
Read More...