ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

May 31, 2019, ଦେଶ, , Anupambharat News Bureau


ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ
Anupambharat News Bureau
May 31, 2019

ନୂଆଦିଲ୍ଲୀ: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତିଛ ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତିଛ ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱ୍ୱାଧୀନ ଦାୟିତ୍ୱ ମିଳିଛି । ଆଜି ଏହିସବୁ ସଦସ୍ୟମାନଙ୍କୁ ମନ୍ତ୍ରୀ ପଦ ବଣ୍ଟା ଯାଇଛି । ତେବେ ମୋଦି ନିଜ ପାଖରେ ଏକାଧିକ ଗରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସେଗୁଡ଼ିକ ହେଲା- ପର୍ସୋନେଲ ବିଭାଗ, ସାଧାରଣ ଅଭିଯୋଗ, ପେନସନ, ଆଟମିକ ଏନର୍ଜି, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେଉଥିବା ବିଭାଗ ଓ ବଣ୍ଟା ଯାଇ ନଥିବା ସମସ୍ତ ବିଭାଗର ଦାୟିତ୍ୱ ସେ ନିଜେ ଦେଖାଶୁଣା କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କେମିତି ଥିଲା ଶାହଙ୍କ ସଫଳ ଯାତ୍ରା,  ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

କେମିତି ଥିଲା ଶାହଙ୍କ ସଫଳ ଯାତ୍ରା, ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

Read More...

ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page