ଉମରକà‹à¬Ÿ, à§à¨à¬¾à« (ଅନàନପ ମିଡିଆ): ଉମରକà‹à¬Ÿ ଗà‹à¬·àଠି ସàà±à¬¾à¬¸àଥààŸà¬•à‡à¬¨àଦàର à¬ à¬¾à¬°à‡ à¬ªàଣି ଶବକà ଖାଇଲା ମà‚ଷା । କିଛି ଦିନ ବààŸà¬¬à¬§à¬¾à¬¨à¬°à‡ à¬à¬¹à¬¿ ପରି à¬à¬• ହàƒà¬¦àŸà¬¸àପରàà¬¶à€ à¬˜à¬Ÿà¬£à¬¾ ସାମନାକà ଆସିଛି । ଉମରକà‹à¬Ÿ ଗà‹à¬·àଠି ସàà±à¬¾à¬¸àଥààŸà¬•à‡à¬¨àଦàର à¬ªà¬°à¬¿à¬¸à¬°à¬°à‡ à¬¥à¬¿à¬¬à¬¾ ଶବ ସଂରକàଷଣ ଗàƒà¬¹à¬°à‡ ମରଟàààŸà¬°à¬¿ ଚାମàବର ବààŸà¬¬à¬¹à¬¾à¬°à¬°à‡ ଆସàନଥିବା ଯà‹à¬—àଠବାରମàବାର à¬à¬¹à¬¿à¬ªà¬°à¬¿ ଘଟଣା ଘଟàଛି । ନିଜ ପàରିàŸà¬œà¬¨à¬™àକ ଶବକà ଶବ ସଂରକàଷଣ ଗàƒà¬¹à¬°à‡ ରଖି ମà‚ଷାକà ଖାଇବାକà ଦà‡à¬‰à¬›à¬¨àତି । à¬à¬¹à¬¿ ଘଟଣା ଉମରକà‹à¬Ÿ ସàà±à¬¾à¬¸àଥààŸà¬•à‡à¬¨àଦàà¬°à¬°à‡ à¬ªàରଥମ ଘଟଣା ନàହà‡à¬ । à¬à¬¹à¬¾ ପà‚ରàବରà ବାରମàବାର à¬à¬¹à¬¿ ଘଟଣା ଘଟିଥିବାର ନଜିର ରହିଛି । ଗତ à§àª ଫà‡à¬¬àƒà¬†à¬°à€ à¨à¦à§à¯à¬°à‡ ଠସଂପରàକିତ à¬à¬• ଖବର ପàରକାଶ ପାଇଥିଲା, ନବରଂଗପàର à¬à¬¸àଡିà¬à¬®àଓଙàକ ଦàƒà¬·àଟି ଆକରàଷଣ କରାଯାଇଥିଲା । ସà‡à¬¹à¬¿ ସମàŸà¬°à‡ à¬à¬• ନà‚ତନ ମରàଟàààŸà¬°à¬¿ ଚାମàବର ଉମରକà‹à¬Ÿ ଗà‹à¬·àଠି ସàà±à¬¾à¬¸àଥààŸà¬•à‡à¬¨àଦàରକà ଯà‹à¬—ାଇ ଦà‡à¬¬à‡ ବà‹à¬²à¬¿ ପàରତିଶàƒà¬¤à¬¿ ଦà‡à¬‡à¬¥à¬¿à¬²à‡ । କିନàତà ଆଜିଯାଠତାହା ହà‹à¬‡à¬ªà¬¾à¬°à¬¿à¬¨à¬¾à¬¹à¬¿à¬ । ଅନààŸ à¬ªà¬•àà¬·à¬°à‡ à¬¶à¬¬à¬—àƒà¬¹à¬° କିଛି ମରାତି କାରàଯààŸ à¬•à¬°à¬¾à¬¯à¬¾à¬‡à¬¨à¬¥à¬¿à¬¬à¬¾ ଯà‹à¬—àଠà¬à¬à¬³à¬¿ ଘଟଣା ବାରମàବାର ଘଟàଛି । ପà‚ରàବ à¬à¬³à¬¿ ଚଟାଣ à¬‰à¬ªà¬°à‡ à¬¶à¬¬ ରଖିବା ଯà‹à¬—àଠଆଜି ପàଣି ମà‚ଷା ଶବ ଖାଇବା ଘଟଣାର ପàନରାବàƒà¬¤àତି ଘଟିଛି । ସାପ କାମààœà¬¾à¬°à‡ ମàƒà¬¤ ଲଛàଧର ଗଣàଡଙàକ ଶବକà ଚିକିତàà¬¸à¬¾à¬³àŸ à¬•à¬°àତàତàƒà¬ªà¬•àଷଙàକ ପରାମରàଶକàà¬°à¬®à‡ à¬¶à¬¬à¬—àƒà¬¹à¬°à‡ ରଖିଦିଆଯାଇଥିଲା । ଦିନ ପàà¬°à¬¾àŸ à§à§à¬Ÿà¬¾ ସମàŸà¬°à‡ ଶବ ବààŸà¬¬à¬šàଛà‡à¬¦ à¬¸à¬•à¬¾à¬¶à‡ à¬¶à¬¬à¬—àƒà¬¹à¬°à ଲଛàଧରଙàକ ଶବ ବାହାର କରିବା ବà‡à¬³à¬•à ଲଛàଧରଙàକ ମàହà¬à¬•à ମà‚à¬·à¬¾à¬®à¬¾à¬¨à‡ à¬¬à¬¿à¬•àƒà¬¤ କରିଦà‡à¬‡à¬¥à¬¿à¬²à‡ । ଶବର ଗାଲ, କାନ ଓ ଆଖି ପାଖରà ମାଂସ କାàି ନà‡à¬‡à¬¥à¬¿à¬²à‡ । à¬à¬¥à¬¿à¬°à‡ ଲଛàଧରର ସଂପରàକà€àŸà¬®à¬¾à¬¨à‡ ଗà¬à€à¬° ଦàଃଖ ପàରକାଶ à¬•à¬°à¬¿à¬¥à¬¿à¬²à‡ à¥¤ à¬à¬¬à¬‚ ଚିକିତàà¬¸à¬¾à¬³àŸ à¬•à¬°àତàତàƒà¬ªà¬•àଷଙàକ ଦàƒà¬·àଟି ଆକରàଷଣ à¬•à¬°à¬¿à¬¥à¬¿à¬²à‡ à¥¤ à¬à¬¹à¬¾à¬ªà¬°à‡ ଚିକିତàà¬¸à¬¾à¬³àŸ à¬…à¬§à¬¿à¬•à¬¾à¬°à€ à¬•à‡.à¬à¬¸à.ପଟାà¬à€ ଓ ଡା.ସàମନàତ ରଉତଙàକ ପàରତààŸà¬•àଷ ତତàତàà±à¬¾à¬¬à¬§à¬¾à¬¨à¬°à‡ ଶବଗàƒà¬¹ ପàନରàଦàଧାର କାରàଯààŸ à¬•à¬°à¬¿à¬¬à¬¾ ସହ ଶବଗàƒà¬¹à¬•à ସଂପà‚ରàଣàଣ ସଫା କରାଯାଇଛି । ଆଗକà ଯà‡à¬ªà¬°à¬¿ ଶବକà ମà‚ଷା à¬–à¬¾à¬‡à¬ªà¬¾à¬°à¬¿à¬¬à‡ à¬¨à¬¾à¬¹à¬¿à¬ à¬¸à‡à¬¥à¬¿ ପàରତି ପଦକàଷà‡à¬ª ନିଆଯିବ ବà‹à¬²à¬¿ à¬•à¬¹à¬¿à¬¥à¬¿à¬²à‡ à¥¤ କିନàତà à¬à¬¹à¬¾à¬®à¬¾à¬¤àର ସାମàŸà¬¿à¬• ପଦକàଷà‡à¬ª ଯà‡à¬¹à‡à¬¤à ଶବଗàƒà¬¹à¬Ÿà¬¿ ସଂପà‚ରàଣàଣ ନଷàଟ ହà‹à¬‡ ଯାଇଛି à¬à¬£à ଗà‹à¬·àଠିସàà±à¬¾à¬¸àଥààŸà¬•à‡à¬¨àଦàରକà à¬à¬• ନà‚ତନ ମରàଟàààŸà¬°à¬¿ ଚାମàବର ଯà‹à¬—ାଇବାକà ସàଥାନà€àŸ ଜନସାଧାରଣ ଦାବି କରିଛନàତି ।

ଓàœà¬¿à¬¶à¬¾à¬•à ମàହାà¬à¬‰à¬›à¬¨àତି ଆନàଧàର ନକàସଲ
Read More...