ନୂଆଦିଲ୍ଲୀ: ଟିଭିଏସ୍ ମୋଟର ଦେଶର ପ୍ରଥମ ଇଥେନୋଲ୍ ପାୱାରଡ୍ ମୋଟର ସାଇକେଲ୍ ବଜାର ପ୍ରବେଶ କରାଇଛି । ଦା ଗ୍ରିନ୍ ଆପାଚି ଆର୍ଟିଆର୍ ୨୦୦ ୪ଭିର ମୂଲ୍ୟ ୧.୨୦ ଲକ୍ଷ ର ହିଛି । ଇଥେନୋଲ୍ ପାୱାରଡ୍ ଆପାଚି ୨୦୦ ଖୁଚୁରା ପ୍ରାୟତଃ ୧୧ ହଜାର ଅଧିକ ହେବା ସହ ଆର୍ଟିଆର୍ ୨୦୦ ଏଫ୍ଆଇ ଖୁଚୁରା ବଜାରରେ ମୂଲ୍ୟ ୧.୦୯ ଲକ୍ଷ ଏକ୍ସସୋରୁମ୍ ରହିଛି । ଏହି ବାଇକ୍ ଆପାଚି ଆର୍ଟିଆର୍ ୨୦୦ ଏଫ୍ଆଇ ଇ୧୦୦ ନୂଆଦିଲ୍ଲୀରେ ଲଞ୍ଚ ହୋଇଛିା ଟିଭିଏସ୍ ମୋଟର କମ୍ପାନୀର ଚେୟାର୍ମ୍ୟାନ୍ ବେନୁ ଶ୍ରୀନିବାସନ୍ ଓ ତାଙ୍କ ପୁଅ ସୁଦର୍ଶନ ବେନୁ ତଥା କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀ ନୀତିନ୍ ଗଡକରୀ ଉପସ୍ଥିତିରେ ଲଞ୍ଚ ହୋଇଥିଲା । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସରକାର ପରିବେଶ ସନ୍ତୁଳନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁହିକ ଗ୍ରହଣ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସରକାର ଇଲେକଫି୍ରକ୍ ଯାନ୍ ପ୍ରସ୍ତìତ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ପରିବେଶ ଉପଯୋଗୀ ଯାନ୍ ଗୁଡିକ ଦେଶରେ ନିର୍ମିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଟିଭିଏସ୍ ମୋଟର ଦୁଇ ଚକିଆ ଯାନ୍ ଇଥେନୋଲ୍ ଅବସ୍ଥାପିତ ତୈଳ ଚାଳାଚଳ କରିବ । ଆପାଚି ଆର୍ ଟିଆର୍ ୨୦୦ଏଫ୍ଆଇ ଇ୧୦୦ ୟୁଜର୍ ୧୦୦ ପ୍ରତିଶତ ଇଥେନୋଲ୍ ରୁ ପେଟ୍ରୋଲ୍ ଚଳାଚଳ ହୋଇପାରିବ । ପ୍ରଥମ ଦୁଇ ଚକିଆ ଯାନ୍ ଦେଶରେ ହୋଇଛି । ଟିଭିଏସ୍ ମୋଟର ଇଥେନୋଲ୍ ଇଞ୍ଜିନ୍ ପ୍ରଦର୍ଶନ ଅଧିକ ପ୍ରଦୂକ୍ଷଣ କରିବ ନାହିଁ । ପେଟ୍ରୋଲ ଇଞ୍ଜିନ୍ ଅଧିକ ପ୍ରଦୂଷଣ କରୁଛି । ଇଥେନୋଲ୍ ଘରୋଇ ଅକ୍ଷୟ ଉର୍ଜା ଜରିଆରେ ଉତ୍ପାଦନ ହେବ । ଏଥିରେ ଆଲ୍କୋହଲ୍ ସହିତ ଚିିନି ଉଦ୍ୟୋଗ ସର୍ବନିମ୍ନ ପ୍ରଦୂଷଣ ହୋଇଛି । ଟିଭିଏସ୍ ମୋଟର କହିବାନୁସାରେ ଦୁଇ ଚକିଆ ଯାନ୍ ପ୍ରାୟତଃ ୧୦ ପ୍ରତିଶତ ସମୁଦାୟ ତୈଳ ସଂଗ୍ରହ ହୋଇପାରିବ । ଦେଶରେ ବାର୍ଷିକ ୧୩ ବିଲିୟନ୍ ଓ ଇଥେନୋଲ୍ ଅବସ୍ଥାପିତ ଦୁଇଚକିଆ ଯାନ୍ ଜରିଆରେ ପ୍ରଦୂଷଣର ମାତ୍ରା ବହୁମାତ୍ରାରେ କମାଇପାରିବା । ଆର୍ଟିଆର୍ ୨୦୦ ଏଫ୍ଆଇ ଇ୧୦୦ ସାମାନ୍ୟ ପରିବର୍ତ୍ତନ ହୋଇଛି । ବାଇକ୍ ଟୁଇନ୍ ସ୍ପାୟ ଟୁଇନ୍ ପୋର୍ଟ ଇଏଫ୍ଆଇ ଟେକ୍ନୋଲୋଜି ରହିଛି । ଟିଭିଏସ୍ ଡ୍ରାଇଭେବିଲିଟି ଯେଉଁ ପ୍ରକାରର ରହିବା ଉଚିତ । ଆପାଚି ଆର୍ଟିଆର୍ ୨୦୦ ଏଫ୍ଆଇ ଇ୧୦୦ ଅଫର୍ ୨୧ପିଏସ୍ ଓ ୧୮.୧ ଏନ୍ଏମ୍ ସହିତ ୨୦୦ ସିସି ଏୟାର୍କୁଲï,ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ସହିତ ପାୱାର ନିୟନ୍ତ୍ରଣ ଆପାଚି ଆର୍ଟିଆର୍ ୨୦୦ ୪ଭି ସାମାନ୍ୟ ବଦଳା ହୋଇଛି ।ାପେଟ୍ରୋଲ୍ ପାୱାର ଭର୍ସନ୍ ତୁଳନାରେ ଅଫର୍ ପ୍ରାୟତଃ ପିଏସ୍ ହ୍ରାସ ହୋଇଛି । ଇଥେନୋଲ୍ ଭର୍ସନ୍ ସହିତ ବୋଷ୍ଟ ଶ୍ରେଷ୍ଠ ସ୍ପିଡ୍ ୧୨୯ କିଲୋମିଟର ରହିବ । ଏହି ବାଇକ୍ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକରେ ଉପଲବ୍ଧ ହେବ ।