ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଟ୍ଲାଭ ୪୫ % ବୃଦ୍ଧି ହୋଇଛି । ସେପେଫମ୍ବର ତ୍ରୈମାସିକରେ ଏହା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ନିଟ୍ଲାଭ ୯୯୦ କୋଟି ହେବା ସହ ସମୀକ୍ଷାରେ ୬୮୧ କୋଟି ରହିଛି । ରିଲାଏନ୍ସ ଜିଓ ଷ୍ଟାଣ୍ଡ୍ଲୋନ୍ ରାଜସ୍ୱ ପରିଚାଳନାରେ ସେପେଫମ୍ବର ତ୍ରୈମାସିକରେ ୧୨,୩୫୪ କୋଟିରେ ୩୩.୭ ପ୍ରତିଶତ ବୃଦ୍ଧି ହୋଇ ୯,୨୪୦ କୋଟି ରିପୋର୍ଟରେ ହୋଇଥିବା ଗତବର୍ଷ ଜଣାଯାଇଛି । କମ୍ପାନୀର ଇବିଆଇଟିଡିଏ ସେପେଫମ୍ବର ତ୍ରୈମାସିକରେ ୫,୧୬୬ କୋଟିରେ ୪୪.୬ ପ୍ରତିଶତରେ ୩,୫୭୩ କୋଟି ରିପୋର୍ଟରେ ଦ୍ୱିତୀୟ ତ୍ରୈୟମାସିକ ଗତବର୍ଷ ରହିଥିଲା । ଇବିଆଇଟିଡିଏ ମଧ୍ୟମଧର ଣ ତ୍ରୈୟମାସିକରେ ୪୧.୮ ପ୍ରତିଶତ,୩୧୫ ବିପିଏସ୍ ଉତ୍ସାହଜନକ ବାର୍ଷିକ ବେସିସ୍ ରହିଛି । କମ୍ପାନୀର ବିବୃତି ଅନୁସାରେ କେବଳ ୫୦ ପ୍ରତିଶତ ଇବିଆଇଟିଡିଏ ମଧ୍ୟମଧରଣ ରହିଛି । ସେପେଫମ୍ବର ତ୍ରୈମାସିକରେ ରିଲାଏନ୍ସ ଗ୍ରାହକ ୩୫୫.୨ ମିଲିୟନ ଛୁଇଁଛି । ଯାହା ୪୦.୮ ପ୍ରତିଶତ ବୃଦ୍ଧି ହୋଇଛି । କମ୍ପାନୀର ପଞ୍ଜିକରଣ ହୋଇଥିବା ଗ୍ରାହକ ମଧ୍ୟରେ ଅତିରିକ୍ତ ୧୦୩ ମିଲିୟନ୍ ପୂର୍ବ ଏକବର୍ଷରେ ରହିଛି । ନିଟ୍ ଗ୍ରାହକ ଅତିରିକ୍ତ ୨୪ ମିଲିୟନ୍ ତ୍ରୈମାସିକରେ ଯୋଗ ହୋଇଥିଲା । ଡାଟା ଶୁÂ ୫୫.୯ ପ୍ରତିଶତ ବାର୍ଷିକରୁ ୧,୨୦୨ କୋଟି ଜିବି ରହିଛି । ଭୋଇସ୍ ଶୁÂ ୫୨.୨ ପ୍ରତିଶତ ବର୍ଷ ବୃଦ୍ଧି ହୋଇ ୮୧,୨୬୨ କୋଟି ମିନିଟ୍ ରହିଛି । ଜିଓ ଆଭରେଜ୍ ରାଜସ୍ୱ ୟୁଜର୍ଙ୍କ ସେପେଫମ୍ବର ତ୍ରୈମାସିକ ୧୨୦ ପ୍ରତିମାସରେ ହୋଇଥିଲା । ଯାହା ବିରୁଦ୍ଧରେ ୧୨୨ ୟୁଜର୍ ମାସରେ ଗତ ବିତ୍ତୀୟରେ ରହିଥିଲା । ମୋବାଇଲ୍ ବ୍ରୋଡ୍ବ୍ୟାଣ୍ଡ୍ ସଂଯୋଗ ବ୍ୟବସାୟ , ଜିଓ ଗେର୍ ଅଭିବୃଦ୍ଧି ଇଞ୍ଜିନ୍ ହୋମ୍ ବ୍ରୋଡ୍ବ୍ୟାଣ୍ଡ୍, ଇଣ୍ଟରପ୍ରାଇଜ୍ ସାର୍ଭିସ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସଂଯୋଗ ଏବଂ ଇଣ୍ଟରନେଟ୍ ଅଫ୍ ରହିଛି ।