ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

October 30, 2019, ଦେଶ, , Anupambharat News Bureau


ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ
Anupambharat News Bureau
October 30, 2019

ନୂଆଦିଲ୍ଲୀ:ଭୋଡାଫୋନ୍‌ ଇଣ୍ଡିଆ ଅଧିକ କ୍ଷତି ଯୋଗୁଁ ବନ୍ଦ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଦେଶରେ ରିଲାଏନ୍ସ ଜିଓ ଟେଲିକମ୍‌ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲେ । ଫଳରେ ଅନ୍ୟ ଟେଲିକମ୍‌ କମ୍ପାନୀ ଗୁଡିକ ବ୍ୟାପକ କ୍ଷତି ସହିବାକୁ ପଡିଛି । ବହୁ ଟେଲିକମ୍‌ କମ୍ପାନୀ ନିଜର କାରବାର ଆଶାଜନକ ରହିନଥିବାରୁ ବନ୍ଦ କରିଦେଇଛନ୍ତି । ତେବେ ଯୁଗ୍ମ ଭାଗରେ ଭୋଡା ଫୋନ୍‌-ଆଇଡିଆ କାରବାର କରିବା ମିଶ୍ରଣ ହୋଇଥିଲେ ମଧ୍ୟ କ୍ଷତି ପରିମାଣ ବୃଦ୍ଧି ପାଇବା ରେ ଲାଗିଛି । ଯାହା ଦ୍ୱାରା ଭୋଡାଫୋନ୍‌ ଇଣ୍ଡିଆ କେଉଁ ସମୟରେ ବନ୍ଦ ହେବ ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି । ଟେଲିକମ୍‌ ନିୟାମକ ବିଶ୍ୱରେ ଭୋଡାଫୋନ୍‌ ଏକ ଅଗ୍ରଣୀ ଟେଲିକମ୍‌ କ ମ୍ପାନୀ ହୋଇଥିବା ଜଣାଯାଇଛି । ଭୋଡାଫୋନ୍‌ ସମ୍ପୂର୍ଣ୍ଣ ଭାରତ ସେବା ଯୋଗାଇବା ବନ୍ଦ କରିବ ବୋଲି ଜଣାପଡିଛି । ରିପୋର୍ଟରେ ପଚରା ଯାଇଥିବା ପ୍ରଶ୍ନରେ ଭୋଡାଫୋନ୍‌ ଇଣ୍ଡିଆ ମୁଖପାତ୍ର ପକ୍ଷରୁ କୁହାଯାଇଛି । ବେନ୍‌ ପାଡୋଭାନ୍‌ ଗ୍ରୁପ୍‌ ମୁଖ୍ୟ ଅଫ୍‌ କର୍ପୋରେଟ୍‌ କ ମୁ୍ୟନିକେସନ ଭୋଡାଫୋନ୍‌ ଗ୍ରୁପ୍‌ ଜଣାଯାଇଛି । ଭୋଡାଫୋନ ଗ୍ରୁପ୍‌ ଏନେଇ କୌଣସି ପ୍ରତିକି୍ରୟା ଦେବାକୁ ଉଚିତ ମନେ କରିନାହିଁ । ଟେଲିକମ୍‌ ସାର୍କଲ୍‌ ଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତìତ ହୋଇ କୌଣସି ଦିନ ଏହାର ସେବା ବନ୍ଦ ହେବ ବୋଲି ଜଣାଯାଇଛି । ଟେଲିକମ୍‌ ସେବା ଯୋଗାଇବା ଏହାର ପରିଚାଳନାରେ ବ୍ୟାପକ କ୍ଷତି ପରିମାଣ ଯୁଗ୍ମ ଯୌଥ କମ୍ପାନୀ ଭୋଡାଫୋନ୍‌-ଆଇଡିଆ କ୍ଷତି ଲକ୍ଷରେ ପ୍ରତ୍ୟେକ ମାସରେ ପହଞ୍ଚିଛି । ଭୋଡାଫୋନ୍‌-ଆଇଡିଆ ସ୍ପଷ୍ଟ ଭାବରେ ଜାରିବା ସହ ସ୍ପଷ୍ଟ ଭାବରେ ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ଋଣ ବୋଝ ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ଜାରି ହୋଇଥିବା ଋଣ ପରିମାଣ ବୃଦ୍ଧି ହୋଇଛି । ନିୟମିତ ଭାବରେ ଋଣବୋଝର ପରିମାଣ ଜମା କରିବାକୁ ପଡୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ନିକଟରେ ମାନ୍ୟବର ସୁପି୍ରମକୋର୍ଟ ରାୟ ଏଜିଆର୍‌ ଭୋଡାଫୋନ୍‌ ଆଇଡିଆ ପ୍ରାୟତଃ ୨୮,୩୦୯ କୋଟି ତିନିମାସରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେୟାର୍‌ ପରିମାଣ ହ୍ରାସ ହେବା ସହ ଭୋଡାଫୋନ୍‌-ଆଇଡିଆ ସ୍ପଷ୍ଟ ଭାବରେ ଷ୍ଟକ୍‌ ଏକ୍ସଚେଞ୍ଜ ଅକେଫାବର ୨୫ ଏବଂ ମଙ୍ଗଳବାର ସପ୍ତାହରେ ଉଚ୍ଚତମ ନ୍ୟାୟାଳୟର ରାୟକୁ କମ୍ପାନୀ ଗୁଡିକ ସମ୍ମାନ ଜଣାଯାଇଛନ୍ତି । ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରତିକି୍ରୟା ଦେବାକୁ ଉଚିତ ହେବନାହିଁ ବୋଲି କୁହାଯାଇଛି । କୋର୍ଟର ରାୟକୁ ଅନୁଧ୍ୟାନ କରିବା ପରେ ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାଯାଇଛି । ରାୟ ଅନୁସାରେ ଆର୍ଥିକ ସ୍ଥିତିରେ କାର୍ଯ୍ୟକାରୀ କରିବାସହ ଅନୁଧ୍ୟାନପୂର୍ବକ ଟେଲିକମ୍‌ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କଲେ କମ୍ପାନୀ ଗୁଡିକ ସାମାନ୍ୟ ଆଶ୍ୱସ୍ତ ପାଇବେ । ଭୋଡାଫୋନ୍‌-ଆଇଡିଆ ବିପକ୍ଷରେ ଯେଉଁ ରାୟ ପ୍ରକାଶ ପାଇ ୫୨ ସପ୍ତାହରେ ସର୍ବନିମ୍ନ ୩.୬୬ ଏବଂ ଟ୍ରେଡ୍‌ ୩.୮୬ ବୁଧବାର ପ୍ରାୟତ ରହିଛି । ବଜାର କେପିଟାଲାଇଜେସନ୍‌ ୧୧,୦୯୧ କୋଟି ବହୁ ନିବେଶକମାନେ ବିଲିୟନ୍‌ ଡଲାର କରିଛନ୍ତି । ଗଣମାଧ୍ୟମ ରିପୋର୍ଟରେ ଏଜିଆର୍‌ରେ କମ୍ପାନୀ ପକ୍ଷରୁ ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ନିରୁତ୍ସାହଜନକ ଭାବରେ ରାୟ ହୋଇଛି । ଉଚ୍ଚତମ ନ୍ୟାୟାଳୟ ଆଡଜୋଷ୍ଟ ଗ୍ରାସ୍‌ ରେଭୁ୍ୟନୁ ମାମଲାରେ ରାୟ ଦେଇଛନ୍ତି । ଭୋଡାଫୋନ୍‌ର ନ୍ୟାୟିକ ପରାମର୍ଶଦାତା ଏହାର ପର ବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାଯାଇଛି । ଆବେଦନର ପୁର୍ନ ଆଲୋଚନା କରିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି । ଏହିପରି ରାୟ ଦେଶରେ ଟେଲିକମ୍‌ ଉଦ୍ୟୋଗକୁ କ୍ଷତି ପହଞ୍ଚାଇବ ବୋଲି ଜଣାଯାଇଛି । ଏଥିଯୋଗୁଁ ଅଧିକ ଫାଇନାସିଆଲ୍‌ କ୍ଷତି ଚାରୋଟି ଟେଲିକମ୍‌ ଅପରେଟର ଉପରେ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟଙ୍କା ମୂଲ୍ୟରେ ହ୍ରାସ

ଟଙ୍କା ମୂଲ୍ୟରେ ହ୍ରାସ

Read More...

ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା  ବହୁ ଛାତ୍ରଛାତ୍ରୀ ଆହତ

ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା ବହୁ ଛାତ୍ରଛାତ୍ରୀ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page