ତୁରନ୍ତ ମିଳିବ ପାନକାର୍ଡ

November 05, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ତୁରନ୍ତ ମିଳିବ ପାନକାର୍ଡ
Anupambharat News Bureau
November 05, 2019

ନୂଆଦିଲ୍ଲୀ : ଆଜି ପାନକାର୍ଡ ଉପରେ ନୂଆ ଘୋଷଣା ଆୟକର ବିଭାଗ କରିଛି । ଏଣିକି ଅନ୍‌ଲାଇନ୍‌ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍‌କାର୍ଡ ଉପଲବ୍ଧ ହେବ । ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚାହିଁଲେ ଅନଲାଇନ୍‌ ଉପାୟରେ ତୁରନ୍ତ ତାହାର ଅନ୍ୟ ଏକ କପି ବାହାର କରିପାରିବେ । ଆପଣ ଅନଲାଇନକୁ ଆପଣଙ୍କ ଅସଲି ପ୍ୟାନକାର୍ଡର ଆଉ ଏକ କପି ବାହାର କରି ମଧ୍ୟ ନିଜ ପାଖରେ ରଖିପାରିବେ । ଆଉ ମାତ୍ର କିଛି ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ ।
ଏହି ଇଲେକେଫ୍ରାନିକ ପ୍ୟାନ୍‌ ନମ୍ବର ମାଗଣାରେ ଉପଲବ୍ଧ ହେବ । ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ପ୍ରଥମେ ଆଧାର ନମ୍ବର ଦେବାକୁ ହେବ । ଓ୍‌ାନ୍‌ ଟାଇମ୍‌ ପାସ୍‌ଓ୍‌ାର୍ଡ ଜରିଆରେ କନଫର୍ମ କରାଇବା ପରେ ପ୍ୟାନକାର୍ଡର କପି ଆପଣଙ୍କୁ ତୁରନ୍ତ ମିଳିପାରିବ ।ତଳେ ଦିଆଯାଇଥିବା ଲିଂକ ଉପରେ କ୍ଲିକ କରି ଆପଣ ନୂଆ ପ୍ୟାନ କାର୍ଡ ଆବେଦନ କରିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

Read More...

ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page