ନୂଆଦିଲ୍ଲୀ : ଆଜି ପାନକାର୍ଡ ଉପରେ ନୂଆ ଘୋଷଣା ଆୟକର ବିଭାଗ କରିଛି । ଏଣିକି ଅନ୍ଲାଇନ୍ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍କାର୍ଡ ଉପଲବ୍ଧ ହେବ । ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚାହିଁଲେ ଅନଲାଇନ୍ ଉପାୟରେ ତୁରନ୍ତ ତାହାର ଅନ୍ୟ ଏକ କପି ବାହାର କରିପାରିବେ । ଆପଣ ଅନଲାଇନକୁ ଆପଣଙ୍କ ଅସଲି ପ୍ୟାନକାର୍ଡର ଆଉ ଏକ କପି ବାହାର କରି ମଧ୍ୟ ନିଜ ପାଖରେ ରଖିପାରିବେ । ଆଉ ମାତ୍ର କିଛି ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ ।
ଏହି ଇଲେକେଫ୍ରାନିକ ପ୍ୟାନ୍ ନମ୍ବର ମାଗଣାରେ ଉପଲବ୍ଧ ହେବ । ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ପ୍ରଥମେ ଆଧାର ନମ୍ବର ଦେବାକୁ ହେବ । ଓ୍ାନ୍ ଟାଇମ୍ ପାସ୍ଓ୍ାର୍ଡ ଜରିଆରେ କନଫର୍ମ କରାଇବା ପରେ ପ୍ୟାନକାର୍ଡର କପି ଆପଣଙ୍କୁ ତୁରନ୍ତ ମିଳିପାରିବ ।ତଳେ ଦିଆଯାଇଥିବା ଲିଂକ ଉପରେ କ୍ଲିକ କରି ଆପଣ ନୂଆ ପ୍ୟାନ କାର୍ଡ ଆବେଦନ କରିପାରିବେ ।
ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ
Read More...