ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

November 17, 2019, ଦେଶ, , Anupambharat News Bureau


ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି
Anupambharat News Bureau
November 17, 2019

ନୂଆଦିଲ୍ଲୀ: ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇର ନିଷ୍ପତ୍ତିକୁ ଜିଓ ଆପତ୍ତି ଉଠାଇଛି । ଟେଲିକମ୍‌ ନିୟନ୍ତ୍ରଣ କର୍ତ୍ତୁପକ୍ଷ ଅଫ୍‌ ଇଣ୍ଡିଆ ଚେୟାର୍‌ ମ୍ୟାନ୍‌ ଆର୍‌ଏସ୍‌ ଶର୍ମା କହିବାନୁସାରେ ଆୟୁସି ଚାର୍ଜ ନେଇ ଖୁବ୍‌ ଶୀଘ୍ର ନୂତନ ଫ୍ରେମ୍‌ୱାର୍କ ଜାରି କରାଯିବ ନେଇ ଜଣାଯାଇଛି । ଜିରୋ ଆଇୟୁସି ଚାର୍ଜ ଅନୁସାରେ ବିଲ୍‌ରେ ବିଏକେ ପ୍ରାରମ୍ଭିକ କାର୍ଯ୍ୟସୂଚୀ ଅନୁସାର ଜାନୁୟାରୀ ପହିଲା ୨୦୨୦ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି ।
ରିଲାଏନ୍ସ ଜିଓ ଟେଲିକମ୍‌ କର୍ତ୍ତୁପକ୍ଷ ଅଫ୍‌ ଇଣ୍ଡିଆ ପକ୍ଷରୁ ଜିରୋ ଆଇୟୁସି ଓ ହ୍ରାସ ନେଇ ବର୍ତ୍ତମାନ ଇଣ୍ଟର କୋନେକ୍ସନ୍‌ ୟୁଜର୍‌ ଚାର୍ଜ ବର୍ତ୍ତମାନ ୬ ପଇସା ପ୍ରତି ମିନିଟ୍‌ ଧାର୍ଯ୍ୟ ହୋଇଛି । ଟେଲିକମ୍‌ ନିୟନ୍ତ୍ରଣ ପକ୍ଷରୁ ଖୋଲା ଆଲୋଚନା ହେବା ସହ ଇଣ୍ଟରକୋନେକ୍ସନ୍‌ ୟୁଜର୍‌ ଚାର୍ଜସ୍‌ ନଭେମ୍ବର ୧୫ରେ ସମୀକ୍ଷା ହୋଇଛି । ଆଲୋଚନାରେ ମହିନ୍ଦ୍ର ନାହାତା,ରିଲାଏନ୍ସ ଜିଓ ଇନ୍‌ର୍ଫୋକମ୍‌ ଡାଇରେକଫର ଆଇୟୁସି ସଂସ୍କାରରେ ଜିରୋ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି । ଜିଓର ଆପତ୍ତି ମୁତାବକ ଭୋଇସ୍‌ କଲିଂ ଟେଲିକମ୍‌ କମ୍ପାନୀ ଯେଉଁ ସଫଳତା ହାସଲ ସେଥିରେ କୌଣସି ବିଳମ୍ବ ହେବା ଉଚିତ ନାହିଁ । ନାହାତା କହିଛନ୍ତି ଯେ, ଟ୍ରାଇ କୌଣସି ମତେ ବିଏକେ ସଂସ୍କାର ୨୦୨୦ରେ କାର୍ଯ୍ୟକାରୀ ଜାନୁୟାରୀ ହେବ ନାହିଁ । ଇଣ୍ଟର କୋନୋକଫ ୟୁଜର୍‌ ଚାର୍ଜ ବର୍ତ୍ତମାନ ୬ ପଇସା ହୋଇଛି । ଯଦି ୬ ପଇସା କୌଣସି ମତେ କାର୍ଯ୍ୟକାରୀ ହେଉଛି । ୪ଜି ଶୁÂ ଗୋଟିଏ ପ୍ରତିଶତ ହୋଇଛି । ବର୍ତ୍ତମାନ୍‌ ଶୁÂ ଅଧିକ ବୃଦ୍ଧି ହୋଇଛି । ବିଏକେ ସଂସ୍କାର କାର୍ଯ୍ୟକାରୀ ହୋଇଥିବା ନାହାଟ୍‌ ପକ୍ଷରୁ ରେସିଓ ଇନ୍‌କୋମିଂ କଲିଂ ଜିଓ ନେଟ୍‌ୱାର୍କରେ ଅନ୍ୟ ଅପରେଟର ରହିଛି । ଏପି୍ରଲ୍‌ ୨୦୧୭ରେ ଜିଓ ୯୦ ପ୍ରତିଶତ ଆଉଟ୍‌ଗୋଇଂ ଏବଂ ୧୦ ପ୍ରତିଶତ ଇନ୍‌କୋମିଂ ଭୋଇସ୍‌ କଲ୍‌ ରହିଛି । ଟ୍ରାଇ ପକ୍ଷରୁ ଡିସେମ୍ବର ୩୧,୨୦୧୯ ଅନ୍ତୀମ ତାରିଖ ଧାର୍ଯ୍ୟ ହୋଇଛି । ଫଳରେ ବିଏକେ ସଂସ୍କାର ଲାଗୁ ହେବ । ଶୁÂ କାରଣ ସ୍ୱରୁପ ଜିରୋ ଟର୍ମିନେସନ୍‌ ଚାର୍ଜ ଜାନୁୟାରୀ ୧,୨୦୨୦ କାର୍ଯ୍ୟକାରୀ ହେବ ବୋଲି ମନେ କରାଯାଏ । ଅନ୍ୟ ପଟେ ଭାରତୀ ଏୟାର୍‌ଟେଲ୍‌ ଓ ଭୋଡାଫୋନ୍‌ ପକ୍ଷରୁ ୬ ପଇସା ଆଇୟୁସି ଗତ ତିନିବର୍ଷ ହୋଇଛି । ଆର୍‌ ଏସ୍‌ ଶର୍ମା ଟ୍ରାଇ ଚେୟାର୍‌ମ୍ୟାନ୍‌ ପକ୍ଷରୁ ନିୟନ୍ତ୍ରଣ ହେବାସହ ନୂତନ ଫ୍ରେମ୍‌ୱାର୍କ ଜାରି ହେବ । ଆଇୟୁସି ଚାର୍ଜ ଖୁବ୍‌ଶୀଘ୍ର ହେବ । ଜିରୋ ଆଇୟୁସି ଚାର୍ଜ ହେବା ସହ ବିଲ୍‌ ଏବଂ ସଂସ୍କାରରେ ପ୍ରାରମ୍ଭିକ କାର୍ଯ୍ୟସୂଚୀ ଜାନୁୟାରୀ ପହିଲାରେ କାର୍ଯ୍ୟକାରୀ ହେବ । ପରାମର୍ଶଗତ ପେପର୍‌ ଆଲୋଚନା ଆସନ୍ତା କିଛି ସପ୍ତାହରେ ଜାରି ହେବ ।
ସେଥିପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ ଟ୍ରାଇ ପକ୍ଷରୁ କରାଯାଇନାହିଁ ବୋଲି ଚେୟା ର୍‌ମ୍ୟାନ ଆର୍‌ଏସ୍‌ ଶର୍ମା ପ୍ରକାଶ କରିଛନ୍ତି । ରବି ଗାନ୍ଧୀ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀ ଭାବରେ ଭାରତୀ ଏୟାର ୍‌ଟେଲ୍‌ ପକ୍ଷରୁ ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ଅନ୍ୟ ଅପରେଟର ଆପତ୍ତି ଉଠାଇଥିବା ଜଣାଯାଇଛି । ନାହାଟ ପକ୍ଷରୁ ଡାଟ ଜାରି ହେବା ସହ ଟେଲିକମ୍‌ ଅପରେଟର ଓ ସବ୍‌ସ୍କାଇବର ଶୁÂ ୨ଜି,୩ଜି ନେଟ୍‌ୱାର୍କରେ ଭୋଇସ୍‌ ଡାଟା ବୃଦ୍ଧି ହୋଇଥିବା ଜଣାପଡିଛି । ଏୟାର୍‌ଟେଲ୍‌ ଓ ଭୋଡାଫୋନ୍‌ ବିରୁଦ୍ଧରେ ଯେଉଁ ମାମଲା ରୁଜୁ ହୋଇଛି, ତାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ୍‌ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ପଶି ପୋଲିସକୁ ପିଟିଲେ

ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ପଶି ପୋଲିସକୁ ପିଟିଲେ

Read More...

ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page