ତାଇୱାନ ପ୍ରଥମ ଏସୀୟ ରାଷ୍ଟ୍ର ଭାବରେ ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ ସ୍ୱୀକୃତୀ ପ୍ରଦାନ କରିଛି, ତାଇୱାନର ପାର୍ଲ୍ୟାମେଣ୍ଟ ସମ୍ମୁଖରେ ହଜାର ହଜାର ବିକ୍ଷୋଭକାରୀ ପ୍ଲାକ୍କାର୍ଡ଼ ଧରି ବିବାହର ସମାନତାକୁ ବିଭାଜିତ କରାଯାଉଛି ବୋଲି ସେମାନେ କହିଥିଲେ ।
Posted by Anupambharat News Bureau, on May 17, 2019