ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ

May 26, 2020, ଓଡ଼ିଶା, , Anupambharat News Bureau


ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ
Anupambharat News Bureau
May 26, 2020

ଭୁବନେଶ୍ୱର,୨୬ା୫ (ଅନୁପମମିଡ଼ିଆ):ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମୂଲ୍ୟକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ବ୍ୟବସ୍ଥା ଅନୁଯାୟୀ ପ୍ରାଥମିକ ସ୍କୁଲର ପିଲାମାନଙ୍କର ମଧ୍ୟାହ୍ନ ଭୋଜନର ମୂଲ୍ୟ ୪ଟଙ୍କା ୯୩ ପଇସା ପରିବର୍ତ୍ତେ ୫ ଟଙ୍କା ୪୨ କୁ ବୃଦ୍ଧି କରାଯାଇଛି । ସେହିପରି ଉଚ୍ଚ ପ୍ରାଥମିକ ସ୍କୁଲର ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମୂଲ୍ୟ ୭ ଟଙ୍କା ୩୬ ପଇସା ଥିବା ବେଳେ ଏବେ ତାହା ବଢ଼ି ୮ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଣ୍ଟେନମେଣ୍ଟ ଜୋନକୁ ନେଇ ନିଆଁ ଜଳିଲା

କଣ୍ଟେନମେଣ୍ଟ ଜୋନକୁ ନେଇ ନିଆଁ ଜଳିଲା

Read More...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫି’ ଛାଡ

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫି’ ଛାଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page